Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକ କଂଗ୍ରେସ ପାର୍ଟିକୁ ମିଳିଲା ହକି ଷ୍ଟିକ, ବଲ ଚିହ୍ନ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ଲୋକ କଂଗ୍ରେସ ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳକୁ ହକି ଷ୍ଟିକ ଏବଂ ବଲରେ ଚିହ୍ନ ମିଳିଥିବାରୁ ସେ ଖୁସି ହୋଇ କହିଛନ୍ତି ଏଥର କେବଳ ଗୋଲ ଦେବା ବାକି ରହିଲା ।…

ଓମିକ୍ରନ୍‌ ଭୟ; ରାଜଧାନୀରେ ପ୍ରାଇଭେଟ୍‌ ଅଫିସ୍‌ ଓ ରେଷ୍ଟୁରାଣ୍ଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରେ କରୋନା। କରୋନାକୁ ରୋକିବା ଲାଗି ସରକାର କଟକଣାକୁ ଆହୁରି କଠୋର କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ନୂଆ ଆଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ସମସ୍ତଙ୍କୁ ୱାର୍କ ଫ୍ରମ୍‌…

କାଠ ସ୍କେଲରେ ବାହାଘର ଭୋଜିର ମେନ୍ୟୁ !

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ନୂଆ ନୂଆ ବୁଦ୍ଧି କୌଶଳ ପ୍ରୟୋଗ କରିଥାନ୍ତି । ସିଲିଗୁଡିରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । ସସ୍ମିତା-ଅନିମେଷ ସେମାନଙ୍କ ବାହାଘର ଭୋଜିର ମେନ୍ୟୁକୁ ଏକ ୩୦ ସେଟିଂମିଟର କାଠ ସ୍କେଲରେ ଛାପି ଅତିଥିଙ୍କୁ ଦେଇଥିଲେ । ଏହାର ତଳେ ଲେଖା…

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ନୂଆ ନିୟମ; ୭ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏହି ନୂତନ ନିୟମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂତନ ନିୟମ ଅନୁଯାୟୀ ଦେଶରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ଯାତ୍ରୀଙ୍କୁ ସାତ ଦିନ ପାଇଁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡିବ।…

ଦୈନିକ କରୋନା ମାମଲାରେ ବିଶ୍ବ ରେକର୍ଡ ଭାଙ୍ଗିଲା ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ମେଲାଇ ଚାଲିଛି ଓମିକ୍ରନ୍‌। ଏହାରି ଭିତରେ ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଆମେରିକା। ସୋମବାର ଦିନ ୧.୧୩ ନିୟୁତ ନୂଆ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲା ବିଶ୍ବର ସବୁ ଦେଶ ତୁଳନାର ସର୍ବାଧିକ।…

[ଭିଡିଓ] ଦୁର୍ଘଟଣା ପରେ ଉଡ଼ିଲା ବିମାନ

ମୁମ୍ବାଇ: ବିମାନ ବନ୍ଦରରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମୁମ୍ବାଇ ବିମାନବନ୍ଦରରେ ବିମାନକୁ ପୁସବ୍ୟାକ ଦେଉଥିବା ଗାଡ଼ିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରରେ ଆତଙ୍କ । ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆାଁକୁ ଆୟତ୍ତ କରିଥିଲା । ଆଜି ଅପରାହ୍ନରେ ଏହି…

ହରିଦ୍ବାର ହେଟ୍ ସ୍ପିଚ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହରିଦ୍ବାର ହେଟ୍ ସ୍ପିଚ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆୟୋଜିତ ଧର୍ମ ସଂସଦରେ ଦେଶରେ ଗଣହତ୍ୟା କରିବା ଲାଗି ବାବାଙ୍କ ଆହ୍ବାନକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି…

ନିଶର ଗାରିମା ଲଢ଼େଇରେ ଜିତିଲେ ରାକେଶ

ନୂଆଦିଲ୍ଲୀ:ଏସଏଏଫ ଯବାନ ରାକେଶ ରାଣା ଶେଷରେ ନିଶର ଗାରିମା ଲଢ଼େଇରେ ବିଜୟ ହାସଲ କରିଛନ୍ତି । ସହାୟକ ପୋଲିସ ମହା ନିରୀକ୍ଷକ ପ୍ରଶାନ୍ତ ବର୍ମା ନିଶ ଯୋଗୁ ରାକେଶଙ୍କୁ ନିଲମ୍ବିତ କରିଥିଲେ । ଜଣେ ରାଜପୁତ ହୋଇଥିବାରୁ ଏହି ନିଶ କାଟିବି ନାହିଁ ବୋଲି ରାକେଶ କହିଥିଲେ । ଏହି ଖବର ସୋସିଆଲ…

ଭାରତରେ ରୂପ ବଦଳାଇଲାଣି ଓମିକ୍ରନ୍‌!

ନୂଆଦିଲ୍ଲୀ: ସମଗ୍ର ଦେଶରେ ଓମିକ୍ରନ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୁହାଯାଉଛି ଭାରତରେ ରୂପ ବଦଳାଇଥାଇପାରେ ଓମିକ୍ରନ୍‌। ଓମିକ୍ରନ୍‌ର ଅନ୍ୟ ଏକ ପ୍ରକାର ବୋଲି କୁହାଯାଉଥିବା BA.1 ପ୍ରଜାତି ବର୍ତ୍ତମାନ ଡେଲଟାର ସ୍ଥାନ ନେବା ଆରମ୍ଭ କରିସାରିଲାଣି। ବର୍ତ୍ତମାନ, ଏହା ମହାରାଷ୍ଟ୍ର ଏବଂ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ "ମୁଁ କରୋନା ସଂକ୍ରମିତ ହୋଇଛି। ମୋର କରୋନା ଜନିତ ସାମାନ୍ୟ ଲକ୍ଷଣ ରହିଛି। ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ମଧ୍ୟ କହିଛନ୍ତି।…