Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ବ୍ରାଜିଲରେ ଅଘଟଣ; ପାହାଡ଼ରୁ ଧସିଲା ପଥର, ୭ ମୃତ

ବ୍ରାଜିଲ୍: ଏମିତିବି ଆସିପାରେ ମୃତ୍ୟୁ । ଏହି ସଂସାରରେ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବାକୁ ପଡ଼ିଥାଏ । ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସିବ ତାହା କାହାକୁ ଜଣାନଥାଏ । ଆପଣ ଅନେକ ସମସୟରେ ଅନେକ ପ୍ରକାରର ମୃତ୍ୟୁ ହୋଇଥିବା ଦେଖିଥିବେ । ଏଠିମଧ୍ୟ କିଛି ଅଦ୍ଭୁତ…

ଜାନୁୟାରୀ ୧୨ରୁ ଆରମ୍ଭ ହେବ NEET-PG କାଉନ୍‌ସେଲିଂ 

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର କହିଛନ୍ତି ଯେ ୨୦୨୧-୨୦୨୨ ପାଇଁ NEET-PG କାଉନ୍‌ସେଲିଂ  ଜାନୁୟାରୀ ୧୨ରୁ ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟଙ୍କ କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ NEET-PG କାଉନ୍‌ସେଲିଂ ସମ୍ପର୍କରେ ଏକ ବିବୃତ୍ତି ଜାରି…

କେମିତି ଭୋଟ୍‌ ଦେବେ କରୋନା ସଂକ୍ରମିତ ବ୍ୟକ୍ତି?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କରୋନା ବିସ୍ଫୋରଣ ହେତୁ କୌଣସି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ…

ବରୁଣ ଗାନ୍ଧୀ କରୋନା ପଜିଟିଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ସାଂସଦ ବରୁଣ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ରିପୋର୍ଟ ପିଜିଟିଭ ଆସିଥିବା କହିଛନ୍ତି ବରୁଣ। ବରୁଣ…

ମାସ୍କ ପିନ୍ଧିଲେ ହବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରିବାରେ ସରକାରଙ୍କର କୌଣସି ଯୋଜନା ନାହିଁ। କେଜ୍ରିୱାଲ କହିଛନ୍ତି ଯେ, "ଆମେ ଲକଡାଉନ୍ ଲଗାଇବାକୁ ଚାହୁଁ ନାହୁଁ, ଯଦି ଆପଣ ମାସ୍କ…

୧୧ ଥର ଟିକା ନେଇଥିବା ବୃଦ୍ଧଙ୍କ ବିରୋଧରେ ଏଫ୍‌ଆଇଆର୍‌

ପାଟନା: ନିକଟରେ ବିହାରର ଜଣେ ୮୪ ବର୍ଷୀୟ ବ୍ୟକ୍ତି ୧୧ ଥର କରୋନା ଟିକା ନେଇଥିବା ଦାବି କରିଥିଲେ। ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମଦେବ ମଣ୍ଡଳ। ତେବେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ…

ସୁଲି ଡିଲ୍ସର ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିବା 'ସୁଲି ଡିଲ୍ସ' ଆପର ମାଷ୍ଟରମାଇଣ୍ଡ ଅମ୍‌କାରେଶ୍ୱର ଠାକୁରଙ୍କୁ ଇନ୍ଦୋରରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ମୁସଲିମ ମହିଳାମାନଙ୍କୁ ଟ୍ରୋଲ କରିବା ପାଇଁ ଟ୍ୱିଟରରେ ସୃଷ୍ଟି ହୋଇଥିବା ଗ୍ରୁପ୍‌ର ସଦସ୍ୟ ଥିଲେ। ପ୍ରାଥମିକ ପଚରାଉଚରା ବେଳେ…

ଆଜି ଦେଶରେ କୋଭିଡ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଦେଢ଼ ଲକ୍ଷ ଟପିଛି। ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ଆଜି ଦେଶରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ଼ ୪ ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ ବିଭାଗ…

ଓମିକ୍ରନ୍‌ ଭୟ; ୧.୫୦ ଲକ୍ଷ ଟପିଲା କରୋନା ମୃତ୍ୟୁ

ଲଣ୍ଡନ: ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଏବେ ବିଶ୍ବର ଅନେକ ସ୍ଥାନରେ କାୟା ବିସ୍ତାର କରିସାରିଲାଣି। ଏହି କରୋନା ଲଢେଇକୁ ରେକିବା ଲାଗି ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛି। ୨୦୨୦ରେ ମହାମାରୀ ଆରମ୍ଭ ହେବା ଦିନଠାରୁ ବ୍ରିଟେନରେ ୧୫୦,୦୦୦ କୋଭିଡ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।…

କନ୍‌ମ୍ୟାନ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗି‌ଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କା ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କ ନାଁରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍‌ନାକୁ…