Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା…

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ…

ଯୁଦ୍ଧ ଆଶଙ୍କା ବଢ଼ିଲା: ନାଗରିକଙ୍କୁ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦେଲା ଆମେରିକା

ମସ୍କୋ: ରୁଷିଆ ଓ ୟୁକ୍ରେନ ବିବାଦ କମିବାରେ ନାମ ଧରୁନି । ବର୍ତମାନ ରୁଷ ସେନା ଓ ନାଟୋ ଫୋର୍ସେସ ମୁହାଁ ମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ତୁରନ୍ତ ଛାଡିବା ପାଇଁ ନିଜ ନାଗରିକଙ୍କୁ କହିଛନ୍ତି । ୟୁକ୍ରେନକୁ ରୁଷିଆ ସେନା ପଠାଇବା ମାନେ…

ଦେଶରେ ୬୦ ହଜାର ତଳେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟ କମୁଛି । ଦୈନିକ ସଂକ୍ରମଣ ଏବେ ୬୦ ହଜାର ତଳକୁ ଖସିଲାଣି । କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୮ହଜାର ୭୭ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୩.୪ ପ୍ରତିଶତ କମ୍ ।…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…

୮୦ ପ୍ରତିଶତ ତଳକୁ ଆସିଛି ଓମିକ୍ରନ

ନୂଆଦିଲ୍ଲୀ: ଧୀରେ ଧୀରେ ଦୁର୍ବଳ ହେଉଛି କୋଭିଡ଼ର ପ୍ରଭାବ । ଦେଶରେ କୋଭିଡ ସଂକ୍ରମଣର ହାର ହ୍ରାସ ପାଉଛି । ଏବେ ସୁଦ୍ଧା ଦେଶରେ ଓମିକ୍ରନ ମାମଲା ୮୦ ପ୍ରତିଶତ କମିଛି । ୧୧ ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜାନୁଆରୀ ୨୪ ସୁଦ୍ଧା ସଂକ୍ରମଣ ହାର ୪.୪୪…

୨୦ ମାସ ହେବ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତୀ ସମୀକ୍ଷା କରି ସୁଧହାରରେ ହାତ ମାରି ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଚ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ…

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ: ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହେଲା । ଏହି ଫିଲ୍ମରେ ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଯାହା ସୋସିଆଲ୍…