Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ୩ ଦେଶରୁ ଭାରତ ଫେରିଲେ ଏଣିକି ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ହାଇ ଆଲର୍ଟରେ ସାରା ବିଶ୍ୱ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକା,…

ନୃଶଂସ ବାପା; ହୋମୱାର୍କ ପାଇଁ ୮ ବର୍ଷର ପୁଅକୁ ଫ୍ୟାନ୍‌ରେ ଟାଙ୍ଗିଲେ

ଜୟପୁର: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଜଣେ ନୃଶଂସ ବାପା ସ୍କୁଲ ହୋମୱାର୍କ ଶେଷ ନକରିବାର ଦଣ୍ଡ ସ୍ୱରୂପ ତାଙ୍କ ପୁଅକୁ ଏକ ଫ୍ୟାନରେ ଓଲଟାଇ ଝୁଲାଇଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ନଭେମ୍ବର ୧୭ ରେ ବୁନ୍ଦି ଜିଲ୍ଲାର ଡାବି ଠାରେ ଏହି ଘଟଣା ଘଟିଥିଲା । ଭାଇରାଲ ଭିଡିଓରେ ଅଭିଯୁକ୍ତ ଜଣେ ୮…

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।…

ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌; ୬ଟି ଦେଶକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବ୍ରିଟେନ ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ପ୍ରଜାତି ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି। ଯାହା ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ ଓ ମାରାତ୍ମକ ଅଟେ। ଦକ୍ଷିଣ ଆଫ୍ରିକାରେ ୩୦ରୁ ଅଧିକ ନୂତନ ମାମଲା ଦେଖିବାକୁ…

[ଭିଡିଓ] ଜିମ୍ନାସିୟମରେ ପ୍ରି-ୱେଡିଂ ଫଟୋ ସୁଟ୍‌, ହେଲେ କାହିଁକି ?

ଭୁବନେଶ୍ୱର: ଚାଲିଛି ବିବାହ ଋତୁ । ଏହି ସମୟରେ ଭାରତର ଅନେକ ସ୍ଥାନରେ ବିଭିନ୍ନ ଲୋକ ବିବାହ କରିବା କିଛି ନୂଆ କଥା ନୁହେଁ । ତେବେ ବର୍ତ୍ତମାନ ସମୟରେ ବିବାହ ସମାରୋହରେ ପ୍ରି-ୱେଡିଂ ଫଟୋ ସୁଟ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଉଛି । ଏଥିପାଇଁ ଉଭୟ ବର ଓ କନ୍ୟା କ୍ରିଏଟିଭିଟି ମାମଲାରେ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ କାରଣ ଦର୍ଶାଅ ନୋଟିସ

ଅମ୍ରିତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌରଙ୍କୁ କାରଣ ଦର୍ଶାଅ ନୋଟିସ । ଦଳ ବିରୋଧୀ କାର୍ଯ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । କ୍ରମାଗତ ଭାବେ…

ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ: ୨୦୨୨ରେ ଆସିବ ପ୍ରଳୟ !

ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ…

[ଭିଡିଓ] କାନପୁର ଟେଷ୍ଟ ମ୍ୟାଚରେ କମାଲ ଦେଖାଇଲେ ଶ୍ରେୟସ୍‌, ହେଲେ ଚର୍ଚ୍ଚାରେ ଏହି ବ୍ୟକ୍ତି

ଭୁବନେଶ୍ୱର: ଧିମା ପଡିଛି କରୋନା ଲହରି । ଭାରତ ବନାମ୍ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖଚାଖଚ ଦର୍ଶକମାନେ ଗିଲ୍‌, ଶ୍ରେୟସ୍ ଓ ଜାଡେଜାଙ୍କ ଅର୍ଦ୍ଧଶତକର ସାକ୍ଷୀ ସାଜିଥିଲେ । ହେଲେ କ୍ରିକେଟ୍ ମ୍ୟାଚକୁ ବାଦ୍ ଦେଲେ…

ଦେଶରେ କମିଲା ପ୍ରଜନନ ହାର

ନୂଆଦିଲ୍ଲୀ : ଦେଶରେ କମିଲା ମୋଟ ପ୍ରଜନନ ହାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ…

ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ

ପୁଣେ: ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଆଜି ଅସୁସ୍ଥ ହୋଇ ପଡିଛନ୍ତି । ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ୮୪…