Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଦିଲ୍ଲୀ : ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଉଡାଣ ଲୋକମାନଙ୍କ ଦୀର୍ଘ ଦିନର…

ପ୍ରଧାନମନ୍ତ୍ରୀ ହେବାର ୧୨ ଘଂଟା ମଧ୍ୟରେ ଇସ୍ତଫା ଦେଲେ ସ୍ୱୀଡେନର ମାଗଡାଲେନା ଆଣ୍ଡରସନ

ଷ୍ଟକହୋମ: ସ୍ୱୀଡେନର ରାଜନୀତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ କାରଣ ସାଜିଛି । ଗତକାଲି ପ୍ରଥମ ମହିଳା ଭାବେ ମାଗଡାଲେନା ଆଣ୍ଡରସନ ନିର୍ବାଚିତ ହେବାର ୧୨ ଘଂଟା ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲେଫ୍ଟ ପାର୍ଟି ଓ ସେଂଟର ପାର୍ଟି ସହଯୋଗରେ ସରକାର ଗଠନ କରିଥିଲେ । ତେବେ ଆଜି…

କୋର୍ଟ ମନା କରିବା ସତ୍ୱେ ପୁନର୍ବାର ୱାଙ୍ଖେଡଙ୍କ ବିପକ୍ଷରେ ମୁହଁ ଖୋଲିଲେ ନୱାବ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ଓ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କୁ ନେଇ ବିବାଦ ଥମିବାର ନାମ ଧରୁନି । ଗୁରୁବାର ମାଲିକ ଅଭିଯୋଗ କରିଛନ୍ତି ଯେ, ୱାଙ୍ଖେଡଙ୍କ ମାଆ ଜାହିଦାଙ୍କ ନାମରେ ପରେ ୨ଟି ମୃତ୍ୟୁ ପ୍ରମାଣପତ୍ର ରହିଛି । ଗୋଟିକରେ ହିନ୍ଦୁ ଏବଂ ଅନ୍ୟଟିରେ ମୁସଲମାନ…

ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକ ଖୁଲାସା ହୋଇଛି । ପାକିସ୍ତାନରୁ ଗୌତମଙ୍କ ପାଖକୁ ମେଲ୍ ଜରିଆରେ ଧମକ ଆସିଛି ବୋଲି ଜଣାପଡିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆଇଏସ୍ଆଇଏସ୍ କାଶ୍ମୀର ତାଙ୍କୁ ଜୀବନରୁ ମାରିଦେବାକୁ…

ସମୁଦ୍ରରେ ବରଫ ଜମିଯିବା ଯୋଗୁ ଅଟକି ରହିଛି ୨୪ ଜାହାଜ

ମସ୍କୋ:ଆର୍କଟିକ ସମୁଦ୍ର ଦେଇ ୟୁରୋପ ଓ ଏସିଆରେ ପଂହଚିବା ସ୍ୱପ୍ନ ଦେଖୁଥିବା ରୁଷିଆକୁ ଗୁରୁବାର ଶକ୍ତ ଝଟକା ଲାଗିଛି । ରୁଷର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆର୍କଟିକ ସମୁଦ୍ରରେ ଅନୁମାନ ପୂର୍ବରୁ ବରଫ ଜମିଯାଇଛି । ଫଳରେ ୨୪ ଜାହାଜ ଏଠାରେ ଫସିଯାଇଛି । ପରସ୍ଥିତି ଅଣାୟତ…

ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ

କର୍ଣ୍ଣାଟକ: ସମଗ୍ର ଦେଶରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼୍ ସଂକ୍ରମିତ ସଂଖ୍ୟା ବଢ଼ୁଛି । କର୍ଣ୍ଣାଟକରେ ଏସଡ଼ିଏମ ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚିନ୍ତା…

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ…

ଡ୍ରେନେଜ ପାଇପରୁ ବାହାରୁଛି ଟଙ୍କା, ତାଜୁବ୍ ହୋଇଗଲେ ଏସିବି ଅଧିକାରୀ

କର୍ଣ୍ଣାଟକ: ଚଢ଼ାଉ ସମୟରେ ବାହାରୁଛି ପୁଳା ପୁଳା ଟଙ୍କା । ତାହା ପୁଣି କୌଣସି ଆକାଉଣ୍ଟ କିମ୍ବା ଲକରରୁ ନୁହେଁ । ପାଇପରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ଏହାସହ ବାହାରିଥିଲା ସୁନା । ଏହାକୁ ବାହାର କରିବା ପାଇଁ ବାଲଟିର ବ୍ୟବହାର କରାଯାଇଥିଲା । ପାଇପରୁ ଏତେ ପରିମାଣର ଟଙ୍କା ଓ ସୁନା…

ଗଭୀର ଜଳରାଶିରେ ବୁଡିଗଲା ବୋଟ୍ ୩୧ ବିଦେଶୀଙ୍କ ମୃତ୍ୟୁ ଆଶଙ୍କା

ଫ୍ରାନ୍ସ : ବ୍ରିଟେନ୍ ଅଭିମୁଖେ ଯାଉଥିବା ଏକ ବୋଟ୍ ବୁଡିଯିବା କାରଣରୁ ୩୧ ଜଣ ବିଦେଶୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଫ୍ରାନ୍ସର ଗୃହମନ୍ତ୍ରୀ ଜୋରାଲଡ୍ ଡର୍ମାନିନ୍ କହିଛନ୍ତି ଯେ । ବୋଟ୍ ରେ ୩୪ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ବିପଦଜ୍ଜନକ ଜଳରାଶିରେ ପାର ହେବା ସମୟରେ ଇିିଂଲିସ୍…

ଦେଶର ସର୍ବବୃହତ ବିମାନ ବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଆଜି ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ ୧ଟାରେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତରଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଏହା ପଞ୍ଚମ ବିମାନ ବନ୍ଦର…