Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଚାନକ ରାସ୍ତାରେ ହେଲା ଟଙ୍କା ବର୍ଷା; ବୋହିନେଲେ ଲୋକେ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ  ଦେଖିବାକୁ ମିଳିଛି ଯେ ପୁଳା ପୁଳା ନୋଟ୍ ବିଡା ରାସ୍ତାରେ ପଡିଛି ଏବଂ ଲୋକେ ଟଙ୍କା ବୋହି ନେୁଛନ୍ତି। ରାସ୍ତାରେ ଥିବା ଲୋକମାନେ ଏହାକୁ ଅତି ଆନନ୍ଦରେ ସେମାନଙ୍କୁ ଉଠାଇନେଉଥିବାର ଦେଖିବାକୁ ମିଳିଛି।…

ଆବଶ୍ୟକ ପଡ଼ିଲେ ପୁଣି ଫେରିବ କୃଷି ଆଇନ!

ଲକ୍ଷ୍ନ‌ୌ: ମୋଦୀଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରା ରବିବାର ଦିନ ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପରେ ଦରକାର ପଡ଼ିଲେ ଏହି ଆଇନ ପୁଣି ଫେରିପାରେ…

କମୁନି ପ୍ରଦୂଷଣ; ଏବେ ବି ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ରବିବାର ସକାଳ ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ପରିସ୍ଥିତିରେ ରହିଛି। ରବିବାର ସକାଳ ୯ ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୨ ରେକର୍ଡ କରାଯାଇଥିଲା। ୨୪ ଘଣ୍ଟାର ହାରାହାରି AQI ଶନିବାର ଦିନ ୩୭୪ ଥିଲା। ଫରିଦାବାଦ (୩୪୭), ଗାଜିଆବାଦ…

୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି

ନୂଆଦିଲ୍ଲୀ: ୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି। ଏମିତି ଏକ ବିଚିତ୍ର ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଶ୍ରୀକେଶ ନାମକ ଜଣେ ବ୍ୟକ୍ତିଙ୍କର ଗାଡି ଧକ୍କାରେ ଦୁର୍ଘଟଣା ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ…

ଆନ୍ଧ୍ରରେ ବନ୍ୟା ବିତ୍ପାତ; ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି; ୫୦ ନିଖୋଜ

ତିରୁପତି: ଆନ୍ଧ୍ରପ୍ରଦେଶରେ ବନ୍ୟା ପ୍ରଳୟ। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏପଟେ ପ୍ରାୟ ୫୦ ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି। ଶୁକ୍ରବାର ଦିନ ଚାରିଟି ପ୍ରଭାବିତ ଜିଲ୍ଲାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ…

ଛତିଶଗଡ ଦେଶର ସବୁଠୁ ସ୍ବଚ୍ଛ ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାରରେ ଇନ୍ଦୋରକୁ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଦେଶର ସ୍ବଚ୍ଛ ସହର ଭାବେ ସମ୍ମାନିତ କରାଯାଇଥିବାବେଳେ ଛତିଶଗଡ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି। 'ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର, ୨୦୨୧' ର 'ସ୍ବଚ୍ଛ ସହର' ବର୍ଗର…

ଆଜି ରାଜସ୍ଥାନରେ ୧୫ ନୂଆ ମନ୍ତ୍ରୀ ନେବେ ଶପଥ; ୧୧ କ୍ୟାବିନେଟ, ୪ ରାଜ୍ୟ

ନୂଆଦିଲ୍ଲୀ: ପଞ୍ଜାବ ପରେ ଅନ୍ୟ ଏକ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀ ଶନିବାର ଦିନ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଛନ୍ତି। ଯାହାଫଳରେ ସେମାନେ ରାଜ୍ୟରେ କ୍ୟାବିନେଟ ପୁନଃ ନିର୍ମାଣ ପାଇଁ ରାସ୍ତା…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନର ସବୁ ମନ୍ତ୍ରୀ ଦେଲେ ଇସ୍ତଫା

ଜୟପୁର : ଆସନ୍ତାକାଲି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ଗଠନ କରିବ ନୂଆ ମନ୍ତ୍ରିମଣ୍ଡଳ । ହେଲେ ଏହା ପୂର୍ବରୁ ଆଜି ସବୁ ମନ୍ତ୍ରୀ ନିଜ ପଦରୁ ଦେଇଛନ୍ତି ଇସ୍ତଫା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟକୁ ସମସ୍ତେ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ମନ୍ତ୍ରୀମାନେ ଇସ୍ତଫା ଦେବା…

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…

୨୦୨ ଦିନ ସଂଘର୍ଷ ପରେ କରୋନାକୁ ହରାଇଲେ ୪୫ ବର୍ଷୀୟା ମହିଳା

ସୁରଟ: ଗୁଜରାଟର ଗୀତା ଧାର୍ମିକ ନାମକ ଜଣେ ୪୫ ବର୍ଷୀୟା ମହିଳା ୨୦୨ ଦିନ ଧରି କରୋନା ସହ ସଂଘର୍ଷ କରିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦାହେଦା ରେଲୱେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ…