Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ସମଗ୍ର ଦେଶ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏହାଫଳରେ ଆଗାମୀ ପୀଢ଼ି ଦେଶ ପାଇଁ ଏହି ମହାନ ଆଦିବାସୀ…

ଆସନ୍ତା ୨୯ ତାରିଖରୁ ଚାଷୀ କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ନୂଆ ନିଷ୍ପତ୍ତି । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜେପି ପ୍ରଚାରରେ ମାତିଛନ୍ତି ରାହୁଲ ଗାନ୍ଧୀ, କେତେ ସତ ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ହେଲେ ଏଥର ନିଜର ପିଲାଳିଆମୀ ବକ୍ତବ୍ୟ ପାଇଁ ନୁହେଁ ବରଂ ଏକ ଫଟୋ ପାଇଁ ରାହୁଲଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ରାହୁଲଙ୍କୁ ନେଇ ଏକ ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖି ଅନେକ ଲୋକ…

୨୭ବର୍ଷର ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ରାମନଗରୀ ଅଯୋଧ୍ୟାର ଶରୀଫଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଅଯୋଧ୍ୟା: ଅଜଣା ବ୍ୟକ୍ତିର ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ସର୍ବଦା ଆଗେଇ ଆସିଥାନ୍ତି ମହମ୍ମଦ ଶରୀଫ୍। ଏଥିପାଇଁ ସେ ବେଶ୍ ପରିଚିତ ହୋଇପାରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସୋମବାର ତାଙ୍କୁ ଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୁଅର ମୃତ୍ୟୁ ଏବଂ ପରେ…

୨୦୨୧ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା

ଦିଲ୍ଲୀ: ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା ହୋଇଛି । ବର୍ଷ ୨୦୨୧ ପାଇଁ କିଛି ସାମ୍ବାଦିକଙ୍କ ନାଁ ଘୋଷଣା କରାଯାଇଛି । ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯିବ । ଚଳିତ ବର୍ଷ ଏହି ସମ୍ମାନ ଜନକ…

ଯୋଧପୁରରେ ବସରେ ଲାଗିଲା ନିଆଁ ,୧୨ ଯାତ୍ରୀ ଜୀବନ୍ତଦଗ୍ଧ

ରାଜସ୍ଥାନ : ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୧୨ ଜଣ ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨…

ଆତଙ୍କୀ ଆକ୍ରମଣର ମୁକାବିଲା କରିବା ପାଇଁ ଜମ୍ମୁ-କାଶ୍ମୀରକୁ ଗଲେ ୫୫୦୦ ଯବାନ

ଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀ ଏଯାଏଁ ପ୍ରାୟ ୧୩୮ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତିି। ଏବଂ ୫୫ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ବୃଦ୍ଧିକୁ ଦେଖି ସିଆରପିଏଫ୍ ଏବଂ ବିଏସଏଫ ୩ହଜାର ଏବଂ ୨୫ଶହ ଜଣ ଯବାନଙ୍କୁ ଜମ୍ମୁ-କାଶ୍ମୀର…

୨ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହେଲା ଆପଲ୍‌ର ପ୍ରଥମ କମ୍ପ୍ୟୁଟର

ନୂଆଦିଲ୍ଲୀ: ଆପଲ୍ ର ପ୍ରଥମ କମ୍ପ୍ୟୁଟର ଆପଲ୍-୧ ନିକଟରେ ନିଲାମ କରାଯାଇଛି। ଏହି କମ୍ପ୍ୟୁଟରକୁ ୪ ଲକ୍ଷ ଡଲାରରେ ବିକ୍ରି କରାଯାଇଥିଲା। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨.୯୭ କୋଟି ଟଙ୍କା। ଏହି କମ୍ପ୍ୟୁଟର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ…

ହାଇଡ୍ରୋଜେନ ବୋମା ପକାଇଲେ ନୱାବ, ଜାଲ ନୋଟ କାରୋବାରରେ ଫଡନାଭିସଙ୍କ ହାତ

ମୁମ୍ବାଇ: ଏନସିପି ନେତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିପକ୍ଷରେ ବାକ୍ୟର ହାଇଡ୍ରୋଜେନ ବୋମା ପକାଇଛନ୍ତି । ନୱାବ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯେ, ଫଡନାଭିସଙ୍କ ସହ ଜାଲ ନୋଟ କାରୋବାର କରୁଥିବା ଦାଉଦ ଇବ୍ରାହିମର ନିକଟତର ରିୟାଜ ଭାଟିଙ୍କ ଭଲ ସମ୍ପର୍କ…

‘ଚମ୍ବା’ ସ୍ଲିପର୍‌କୁ ମିଳିଲା ଜିଆଇ ଟ୍ୟାଗ୍

ନୂଆଦିଲ୍ଲୀ: ଚମ୍ବାର ଜଟିଳ ଚିତ୍ରିତ ଚମଡା 'ସ୍ଲିପର୍‌'କୁ ଭୗଗୋଳିକ ସୂଚକାଙ୍କ ଜିଆଇ ଅଧୀନରେ ପଞ୍ଜିକୃତ ହୋଇଛି। ସୁବର୍ଣ୍ଣ ଏବଂ ରଙ୍ଗୀନ ଏମ୍ବ୍ରୋଡୋରୀରେ ସୁସଜ୍ଜିତ ଚମ୍ବା ଚପଲଗୁଡିକ ଚମ୍ବା ସହରର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଜିଆଇ ଟ୍ୟାଗ୍ ପାଇବା ପାଇଁ…