Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

INSର ନୂଆ ସଭାପତି ମୋହିତ ଜୈନ, ସମାହିତ ବଳ କାର୍ଯ୍ୟକାରୀ କମିଟି ସଦସ୍ୟ ନିର୍ବାଚିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ନ୍ୟୁଜ୍ ପେପର୍ ସୋସାଇଟି ବା ଆଇଏନଏସର ନୂଆ ସଭାପତି ଭାବରେ ଇକୋନୋମିକ୍ ଟାଇମ୍ସର ମୋହିକ ଜୈନ୍ ନିର୍ବାଚିତ ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆଇଏନଏସର ୮୨ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୨୧-୨୦୨୨ ବର୍ଷ ଲାଗି ନିର୍ବାଚିତ ଅନୁଷ୍ଠିତ…

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ଏବେବି ଚାଲିଛି । କାଶ୍ମୀର ଜୋନ୍ ପୋଲିସ ଟୁଇଟ ଜରିଆରେ ଏହି ସୂଚନା…

ମାଙ୍କଡଙ୍କ ପ୍ରତିଶୋଧ, ମାରି ସାରିଲେଣି ୨୫୦ରୁ ଅଧିକ କୁକୁର ଛୁଆ

ମୁମ୍ବାଇ: ମହାରାଷ୍ଟ୍ର ବିଡ ଜିଲ୍ଲାର ମାଜଲ ଗ୍ରାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସହଜରେ ବିଶ୍ୱାସ କରି ହେଉ ନାହିଁ । ମାଜଲଗ୍ରାମର ଲୋକଙ୍କ କହିବା ଅନୁସାରେ ଏଠାରେ ମାଙ୍କଡମାନେ କୁକୁରଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । କୁକୁର ଛୁଆମାନଙ୍କୁ ଧରି ନେଇ…

ଫିଲିପାଇନ୍ସରେ ‘ରାୟ’ର ତାଣ୍ଡବ, ୨୩ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ତୋଫାନ ‘ରାୟ’ର ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ‘ରାୟ’ର ବେଗ ଘଣ୍ଟାପ୍ରତି ବେଗ ୧୯୫-୨୭୦ କିଲୋମିଟର ଥିଲା । ଏଥିରେ ବହୁ ଘରଦ୍ୱାର ଭାଙ୍ଗିବା ସହିତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଫିଲିପାଇନ୍ସର ବିପର୍ଯ୍ୟୟ ପ୍ରଶମନ ବିଭାଗ…

ସମାଜବାଦୀ ପାର୍ଟି ନେତା ରାଜୀବ ରାୟଙ୍କ ଘରେ ଆୟକର ବିଭାଗର ରେଡ୍

ଉତ୍ତରପ୍ରଦେଶ : ନିର୍ବାଚନ ପୂର୍ବରୁ ରେଡ୍ । ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ରେଡ୍ କରିଛି ଆୟକର ବିଭାଗ । ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ଏହି ରେଡ୍ ହୋଇଛି । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଚୀନର ସବୁଠାରୁ ବୟସ୍କ ମହିଳାଙ୍କ ୧୩୫ ବର୍ଷରେ ପରଲୋକ

ବେଜିଂ: ଚୀନର ସବୁଠାରୁ ବୟସ୍କ ମହିଳା ଆଲମିହାନ ସେୟତିଙ୍କ ୧୩୫ ବର୍ଷ ବୟସରେ ପରଲୋକ ହୋଇଛି । ଶିନଜିୟାଙ୍ଗ ଉଇଗୁର ଅଂଚଳର ଅଧିକାରୀ ଏହା ଘୋଷଣା କରିଛନ୍ତି । ସେୟତିଙ୍କ ଜନ୍ମ ୨୫ ଜୁନ ୧୮୮୬ରେ ହୋଇଥିଲା । ୨୦୧୩ରେ ଚାଇନା ଆସୋସିଏଶନ ଅଫ ଗେରୋଂଟାଲୋଜି ଆଣ୍ଡ ଜେରିୟାଟ୍ରିକ୍ସ ସେୟତିଙ୍କୁ ଦେଶର…

କେନ୍ଦ୍ରମନ୍ତ୍ରୀଙ୍କ ଅବିକଳ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍‌ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ତେଲ, ଡାଲି ଓ ମସଲା ଭେଜାଲ୍ ହେବା ନେଇ ଆପଣ ଶୁଣିଥିବେ କିମ୍ବା ପଢିଥିବେ । ହେଲେ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍ ବିଷୟରେ ଆପଣ କେବେ ହେଲେ ସୁରାଗ ପାଇନଥିବେ । ତେବେ ଅପରାଧର ଅନ୍ୟତମ ସହର ଉତ୍ତରପ୍ରଦେଶରେ ଏହି ଘଟଣା…

ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା: ଗିରଫ ହେଲେ ଡିଆରଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ: ଡିସେମ୍ବର ୯ରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ସ୍ଥାନୀୟ ପୋଲିସ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛନ୍ତି । ସେ ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଅଭିଯୁକ୍ତ…

କରାଚୀରେ ବିସ୍ଫୋରଣ: ୧୨ ମୃତ

କରାଚୀ: ପାକିସ୍ତାନର ଆର୍ଥୀକ ରାଜନୀତି କରାଚୀରେ ଆଜି କ୍ରମାଗତ ୨ଟି ବିସ୍ଫୋରଣ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ଘଟଥିବା ବେଳେ ଅନେକ ଆହତ ହୋଇଛନ୍ତି ।  ଶେରଶାହ ଅଂଚଳରେ ଏକ ଘରୋଇ ବ୍ୟାଙ୍କ ନିକଟରେ ବିସ୍ଫୋରଣ ହେବାରୁ ଏହି ବିଲ୍ଡିଂ ଭୁଷୁଡି ପଡିଥିଲା । ଲୋକମାନଙ୍କୁ ଏଥିରୁ…

ଅମିତ ଶାହା, ନିତୀନ୍‌ ଗଡକରୀ ଏବଂ ପୀୟୁଷ ଗୋୟଲଙ୍କ ନାଁରେ ନକଲି ଟିକାକରଣ ପ୍ରମାଣପତ୍ର; ତଦନ୍ତ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ନକଲି ଟିକାକରଣ ପ୍ରମାଣପତ୍ର। ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଉତ୍ତରପ୍ରଦେଶର ଏଟାୱା ଜିଲ୍ଲାର ତାଖା ତହସିଲରେ ଥିବା ଏକ ସ୍ୱାସ୍ଥ୍ୟସେବା କେନ୍ଦ୍ର ପକ୍ଷରୁ ଆସିଛି।  ସ୍ୱାସ୍ଥ୍ୟସେବା କେନ୍ଦ୍ର ଦ୍ବାରା ''ଅମିତ ଶାହା'', "ଓମ୍‌…