Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଜାରି ହେଇଛି ଆଧାର କାର୍ଡ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୧୩୧ କୋଟି ଆଧାର କାର୍ଡ ଜାରି କରାଯାଇଛି ବୋଲି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ସିଇଓ ସୌରଭ ଗର୍ଗ ଗୁରୁବାର ଦିନ କହିଛନ୍ତି। UIDAI ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ଆଧାରକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଭାରତର ନାଗରିକମାନଙ୍କୁ ଆଧାର କାର୍ଡ…

ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍। ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମେଟ୍ରୋମ୍ୟାନ୍ ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ରାଜନୀତିରୁ ଓହରି ଯାଇଛନ୍ତି। ଆଜି କେରଳର ମାଲାପୁରାମରେ ଶ୍ରୀଧରନ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଅନୁଷ୍ଠିତ…

କୁଲଗାମ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁଲଗାମର ରେଡ଼ୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ…

କୁନି ପୁଅର ଜୀବନ ବଞ୍ଚାଇଲା ପୋଷା କୁକୁର

ନୂଆଦିଲ୍ଲୀ: ଅନେକ ସମୟରେ ଘରେ ଥିବା ପୋଷା କୁକୁରମାନେ ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଏହା ଦେଖାଯାଇଛି ଯେ ପୋଷା କୁକୁରମାନେ ଏପରି କିଛି କାମ କରିଥାନ୍ତି ଯାହା ଲୋକଙ୍କ ଜୀବନ ରକ୍ଷା କରିଥାଏ। ସମ୍ପ୍ରତି, ଜଣେ ମହିଳା ତାଙ୍କ ସୋସିଆଲ ମିଡିଆ…

ରାଜଧାନୀରୁ ଆଉ ୪ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ…

୧୯୭୧ ଯୁଦ୍ଧ ପରେ ଭାରତ ଅଧୀନକୁ ଚାଲିଆସିଥିଲା ପିଓକେର ଏହି ୪ ଗାଁ

ନୂଆଦିଲ୍ଲୀ: ୧୯୭୧ ମସିହାରେ, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, କାଶ୍ମୀର ଦଖଲ କରିଥିବା ପାକିସ୍ତାନର ଚାରୋଟି ଗାଁକୁ ଭାରତ ନିୟନ୍ତ୍ରଣ କରିଥିଲା। ଏହି ଚାରିଟି ଗ୍ରାମ ହେଲା ତୁର୍ତ୍ତୁକ୍, ତ୍ୟାକ୍ସି, ଚଲୁଙ୍କା ଏବଂ ଥାଙ୍ଗ୍। ୧୯୭୧ ପର୍ଯ୍ୟନ୍ତ ଏହି ଗ୍ରାମଗୁଡିକ ପାକିସ୍ତାନ…

କ୍ଷୀପ୍ର ବେଗରେ ମାଡୁଛି ଓମିକ୍ରନ୍; ଚିନ୍ତାରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ କ୍ଷୀପ୍ର ବେଗରେ ମାଡିଚାଲିଥିବାରୁ ଭାରତ ଏକ ସତର୍କ ସୂଚନା ଜାରି କରିଛି। ବୁଧବାର ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ମାମଲା ୭୩ ରେ ପହଞ୍ଚିଥିବାରୁ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ମଙ୍ଗଳବାର ଦିନ ହୁର ମହାନିର୍ଦ୍ଦେଶକ…

ଲଖୀମ୍‌ପୁର ଖେରୀ ହିଂସା; କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କେନ୍ଦ୍ର…

ନୂଆଦିଲ୍ଲୀ: ଲଖୀମ୍‌ପୁର ଖେରୀ ଘଟଣାରେ ଏସଆଇଟିର ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀଦଳ ଗୃହ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଇବାକୁ ଦାବି କରାଯାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟ କରିବାକୁ କୌଣସି ମନୋଭାବ…

ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ୍ ଲହର !

ମହାରାଷ୍ଟ୍ର: ଦେଶରେ ଓମିକ୍ରନ୍ ମାଡୁଛି । ମହାରାଷ୍ଟ୍ରରେ ବଢୁଛି ନୂଆ ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ପଜିଟିଭ୍ ବାହାରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୩ ପଜିଟିଭି ବାହାରିଥିବା ବେଳେ ମହାରାଷ୍ଟ୍ରରେ କେବଳ ଏହି ସଂଖ୍ୟା ୩୨ । ବିଶେଷଜ୍ଞ ଆଶଙ୍କା…

ଭାରତରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ କାୟା ମେଲାଉଛି । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଯାଏ ୧୧ ରାଜ୍ୟକୁ ମାଡ଼ିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦାଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ…