Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲ୍; ୧୭ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ: ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ର ଫାଇନାଲ୍ ରାଉଣ୍ଡ। ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୬ ରେ ପୁଏର୍ଟୋ ରିକୋରେ ଫାଇନାଲ୍ ଅନୁଷ୍ଠିତ ହେବାର ଥିଲା। ପ୍ରକାଶ ଥାଉକି, “ପ୍ରତିଯୋଗୀ, କର୍ମଚାରୀ, କ୍ରୁ ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ…

ବାଇଡେନ୍‌ଙ୍କ ଚେତାବନୀ; ଟିକା ନେଇନଥିଲେ ମୃତ୍ୟୁ ସୁନିଶ୍ଚିତ

ୱାଶିଂଟନ: କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ପ୍ରଜାତି ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଜୋ ବାଇଡେନ କହିଛନ୍ତି ଯେ କରୋନା ଭୂତାଣୁ ଯୁକ୍ତରାଷ୍ଟ୍ରରେ କ୍ଷୀପ୍ର ବେଗରେ ବ୍ୟାପିପାରେ।…

ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ

ଦିଲ୍ଲୀ: ଆଜି ବ୍ୟାଙ୍କ ଧର୍ମଘଟର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜିବି ବ୍ୟାଙ୍କ ବନ୍ଦ ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଆନ୍ଦୋଳନ କରିଛନ୍ତି । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ…

ପହିଲାରୁ ରାଜଧାନୀ ରାଜରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି

ନୂଆଦିଲ୍ଲୀ: ପହିଲାରୁ ରାଜଧାନୀ ରାସ୍ତାରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି। ପହିଲାରୁ ଦିଲ୍ଲୀ ସରକାର ସମସ୍ତ ଡିଜେଲ ଯାନ ପଞ୍ଜୀକରଣ ରଦ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଅନୁସାରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର…

ଆସନ୍ତା ସପ୍ତାହରେ ନୋଭାଭାକ୍ସକୁ ମିଳିପାରେ ଇୟୁର ଅନୁମୋଦନ

ନୂଆଦିଲ୍ଲୀ: ନୋଭାଭାକ୍ସ କୋଭିଡ-୧୯ ଟିକା ଆସନ୍ତା ସପ୍ତାହରେ ଇୟୁ ଅର୍ଥାତ୍‌ ୟୁରୋପର ଔଷଧ ନିୟାମକଙ୍କ ଅନୁମୋଦନ ଗ୍ରହଣ କରିପାରେ। ପରବର୍ତ୍ତୀ ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଆମେରିକାର ଔଷଧ ନିର୍ମାତାଙ୍କ ଅଂଶଧନ ୭% ବୃଦ୍ଧି ପାଇବ ବୋଲି ଫାଇନାନସିଆଲ…

ଶ୍ରୀଲଙ୍କାରେ ପ୍ରଦର୍ଶିତ ହେଲା ବିଶ୍ୱର ସବୁଠାରୁ ବଡ ନୀଲମ ପଥର

କଲମ୍ବୋ: ଶ୍ରୀଲଙ୍କାରେ ଆୟୋଜିତ ଏକ ପ୍ରଦର୍ଶନୀରେ ବିଶ୍ୱର ସବୁଠାରୁ ବଡ ନୀଲମ ପଥରକୁ ରଖା ଯାଇଥିଲା । ଏହାକୁ ଦେଖିବା ପାଇଁ ବେଶ ଭୀଡ ଜମିଥିଲା । ନୀଲମର ଓଜନ ୩୧୦ କିଲୋଗ୍ରାମ ଏବଂ ଏହା ରତ୍ନାପୁରର ଏକ ଖଣିରୁ ମିଳିଥିଲା । ଆନ୍ତର୍ଜାତୀୟ ବଜାରରେ ଏହାକୁ ବିକ୍ରୀ କରିବା ପାଇଁ ଏହାର ମାଲିକ…

ୟୁପି ନିର୍ବାଚନ ପୂର୍ବରୁ ଏକ ହେଲେ କକା-ପୁତୁରା

ଲକ୍ଷ୍ନୌ: ଉତରପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଗୋଟି ଚଳାଇଛନ୍ତି । ପାଖାପାଖି ୬ ବର୍ଷ ପରେ ସେ ତାଙ୍କ କକା ଶିବପାଲ ଯାଦବଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଗଠବନ୍ଧନ କରିଛନ୍ତି । ପୂର୍ବରୁ କକା-ପୁତୁରା ଏକ ହେବା ନେଇ ଆଲୋଚନା ଜୋର ଧରିଥିଲା । ଗୁରୁବାର…

ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ…

ଦେଶରେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଜାରି ହେଇଛି ଆଧାର କାର୍ଡ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୧୩୧ କୋଟି ଆଧାର କାର୍ଡ ଜାରି କରାଯାଇଛି ବୋଲି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ସିଇଓ ସୌରଭ ଗର୍ଗ ଗୁରୁବାର ଦିନ କହିଛନ୍ତି। UIDAI ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ଆଧାରକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଭାରତର ନାଗରିକମାନଙ୍କୁ ଆଧାର କାର୍ଡ…

ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍। ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମେଟ୍ରୋମ୍ୟାନ୍ ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ରାଜନୀତିରୁ ଓହରି ଯାଇଛନ୍ତି। ଆଜି କେରଳର ମାଲାପୁରାମରେ ଶ୍ରୀଧରନ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଅନୁଷ୍ଠିତ…