Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ସୂତ୍ରରୁ ପ୍ରକାଶ ଯେ, ଝିଅମାନଙ୍କ ବିବାହର ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନ, ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ଅଟେ। ବର୍ତ୍ତମାନ,…

ଇନ୍ଦ୍ରାଣିଙ୍କ ଦାବି; ଜୀବିତ ଅଛନ୍ତି ଶିନା ବୋରା

ନୂଆଦିଲ୍ଲୀ: ୨୦୧୨ରେ ନିଜ ଝିଅ ଶିନା ବୋରାଙ୍କୁ ହତ୍ୟା କରିଥିବା ନେଇ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ସେ ଏବେ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଯେ ଶିନା ବୋରା ଜୀବିତ ଅଛନ୍ତି ଏବଂ ‌ସେ କାଶ୍ମୀରରେ ଅଛନ୍ତି।…

କିଛିଦିନ ଏକାଠି ରହିବାର ଅର୍ଥ ଲିଭ୍‌-ଇନ୍‌ ନୁହେଁ; ଦମ୍ପତିଙ୍କୁ ଜୋରିମାନା

ଚଣ୍ଡିଗଡ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଦୁଇଜଣ ଦମ୍ପତି ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ପ୍ରକୃତରେ ଏକ ଲିଭ୍‌ ଇନ୍ ରେ ଅଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଜଣେ…

ବ୍ରିଟେନରେ ମାଡୁଛି ମହାମାରୀ: ଦିନକରେ ସଂକ୍ରମଣରେ ରେକର୍ଡ

ଲଣ୍ଡନ: ବ୍ରିଟେନରେ ବୋଲ ମାନୁନି କରୋନା ସଂକ୍ରମଣ । ଓମିକ୍ରନ୍ ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ଦୈନିକ ସଂକ୍ରମଣ ବ୍ରିଟେନରେ ରେକର୍ଡ ସ୍ତର ପାର କରିଛି । ଗତ ୨୪ ଘଣ୍ଟାରେ ସେଠାରୁ ବାହାରିଛନ୍ତି ରେକର୍ଡ ୭୮ହଜାର ୬୧୦ ନୂଆ ଆକ୍ରାନ୍ତ । ଯାହାକି ଗତ ବର୍ଷେ ଭିତରେ ସର୍ବାଧିକ । ଗତ…

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡ଼ାକରା । ଧର୍ମଘଟ ଡ଼ାକରା ଦେଇଛି ୟୁନାଇଟେଡ଼ ଫରୋମ ଅଫ୍ ବ୍ୟାଙ୍କ ୟୁନିୟନ୍ସ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜିଠୁ ଦୁଇ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍…

କର୍ମଚାରୀଙ୍କୁ ଚେତାଇଲା ଗୁଗଲ: ଟୀକା ନ ନେଲେ ଦରମା କଟିବ

ନୂଆଦିଲ୍ଲୀ: ଗୁଗଲ ତାର କର୍ମଚାରୀଙ୍କୁ ଚେତାଇ ଦେଇଛି । ଯେଉଁମାନେ ଭ୍ୟାକ୍ସିନ ନେଇନ, ତୁରନ୍ତ ନେଇ ଯାଅ ନ ହେଲେ ଦରମା କଟିବ । ୩ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ଷ୍ଟାଟସ ଜମା କରିବାକୁ ଏବଂ ୧୮ ଜାନୁୟାରୀ ମଧ୍ୟରେ ଟୀକା ନେବା ପାଇଁ ଗୁଗଲ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଯଦି…

ଆଗାମୀ ୨ ମାସ ଅତି ଗୁରୁତ୍ବପୂର୍ଣ୍ଣ; ଭୟଙ୍କର ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ଆତଙ୍କ ସୃଷ୍ଟି କରିସାରିଲାଣି। ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଏହା ଭାରତରେ ଏହାର ଅଧିକ ମାମଲା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ…

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ…

ଆଇଏଏଫ ହେଲିକପ୍ଟର ଦୁର୍ଘଟଣା: ଶେଷ ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ ବରୁଣଙ୍କ ପରଲୋକ

ନୂଆଦିଲ୍ଲୀ: ସିଡିଏସ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଆଜି ପରଲୋକ ହୋଇଯାଇଛି । ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଶୋକ ଖବର ନେଇ ସୂଚନା ଦେଇଛି । ଡିସେମ୍ବର ୮ରେ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ…