Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ସେନା ଦିବସରେ ପ୍ରଦର୍ଶିତ ବିଶ୍ୱର ସବୁଠୁ ବଡ ପତାକା

ଭୁବନେଶ୍ୱର: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତ-ପାକିସ୍ତାନ ବୋର୍ଡର ରାଜସ୍ଥାନର ଲୋଙ୍ଗୱାଲାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସବୁଠୁ ବଡ ଭାରତୀୟ ପତାକା । ଶତ ପ୍ରତିଶତ ଖଦୀରେ ପ୍ରସ୍ତୁତ ଏହି ଭାରତୀୟ ପତାକାର ଓଜନ୧୪୦୦ କି.ଗ୍ରା, ଲମ୍ବ ୨୨୫ ଫୁଟ୍ ଏବଂ ଓସାର…

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ…

କୋହଳ ହେଲା କରୋନା କଟକଣା; ବିବାହରେ ସର୍ବାଧିକ ୨୦୦ଙ୍କୁ ଅନୁମତି

କୋଲକାତା: ପଶ୍ଚିମବଙ୍ଗ ସରକାର ଶନିବାର ଦିନ କରୋନା କଟକଣାରେ କୋହଳ କରିଛନ୍ତି। ପଶ୍ଚିମବଙ୍ଗ ସରକାର ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଅତିଥିଙ୍କ ପ୍ରବଶେକୁ ଅନୁମତି ଦେଇଛନ୍ତି। ଏହାସହିତ ଖୋଲା ସ୍ଥାନରେ ମେଳା ଏବଂ ମେଲା ଅନୁମତି ଦିଆଯାଇଛି। ଜାନୁୟାରୀ ୧୫ ରେ ଜାରି କରାଯାଇଥିବା…

[ଭିଡିଓ] ସେନା ଦିବସରେ ସାମ୍ନାକୁ ଆସିଲା ଭାରତୀୟ ସେନାର ଯୁଦ୍ଧ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାର ୭୪ତମ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ପ୍ରଦର୍ଶନ ଯବାନଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ()ଯୁଦ୍ଧ ପୋଷାକ । ନୂଆ ପୋଷାକ ପିନ୍ଧି ଭାରତୀୟ ଯବାନମାନେ ଦିଲ୍ଲୀର କାଣ୍ଟୋନମେଣ୍ଟ ରୋଡ୍ ପ୍ୟାରେଡ୍ ପଡିଆକୁ ଓହ୍ଲାଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଭାରତୀୟ ସେନାର…

କଙ୍ଗନାଙ୍କ ଗାଲଠୁ ଅଧିକ ଚିକ୍କଣ ହେବ ରାସ୍ତା; କଂଗ୍ରେସ ବିଧାୟକଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ଡା. ଇରଫାନ୍ ଅନସାରୀ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ନିଜର ନିର୍ବାଚନ ମଣ୍ଡଳୀ ଝାରଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତାଗୁଡ଼ିକ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ଠାରୁ…

ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ; ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶନାମା ପଠାଇଛି। ତ୍ରିରଙ୍ଗା ପ୍ରତି ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ…

ରାଜଧାନୀରେ ଶିଖର ଛୁଇଁଲାଣି କରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ପିକ୍‌ରେ ପହଞ୍ଚିବା ପରେ ବର୍ତ୍ତମାନ ମାମଲା ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଶନିବାର ସୂଚନା ଦେିଛନ୍ତି। ଗତକାଲି ଦିଲ୍ଲୀରେ କରୋନା ମାମଲା ପୂର୍ବ ଦିନ ଅପେକ୍ଷା କମ୍ ଥିଲା। ଦିଲ୍ଲୀରେ କରୋନା ମାମଲା ଚରମ ସୀମାରେ ପହଞ୍ଚିଛି,…

କରୋନା ଟିକାର ଚମତ୍କାର; ଉଠି ଚାଲିଲେ ଶଯ୍ୟାଶାୟୀ ବ୍ୟକ୍ତି

ରାଞ୍ଚି: ଚାରି ବର୍ଷ ଧରି ଶଯ୍ୟାଶାୟୀ ଥିବା ଝାଡଖଣ୍ଡର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କୋଭିଡ-୧୯ ଟିକା ପାଇବା ପରେ ସେ ପୁଣି ଥରେ ଚାଲିବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ବୋକାରୋର ପେଟରୱାର୍ ଗାଁର ୪୪ ବର୍ଷୀୟ ଦୁଲାରଚାନ୍ଦ ଚାରି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ସମ୍ମୁଖୀନ…

ଚୀନ ଆକ୍ରମଣ ପାଇଁ ତାଇୱାନ ପ୍ରସ୍ତୁତ: ସେନାଙ୍କୁ ଦିଆଯାଉଛି କଡା ପ୍ରଶିକ୍ଷଣ

ତାଇପେ: ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏ ନେଇ ତାଇୱାନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ନିକଟରେ ଜଳ ଏବଂ ସ୍ଥଳ ଯବାନଙ୍କ କଡା ଅଭ୍ୟାସ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏଥିରେ ଯବାନମାନେ ନିଆଁ, ବରଫ, ସମୁଦ୍ରର ଲହରୀ ଏବଂ ବାଲିଝଡର…

ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୬୮ଲକ୍ଷ ରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଥିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୨,୬୮,୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥରୁ ୧,୨୨,୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲା ରହିଛି ୧୪,୧୭,୮୨୦। ଏହାସହିତ ଦୈନିକ ପଜିଟିଭିଟି ହାର…