Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫାଇଜର ବଟିକା ଓମିକ୍ରନ ବିରୋଧରେ ୯୦% ପ୍ରଭାବଶାଳୀ !

ୱାଶିଂଟନ୍: Pfizer Inc ଦିନ କହିଛି ଯେ ଏହାର ଆଣ୍ଟିଭାଇରାଲ୍ କୋଭିଡ୍‌-୧୯ ବଟିକାର ଚୂଡାନ୍ତ ପରୀକ୍ଷଣରୁ ଜଣାପଡ଼ିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଅଧିକ ବିପଦ ଥିବା ରୋଗୀଙ୍କ ମୃତ୍ୟୁରେ ୯୦% ଫଳପ୍ରଦତା ଦେଖାଯାଇଛି। ଲ୍ୟାବ ତଥ୍ୟରୁ ଜଣାପଡିଛି ଯେ କରୋନା ମାରାତ୍ମକ ପ୍ରଜାତି…

ଟିକା ନେଇ ନଥିଲେ ଦରମା କାଟ୍‌ ସହ ଚାକିରିରୁ ବହିଷ୍କାର କରିବ ଗୁଗୁଲ୍‌

ନୂଆଦିଲ୍ଲୀ: ମହାମାରୀରୁ ସୁରକ୍ଷା ପାଇବା ପାଇଁ ନିଜ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗୁଗୁଲ। ଆଲଫାବେଟ୍ Inc ର ଗୁଗୁଲ୍ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ ସେମାନେ କୋଭିଡ୍-୧୯ ଟିକାକରଣ ନିୟମ ପାଳନ ନକଲେ ସେମାନଙ୍କୁ ଦରମା ଦିଆଯିବ ନାହିଁ ଏବଂ ଚାକିରିରୁ ବହିଷ୍କାର…

ମହଙ୍ଗା ମାଡ; ଶସ୍ତା ବ୍ରେଡ୍‌ ପାଇଁ ଲମ୍ବା ଧାଡି

ନୂଆଦିଲ୍ଲୀ: ଶସ୍ତା ବ୍ରେଡ୍‌ ପାଇଁ ଲାଗିଛି ଲମ୍ବା ଲାଇନ୍‌। ତୁର୍କୀରେ ରେକର୍ଡ ଭାଙ୍ଗୁଥିବା ମୁଦ୍ରାସ୍ଫୀତି ହେତୁ ଶସ୍ତା ବ୍ରେଡ୍‌ କିଣିବା ପାଇଁ ସବୁ ସ୍ଥାନରେ ଲମ୍ବା ଧାଡି ଦେଖିବ‌ାକୁ ମିଳିଛି। ତୁର୍କୀର ରାଷ୍ଟ୍ରପତିଙ୍କ ଆର୍ଥିକ ନୀତି ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି…

[ଭିଡିଓ] କେବେ ଖାଇଛନ୍ତି କୋଇଲାରେ ପ୍ରସ୍ତୁତ ବ୍ଲାକ୍ ଇଡ୍‌ଲି ?

ଭୁବନେଶ୍ୱର: ଦୁନିଆ ଆଗେଇଛି । ଲୋକଙ୍କ ଚାହିଦା ଓ ପସନ୍ଦରେ ମଧ୍ୟ ଘୋର ପରିବର୍ତ୍ତନ ଦେଖାଦେଇଛି । ଏହାରି ଭିତରେ ଲୋକଙ୍କ ସ୍ୱାଦ ମଧ୍ୟ ଯଥେଷ୍ଟ ବଦଳିଛି । ଭଳିକିଭଳି ତଥା ନୂଆ ସ୍ୱାଦ ଉଦ୍ଭାବନ କରିବାକୁ ଯାଇ ଅନେକ ଲୋକ ଉଟପଟାଙ୍ଗ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଫାଣ୍ଟା…

ମୋବାଇଲ, ଅଲଟ୍ରା ଭାଓଲେଟ ଲାଇଟରେ ମାସ୍କରୁ ଜଣାପଡିବ ବ୍ୟକ୍ତି ସଂକ୍ରମିତ କି ନୁହେଁ !

ଟୋକିଓ: ଜାପାନର କ୍ୟୁଟୋ ପିଫେକଚୁଆଲ ୟୁନିଭରସିଟିର ବୈଜ୍ଞାନିକମାନେ ମାସ୍କରୁ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ କି ନାହିଁ ତାହା ଜାଣିବା ପାଇଁ ନୂତନ ପଦ୍ଧତି ବାହାର କରିଛନ୍ତି । ଓଟପକ୍ଷୀ କୋଶିକାରୁ ପ୍ରସ୍ତୁତ ଏହି ମାସ୍କ ମୋବାଇଲ ଏବଂ ଅଲଟ୍ରାଭାଓଲେଟ ଲାଇଟ ପକାଇଲେ ବ୍ୟକ୍ତି କରାନା…

ଆସିଲା ନୂଆ କିଟ୍, ମାତ୍ର ୯୦ ମିନିଟରେ ଚିହ୍ନଟ ହେବ ଓମିକ୍ରନ ଭାରିଆଣ୍ଟ

ନୂଆଦିଲ୍ଲୀ : ଦେଶରେ ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସୃଷ୍ଟି ହେଲାଣି ଆତଙ୍କ । ହେଲେ ଏହି ଓମିକ୍ରନ ଭାରିଆଣ୍ଟକୁ ଏଣିକି ମାତ୍ର ୯୦ ମିନିଟରେ ଚିହ୍ନଟ କରାଯାଇପାରିବ । ଦିଲ୍ଲୀ ଆଇଆଇଟିର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ…

ଆସନ୍ତା ୧୬ ଓ ୧୭ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ସରକାରଙ୍କ ଆର୍ଥିକ ନୀତି ପ୍ରତିବାଦରେ ଆସନ୍ତା ୧୬ ଓ ୧୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ । ସଙ୍ଗଠନର ସାଧାରଣ ସମ୍ପାଦକ ସଞ୍ଜୟ ଦାସ…

ଲଖିମପୁର ହିଂସା ସୁଚିନ୍ତିତ ଷଡଯନ୍ତ୍ର ଥିଲା: ଏସଆଇଟି

ନୂଆଦିଲ୍ଲୀ:ଉତରପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, କୃଷକମାନଙ୍କୁ ଗାଡି ମଡାଇ ହତ୍ୟା କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ରଚା ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ…

୧ କେ.ଜି ଚା’ର ଦାମ୍‌ ୯୯,୯୯୯!

ନୂଆଦିଲ୍ଲୀ: ଆସାମର ଏକ ଚା ବଗିଚାରୁ ଏକ କିଲୋଗ୍ରାମ ଗୋଲଡେନ୍ ଟିପ୍ ଚା ପତ୍ରକୁ ୯୯,୯୯୯ ଟଙ୍କା ମୂଲ୍ୟରେ ନିଲାମ କରାଯାଇଛି। ମଙ୍ଗଳବାର ଦିନ ଗୌହାଟୀରେ ଏହି ଚା ନିଲାମ କେନ୍ଦ୍ର (GTAC) ରେ ଏହାକୁ ନିଲାମ କରାଯାଇଛି। ଏହାକୁ ମନୋହରୀ ଗୋଲ୍ଡ ଭାବରେ ବ୍ରାଣ୍ଡିଙ୍ଗ୍‌ କରାଯାଇଛି। ଏହି ଚାକୁ…

ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: ଆଗାମୀ ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା । ଫିଲ୍ମର ଟ୍ରେଲର୍ ଖୁବ ଚର୍ଚ୍ଚା ସାଉଣ୍ଟିଥିଲାବେଳେ ଆସନ୍ତା ୧୭ ତାରିଖ ରିଲିଜ ଡେଟକୁ ମୁଭି ଲଭର୍ସ ଚାହିଁ ବସିଛନ୍ତି । ତେବେ ଫିଲ୍ମ ରିଲିଜ ପୂର୍ବରୁ…