Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁକାଶ୍ମୀର : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀରରେ ଦୀପାବଳି ଉତ୍ସବ ପାଳନ କରିବେ। ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି।ଏନେଇ ମୋଦି ଆଜି ଜମ୍ମୁ କଶ୍ମୀର ରଜୌରୀରେ…

ନିଆରା ସଉକ, ଟାଟୁ କରି ଟିକଟକରେ ଭାଇରାଲ ହେଲେ ୮୨ବର୍ଷର ବୃଦ୍ଧା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୟସ ବଢ଼ିଗଲେ ଯେ ନୂଆ କିଛି କରିବାର ଇଚ୍ଛା ମରିଯାଏ, ତାହା ନୁହେଁ। ଏବେବି ଅନେକ ଲୋକ ଜୀବନକୁ ଖୁସିର ସହ ଜିଇଁବା ପାଇଁ ଇଚ୍ଛା କରିଥାନ୍ତି। ଆଉ ସେମାନେ ଅନ୍ୟମାନଙ୍କୁ ଦେଇଯାଆନ୍ତି ପ୍ରେରଣା। ହଁ ଆଞ୍ଚା, ଆମେ ଏହିପରି ଏକ ମହିଳାଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ…

୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ଖୋଲିଲା ରହସ୍ୟ

ବେଜିଂ: ଚୀନର ତକଲାମାକନର ଗୁବନ୍ଦରେ ୧୯୯୦ରେ ମିଳିଥିବା ୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ରହସ୍ୟ ଉଜାଗର ହୋଇଛି । ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଚୀନର ପଶ୍ଚିମରେ ଥିବା କାଲା ସାଗର ଅଂଚଳରୁ ଏହି ବ୍ୟକ୍ତିମାନେ ଆସିଥିବା ଅନୁମାନ କରିଥିଲେ । କାରଣ ଏହି ମମିମାନଙ୍କ ପୋଷାକ ପରିଧାନ ଏବଂ ଚେହେରାର…

ଏଲଏସିରେ ଚୀନ ମଜଭୁତ କରୁଛି ଫାଇବର ଅପ୍ଟିକ ନେଟୱର୍କ

ୱାଶିଂଟନ:ସାରା ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଚୀନ କିନ୍ତୁ ଭାରତ ବିରୋଧରେ ରଚି ଚାଲିଥିଲା ଷଡଯନ୍ତ୍ର । ଏହାର ଖୁଲାସା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଂଟାଗନର ରିପୋର୍ଟ । ଏହି ସମୟ ମଧ୍ୟରେ ପଶ୍ଚିମ ହିମାଳୟର ଦୁର୍ଗମ ଅଂଚଳରେ ଚୀନ ଫାଇବର ଅପ୍ଟିକ ନେଟୱର୍କ…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟି: ଓଡିଶାରେ ପେଟ୍ରୋଲ ୬ଟା ୬୦, ଡିଜେଲ ୧୨ ଟଙ୍କା ୮୦ କମିପାରେ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଦେଶରେ ଏହି ନୂତନ ଦର ଲାଗୁ ହେବ । ପ୍ରାରମ୍ଭିକ ଆକଳନରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୬ଟା ୬୦ ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା…

ପାକିସ୍ତାନୀଙ୍କ ନିଦ ହଜାଇଦେଲା କ୍ରିକେଟର୍ ବାବରଙ୍କୁ ନେଇ ମାଇକେଲ ଭନ୍‌ଙ୍କ ଟୁଇଟ୍

ଭୁବନେଶ୍ୱର: ନାମିବିଆକୁ ହରାଇବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ୨୦ ଓଭରରେ ପାକିସ୍ତାନୀ ଟିମ୍ କରିଥିଲା ୧୮୯ ରନ୍ । ଅନ୍ୟପଟେ ନାମିବିଆ ଶତଚେଷ୍ଟା କରିଥିଲେ ସୁଦ୍ଧା ମାତ୍ର ୧୪୪ ରନ୍…

କମ୍ୟୁନିଷ୍ଟ ସରକାରର ବଡ ନେତାଙ୍କ ବିରୋଧରେ ଚୀନର ଟେନିସ ଖେଳାଳି ପେଙ୍ଗ ଆଣିଲେ ମି ଠୁ ଅଭିଯୋଗ

ବେଜିଂ: ଚୀନର ଷ୍ଟାର ମହିଳା ଟେନିସ ଖେଳାଳି ପେଙ୍ଗ ଶୁଆଇ ଆଜି କମ୍ୟୁନିଷ୍ଟ ସରକାରର ବଡ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଝାଙ୍ଗ ଗାଓଲିଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଛନ୍ତି । ଝାଙ୍ଗ ୨୦୧୩ରୁ ୧୮ ପର୍ଯ୍ୟନ୍ତ ପୋଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ କାର୍ଯ୍ୟ କରିଥିଲେ । ଯାହା କି ଚୀନ…

ଭାଙ୍ଗିଲା ୨୦ ବର୍ଷର ପରମ୍ପରା, ଜନ୍ମଦିନରେ ଫ୍ୟାନଙ୍କୁ ମନ୍ନତ ବାହାରେ ଦେଖା ଦେଲେନି କିଙ୍ଗ ଖାନ୍

ମୁମ୍ବାଇ : ଜନ୍ମଦିନରେ ପ୍ରଶଂସକଙ୍କୁ ଦେଖା ଦେଲେନି ବଲିଉଡ୍ ବାଦଶାହା ଶାହାରୁଖ୍ ଖାନ । ନଭେମ୍ବର ୨ ତାରିଖ ଶାହାରୁଖ ଖାନଙ୍କ ବର୍ଥ ଡେ' ଥିଲ।। ଏହି ବର୍ଷ ୫୬ ବର୍ଷ ବୟସରେ ପାଦଦେଇଛନ୍ତି ଶାହାରୁଖ ଖାନ । ଜନ୍ମଦିନରେ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ ମାନଙ୍କ ଭିଡ ଜମେ । ଆଉ ଫ୍ୟାନ୍ ମାନଙ୍କ…

ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ?

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ । ଏଥିରେ ଖିଲାଡୀ ଷ୍ଟାର ଅକ୍ଷୟଙ୍କ ସହ ମିଷ୍ଟର କୁଲ୍ ଧୋନୀ ଏକାଠି ଅନସ୍କ୍ରିନରେ ନଜର ଆସିବେ ! ଏ କଥା ଚିନ୍ତା କଲେ ନିଶ୍ଚିତ ଭାବେ ମନରେ ଶିହରଣ ଖେଳିଯାଏ । ଫିଲ୍ମରେ ଅଭିନୟ କରିଥିବା ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ…