Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେମିତି ବ୍ୟାପିଲା କରୋନା; ରହସ୍ୟ ହୋଇ ରହିଯିବ କି କରୋନାର ଉତ୍ପତ୍ତି ସ୍ଥଳ?

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ଭୂତାଣୁ କେଉଁଠୁ ଆସିଛି ତାହାର ସନ୍ଧାନ ଏଯାଏ ମିଳିପାରି ନାହିଁ। ତାଙ୍କର ଏକ ନୂତନ ରିପୋର୍ଟରେ ସେ କରୋନା ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥିବା କିମ୍ବା ଲ୍ୟାବରୁ ଲିକ୍ ହୋଇଥିବା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା…

ନଭେମ୍ବର ୧ରୁ ଅଚଳ ହୋଇଯିବ ହ୍ବାଟସ୍ ଆପ୍!

ନୂଆଦିଲ୍ଲୀ: ନଭେମ୍ବର ୧ ସୋମବାର ଠାରୁ ହ୍ବାଟସ୍ ଆପ୍ ଆଉ ଅନେକ ଆଣ୍ଡ୍ରଏଡ୍ ଡିଭାଇସରେ ହ୍ବାଟସଆପ୍‌ ଅଚଳ ହୋଇପାରେ। ଯଦି ଉପଭୋକ୍ତାମାନେ ଏପର୍ଯ୍ୟନ୍ତ ସେମାନଙ୍କର ଚାଟ୍ ବ୍ୟାକଅପ୍ କରିନାହାଁନ୍ତି, ତେବେ ଏହି ପରିବର୍ତ୍ତନ ଯୋଗୁ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।…

ଶାହାରୁଖ୍‌ଙ୍କୁ ମିଳିଲା ବାର୍ଥ ଡେ ଓ ଦିୱାଲୀ ଉପହାର; ଜେଲ୍‌ରୁ ବାହାରିଲେ ଆର୍ୟନ୍‌

ନୂଆଦିଲ୍ଲୀ: ୨୨ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ୍‌ ୨୨ ଦିନ ପରେ ଆର୍ଥର ରୋଡ୍ ଜେଲରୁ ମୁକ୍ତ କରାଯାଇଛି। ଶାହାରୁଖଙ୍କ ଅଙ୍ଗରକ୍ଷୀ ରବି ଜେଲ ବାହାରେ ପହଞ୍ଚିଥିଲେ। ଜେଲ ପ୍ରଶାସନ ଆର୍ୟନ୍‌ଙ୍କୁ ହସ୍ତାନ୍ତର କରିଥିଲେ।…

ସଡ଼କ ଦୁର୍ଘଟଣା; ୨୦୨୦ରେ ୭୫ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ଗତ ବର୍ଷ ଭାରତରେ ଦ୍ରୁତ ଗତି ଯୋଗୁ ସଡ଼କ ଦୁର୍ଘଟଣାରେ ୭୫,୩୩୩ ଲୋକ ପ୍ରାଣ ହରାଇଥିଲେ। ୨ ଲକ୍ଷ ୯ ହଜାର ୭୩୬ ସଡକ ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୩,୫୪,୭୯୬ ଟି ସଡକ ଦୁର୍ଘଟଣାରୁ ୨,୧୫,୧୫୯ ଟି ଅଧିକ ବେଗରେ ଯାନବାହାନ ଚଳାଚଳ ଯୋଗୁଁ ଘଟିଛି।…

ଦେଶରେ ରେକର୍ଡ କଲା ଟିକାକରଣ; ୧୦୫ କୋଟି ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଶୁକ୍ରବାର ଦିନ ଦେଶରେ ପରିଚାଳିତ କୋଭିଡ-୧୯ ଟିକାକରଣ ଅଭିଯାନ ୧୦୫ କୋଟି ଅତିକ୍ରମ କରିଛି। ଶୁକ୍ରବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୫୧ ଲକ୍ଷରୁ ଅଧିକ (୫୧,୫୯,୨୫୧) ଟିକା ଦିଆଯାଉଥିଲା ବୋଲି ମନ୍ତ୍ରଣାଳୟ କହିଛି ଯେ ବିଳମ୍ବିତ ରାତି…

ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ୩୧ ଯାଏ ସହରର ସମସ୍ତ ମଦ ଦୋକାନ ବନ୍ଦ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ପରେ ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁ ପୋଲିସ ସହରର ସମସ୍ତ ମଦ ଦୋକାନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆଦେଶ ଅନୁଯାୟୀ, ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା…

୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆଶନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶର ଖଣ୍ଡଓ୍ୱା, ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟ ପାଇଁ ମତଦାନ ଚାଲିଛି । ସେହିପରି ଦାଦ୍ରା ନଗର ହାଓ୍ୱଲି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି । ସେହିପିର ୧୩…

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ୩୫ ଓ ଡିଜେଲ୍ ୩୮ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲଗାମ ରହୁନି । ପ୍ରତିଦିନ ବଢୁଛି ଦାମ୍ । ଆଜି ପେଟ୍ରୋଲ ଦର ଲିଟର ପ୍ରତି ୩୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ଦର ୩୮ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୦୯.୯୬ ଟଙ୍କା ଓ ଡିଜେଲ୍ ଦାମ୍ ୧୦୬.୬୦ ଟଙ୍କା ହୋଇଛି ।…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ…