Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ୩୫ ଓ ଡିଜେଲ୍ ୩୮ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲଗାମ ରହୁନି । ପ୍ରତିଦିନ ବଢୁଛି ଦାମ୍ । ଆଜି ପେଟ୍ରୋଲ ଦର ଲିଟର ପ୍ରତି ୩୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ଦର ୩୮ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୦୯.୯୬ ଟଙ୍କା ଓ ଡିଜେଲ୍ ଦାମ୍ ୧୦୬.୬୦ ଟଙ୍କା ହୋଇଛି ।…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ…

ମୋଦିଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୋଦିଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା ଜି-୨୦ ସମ୍ମିଳନୀ ପାଇଁ ଇଟାଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଭିଡ ଭିତରେ ଜଣେ ମହିଳା ସଂସ୍କୃତ ଶ୍ଲୋକ ଉଚ୍ଚାରଣ…

ହିନ୍ଦୁ ଦେବୀ-ଦେବତାଙ୍କ ଆପତିଜନ କଂଟେଟ ହଟାଇବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଟ୍ୱିଟରକୁ ହିନ୍ଦୁ ଦେବୀ-ଦେବତାଙ୍କୁ ନେଇ ପ୍ରକାଶ ପାଇଥିବା ଆପତିଜନକ କଂଟେଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଲୋକଙ୍କ ଭାବନାକୁ ସମ୍ମାନ ଦେବା ଉଚିତ । କାହାର ଭାବନାକୁ ଆହତ କରିବା ପରି ପୋଷ୍ଟକୁ ପ୍ରଶୟ ଦିଆଯିବା ଉଚିତ ନୁହେଁ…

ସଚିନଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଲା, ରାଷ୍ଟ୍ରପତିଙ୍କୁ ପତ୍ର

ରାୟପୁର: କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଛି । ଶୁକ୍ରବାର ରାୟପୁର ଆରଏଭି ଲିଗାଲ ଫାର୍ମ ଏ ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି । କଂଗ୍ରେସ ରାଜ୍ୟସଭା ସାଂସଦ ବିବେକ ତନଖାଙ୍କ ପୁତ୍ର ଏହି ଫାର୍ମର ମାଲିକ । ଉକ୍ତ ଫାର୍ମ ଦାବୀ…

ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଦୀପାବଳିରୁ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ…

ଗପ ଲାଗୁଥିଲେ ବି ସତ, ପିଲାଟର ନାଁ “ABCD EFGH IJK”

ଓଡିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ସମସ୍ତେ ଜନ୍ମ ହେବା ପରେ ନିଜନିଜ ନାଁକୁ ନେଇ ପରିଚୟ ହାସଲ କରିଥାନ୍ତି । ନାମକରଣ ମାମଲାରେ ପରିବାର ଲୋକେ ବେଶ ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ପ୍ରତ୍ୟକ ବ୍ୟକ୍ତିଙ୍କ ନାଁ ପଛରେ କିଛି ନା କିଛି ଅର୍ଥ ରହିଥାଏ । ହେଲେ ନିକଟରେ ସୁମାତ୍ରାର ଜଣେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ସମୟରେ ସୁନ୍ଦରଗଡ଼ରେ ଏମସ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦…

ଜୁହି ଚାଓ୍ଵଲା ହେଲେ ଆର୍ଯ୍ୟନଙ୍କ ଜାମିନଦାର

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି। ବମ୍ବେ ହାଇକୋର୍ଟ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି।। ମିଳୁଥିବା ସୂଚନା ଅନୁସାରେ…