Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶ ରୋହିଙ୍ଗ୍ୟା କ୍ୟାମ୍ପ ଆକ୍ରମଣରେ ପ୍ରାଣ ହରାଇଲେ ୭ଜଣ

ଢ଼ାକା: ବାଂଲାଦେଶସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଉପରେ ଶୁକ୍ରବାର ଦିନ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ମଦ୍ରାସାରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ…

ନେପାଳରେ ବର୍ଥ ଡେ’ ସେଲିବ୍ରେସନ କରିବେ ପରିଣୀତି ଚୋପ୍ରା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ପରିଣୀତି ଚୋପ୍ରାଙ୍କ ବର୍ଥ ଡେ । ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି ପରିଣୀତି। ଏ ବର୍ଷ ବର୍ଥ ଡେ' କୁ ପରିଣୀତି ସ୍ପେଶାଲ ୱେରେ ସେଲିବ୍ରେ୍ସନ କରୁଛନ୍ତି। ବର୍ତ୍ତମାନ ପରିଣୀତି ତାଙ୍କ ନେକ୍ସଟ ଫିଲ୍ମ “ସରୋଜ ବର୍ଜ୍ୟତେ” ସୁଟିଂ ପାଇଁ ନେପାଳର କାଠମାଣ୍ଡୁରେ…

ଜମ୍ମୁକଶ୍ମୀର ପୁଞ୍ଚରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀର ପୁଞ୍ଚରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ବିରୋଧରେ ଚାଲିଛି ଅଭିଯାନ। ପୁଞ୍ଚର ଭଟ୍ଟା ଦୁରିଆଁ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଚାଲିଛି । ସର୍ଚ୍ଚ ଅପରେସନର…

ବାହାଦୂରଗଡ଼ରେ ସଡ଼କ ଦୁର୍ଘଟଣା, ଚାଲିଗଲା ୮ଜୀବନ

ଦିଲ୍ଲୀ: ହରିୟାଣାର ବାହାଦୂରଗଡ଼ରେ ବାଦଲି-ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା। ସକାଳ ଚାରିଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଫାରୁଖନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ୟୁପିର ଗୋଟିଏ ପରିବାର କାରରେ ଫେରୁଥିଲେ। କାରଟି…

ଟିକାକରଣ ଭିଆଇପି ସଂସ୍କୃତି ନିୟନ୍ତ୍ରଣାଧୀନ ହୋଇନାହିଁ : ମୋଦି

ଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦୦ କୋଟି ଟିକାକରଣକୁ ନେଇ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ଭିଆଇପି ନିୟନ୍ତ୍ରଣ କରାଇଦିଆଯାଇନାହିଁ ବୋଲି ମୋଦି ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସଂଖ୍ୟା ନୁହେଁ ବରଂ ଦେଶର ଦକ୍ଷତା ଓ ସାମର୍ଥ୍ୟର ପ୍ରତିଫଳନ…

ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ବଡ ଅବହେଳା

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ଆଜି ବଡ ଅବହେଳା ଦେଖିବାକୁ ମିଳିଛି । ଯୋଗୀଙ୍କ ଏକ କାର୍ଯ୍ୟକ୍ରମର ୪୫ ମିନିଟ ପୂର୍ବରୁ ଜଣେ ଯୁବକ ରିଭଲଭର ସହ ଅଡିଟୋରିୟମକୁ ପ୍ରବେଶ କରୁଥିଲା । ଏହା ଦେଖି ଡ୍ୟୁଟିରେ ଥିବା ସିଓ ତାଙ୍କୁ ବାହାର କରି ଦେଇଥିଲେ ।…

ଋଷରେ ପାକିସ୍ତାନର ଇଜ୍ଜତ ଗଲା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଋଷିଆରେ ପୁଣି ଥରେ ଅସମ୍ମାନର ଶିକାର ହୋଇଛି ପାକିସ୍ତାନ । ଆଫଗାନିସ୍ତାନ ସ୍ଥିତିକୁ ନେଇ ଋଷିଆରେ ଡକାଯାଇଥିଲା ବୈଠକ। ଋଷ୍‌ର ରାଜଧାନୀ ମସ୍କୋରେ ଏକ ବୈଠକ ଡକା ଯାଇଥିଲା । ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏକ ଗମ୍ଭୀର…

ଓସ୍କାର ଆୱାର୍ଡ ୨୦୨୨ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ଫିଲ୍ମ ମନୋନୀତ

ମୁମ୍ବାଇ : ଏକେଡ଼େମୀ ଆୱାର୍ଡ ରେସରେ ଭାରତୀୟ ସିନେମା ଆଗରେ । ୨୦୨୨ ଓସ୍କାର ଆୱାର୍ଡ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ମନୋନୀତ ହୋଇଛି । କରୋନା ମହାମାରୀ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରି ଅନେକାଂଶରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ  ସିନେମାହଲ ବନ୍ଦ ରହିଲ । ଏସବୁ ମଧ୍ୟରେ…

ଗୋଟିଏ ଟିଭି ସିରିଜରେ ୩୦୦ ଚରିତ୍ର, ବିଶ୍ୱ ରେକର୍ଡ ସ୍ଥାପନ କଲେ ଆସିଫ୍

ମୁମ୍ବାଇ: ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ । ଏହି ସିରିଜର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ କିଏ ବା ନ ଜାଣେ । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ହେଲେ ଅନେକ…

ଭାରତ ଆସୁଥିବା ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା କୋଭିଡ ନିୟମ

ନୂଆଦିଲ୍ଲୀ : ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା କୋଭିଡ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା…