Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଟୋବର ୩୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ ଖାନ୍

ମମ୍ବାଇ : ଡ୍ରଗ୍ସ ଲିଙ୍କ ମାମଲାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏନସିବିର ସ୍କାନରରେ ପୂରା ବଲିଉଡ୍ । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁର ଆର୍ଯ୍ୟନ ଖାନଙ୍କୁ ପୁଣି ନିରାଶ ହେବାକୁ ପଡିଛି । ବମ୍ବେ ହାଇକୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି ହେବାକୁ ଥିବା ବେଳେ…

ଡ୍ରାଗନ ପାଇଁ ଭାରତର ପ୍ଲାନ-୧୯୦ !

ନୂଆଦିଲ୍ଲୀ: ଏଲଏସିରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିବା ଚୀନ ଉପରେ ଭାରତୀୟ ସେନା କଡା ନଜର ରଖିଛି । ଅରୁଣାଚଳ ପ୍ରଦେଶ ନିକଟରେ ଡ୍ରାଗନ ଭାରତ ବିପକ୍ଷରେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି । ଏହାକୁ ଦେଖି ସେନା ପ୍ଲାନ-୧୯୦ ଲାଗୁ କରିଛି । ଭାରତୀୟ ଯବାନ ସମୁଦ୍ର ପତନଠାରୁ ୧୫…

[ଭିଡିଓ] ଛୁଆ ହାତୀକୁ ବଂଚାଇବାକୁ ଯାଇ କୁମ୍ଭୀରକୁ ମାରିଲା ମାଆ ହାତୀ

ଓଡିଶା ସମ୍ବାଦ ବ୍ୟୁରୋ: ହାତୀ ଏକ ଶାନ୍ତ ଜୀବ ବୋଲି ଆମ ସମସ୍ତଙ୍କର ଧାରଣା ରହିଛି । ହେଲେ ନିଜ ଉପରେ କିମ୍ବା ତା ଛୁଆ ଉପରେ ବିପଦ ଦେଖିଲେ ହାତୀ ଉଗ୍ର ରୂପ ରୂପ ଧାରଣ କରିବାକୁ ବିଳମ୍ବ କରିନଥାନ୍ତି । ଜାମ୍ବିଆ ସଫାରୀରୁ ଏକ ଅବିଶ୍ୱସନୀୟ ଦୃଶ୍ୟ ଅନେକଙ୍କୁ ଚକିତ କରିଛି । ଏହି ଭିଡିଓରେ ଏକ…

ଜାପାନରେ ଭୂମିକମ୍ପ , ନାହିଁ ସୁନାମୀ ସତର୍କତା

ତୋଚିଗୀ : ଜାପାନ ତୋଚିଗୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୮ ଥିବା କୁହାଯାଇଛି ।  ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । କମ୍ପନ ଯୋଗୁ ଲୋକେ ଉଚ୍ଚ ଅଟ୍ଟାଳିକା ମାନଙ୍କରୁ ଓହ୍ଲାଇ ଆସିଛନ୍ତି । କମ୍ପନର ଉତ୍ପତି ୩୨.୧ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୧୩୮.୫ ଡିଗ୍ରି…

ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ,ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ…

ସୁପର ୱଣ୍ଡର ଓମ୍ୟାନକୁ ଭାରତ ବିରୋଧୀ ଚିତ୍ରିତ କରାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଡିଟେକ୍ଟିଭ କମିକ୍ସ (ଡିସି) ବୁଧବାର ତାର ନୂତନ ଆନିମେଟଡ ସୁପରମ୍ୟାନ ମୁଭି ଇନଜଷ୍ଟିସ ରିଲିଜ କରିଛି । ତେବେ ଏଥିରେ କଶ୍ମୀରକୁ ବିବାଦୀୟ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ସୁପରମ୍ୟାନ ଓ ୱଣ୍ଡର…

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ…

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର

ଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ  ଓ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏନେଇ କେନ୍ଦ୍ରୀୟ…

କାହା ଭୟରେ ଆତ୍ମଗୋପନ କରିଛନ୍ତି ଶତାଧିକ ଆଫଗାନିସ୍ତାନ ମହିଳା ଜଜ୍ ?

ଓଡିଶା ସମ୍ବାଦ ବ୍ୟୁରୋ: ତାଲିବାନର ମନମୁଖୀ ଶାସନକୁ ନେଇ ଛଟପଟ ହେଉଛନ୍ତି ଆଫଗାନିସ୍ତାନର ସାଧାରଣ ଜନତା । ଖାସ କରି ମହିଳାଙ୍କ ଦୁର୍ଦ୍ଦଶା ଦିନକୁଦିନ ବଢୁଥିଲାବେଳେ ବେକାର ବସିଛନ୍ତି ଶତାଧିକ ମହିଳା ଜଜ୍ । ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଅଫ୍ ୱିମେନ୍ ଜଜେସ୍ର ରିପୋର୍ଟ ଅନୁଯାୟୀ…

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ। ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ…