Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୈନିତାଲରେ ବାଦଲଫଟା ବର୍ଷା; ମାଟି ତଳେ ଫସି ରହିଛନ୍ତି ଲୋକ!

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୈନିତାଲ ଜିଲ୍ଲାର ରାମଗଡର ଏକ ଗାଁରେ ଭୂସ୍ଖଳନ ହୋଇଛି। ଲୋକମାନେ ମାଟି ଅତଡା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ପୋଲିସ ଟିମ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ବୋଲି ଜଣାପଡ଼ିଛି। ନୈନିତାଲ ଏସଏସପିଙ୍କ କହିବା ଅନୁଯାୟୀ କିଛି…

ଆର୍ୟନଙ୍କୁ ବେଲ୍‌ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ତେବେ ସୂଚନା ଅନୁଯାୟୀ ଶୁଣାଣି ହେବା ପରେ ହିଁ ମା ଗୌରୀ ଖାଇବେ ବୋଲି ମାନସିକ ରଖିଛନ୍ତି। ଆର୍ୟନଙ୍କ ଜାମିନ ନହେବା ଯାଏ ସେ କୌଣସି ମିଠା ଖାଇବେ ନାହିଁ ବୋଲି କହିଛନ୍ତି। ଦିପାବଳୀ ପୂର୍ବରୁ…

ଭାରତ-ପାକ୍ ମ୍ୟାଚକୁ ବିରୋଧ କଲେ ଓୱାଇସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ତାରକିଶୋର ପ୍ରସାଦଙ୍କ ପରେ ଏବେ ଏଆଇଏମଆଇଏମ ସଭାପତି ଅସଦଉଦ୍ଦିନ ଓୱାଇସି ଏହାକୁ ବିରୋଧ କରିଛନ୍ତି । ଜମ୍ମୁ-କଶ୍ମୀରରେ ୯ ଯବାନ ନିହତ ହେଲେଣି, ଅନ୍ୟ ରାଜ୍ୟର ନିରୀହ…

ନିର୍ଯାତନାର ଶିକାର ହେଉଛନ୍ତି ହିନ୍ଦୁ; ୯ ବର୍ଷରେ ୩,୭୨୧ ଘର ଓ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଦୁର୍ଗା ପୂଜା ଅବସରରେ ପେଣ୍ଡାଲ ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟାଇଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ଏହା ହିଂସାର ପ୍ରଥମ ଉଦାହରଣ ନୁହେଁ। ଏହାପୂର୍ବରୁ ବାଂଲାଦେଶୀ ହିନ୍ଦୁମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା ଦୃଷ୍ଟାନ୍ତ ରହିଛି। ରିପୋର୍ଟ ଅନୁଯାୟୀ, ଗତ ୯ ବର୍ଷ…

ଆହୁରି ଗମ୍ଭୀର ହୋଇପାରେ ବିଜୁଳି ସଙ୍କଟ

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବର୍ଷା ହେତୁ ରାଜ୍ୟରେ କୋଇଲା ଏବଂ ବିଦ୍ୟୁତ୍ ଉତ୍ପାଦନ ପୁଣି ଥରେ ପ୍ରଭାବିତ ହୋଇଛି। ଏହି କାରଣରୁ ପୁଣି ଥରେ ବିଦ୍ୟୁତ୍ ସଙ୍କଟ ଗଭୀର ହେବାର ସମ୍ଭାବନା ବଢିଛି। କୋଇଲା ଉତ୍ପାଦନ ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି।…

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି; ୫୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଖାଦ୍ୟ ସଙ୍କଟ ଆହୁରି କ୍ଷୀପ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆଫଗାନିସ୍ତାନ ଖାଦ୍ୟ ସଙ୍କଟ ଲକ୍ଷ ଲକ୍ଷ ଲୋକଙ୍କୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି ବୋଲି ପୂର୍ବନୁମାନ ବି କରାଯାଇଛି। ସୂଚନା ମୁତାବକ ତାଲିବାନ ଶାସିତ ଦେଶକୁ ୫୦ ହଜାର ମେଟ୍ରିକ୍ ଟନ୍…

CBSE ଟର୍ମ-୧ ବୋର୍ଡ ପରୀକ୍ଷା: ନଭେମ୍ବର ୩୦ରୁ ଦଶମ, ଡିସେମ୍ବର ୧ରୁ ଦ୍ୱାଦଶ

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଜାରି ହେଲା ସମୟ ସାରଣୀ । ନଭେମ୍ବର ୩୦ରୁ ଦଶମ ବୋର୍ଡ ଓ ଡିସେମ୍ବର ୧ରୁ ଆରମ୍ଭ ହେବ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା । ତେବେ ମାଇନର ସବଜେକ୍ଟଗୁଡ଼ିକ ପାଇଁ ସିବିଏସଇ ଦ୍ୱାଦଶ ପରୀକ୍ଷା ନଭେମ୍ବର ୧୭ ଓ ଦଶମ ଶ୍ରେଣୀ…

ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କରୋନା ଜନିତ ଅସୁସ୍ଥତାରେ ତାଙ୍କର ମୃତ୍ୟୁ ହୋଇଛି । ଟିକାର ଦୁଇଟି ଯାକ ଡୋଜ୍ ବି ନେଇଥିଲେ । ଆମେରିକାର ପ୍ରଥର କୃଷ୍ଣକାୟ ପରରାଷ୍ଟ୍ର ସଚିବ ଥିଲେ କଲିନ୍…

ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା। ଏନେଇ ଭୁବନେଶ୍ୱରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, AICTE ଓ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଘର ଭଡା ନେଲେ ଭାଇଜାନ ସଲମାନ ଖାନ

ମୁମ୍ବାଇ : ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି। ସଲମାନ୍ ନିଜ ପରିବାର ସହ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଏତେ ସମ୍ପତି ଥାଇ ମଧ୍ୟ ଏବେ ଭଡା ଘରେ ରହୁଛନ୍ତି ସଲମାନ୍। ଭିଓର୍ସମାନେ ଭାବୁଛନ୍ତି ସଲମାନ୍ ଘର ଭଡା…