Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କବାଦୀଙ୍କ ଉପରେ ବଡ ଧରଣର ଟାର୍ଗେଟ ପ୍ରସ୍ତୁତ କରୁଛି ସେନା !

ପୁଂଛ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଥିବା ବେଳେ ଆଜି ଭାରତୀୟ ସେନା କଡା ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ସେନା ମୁଖ୍ୟ ଅନୁଧ୍ୟାନ କରିବା ପରେ ଅତିରିକ୍ତ ପାରା କମାଣ୍ଡୋ ଓ ସୈନ୍ୟଙ୍କୁ ପଠାଯାଇଛି । ସେଠାକାର ଜଙ୍ଗଲ ଭିତରେ…

“ଜାନେ ଭି ଦୋୟା ୟାରୋ” ମୋ ଜୀବନର ସବୁଠୁ ବେକାର ଫିଲ୍ମ; ନାସିରୁଦ୍ଦିନ୍ ଶାହ

ମୁମ୍ବାଇ: ଆଜି ପୁରୁଖା ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଜନ୍ମବାର୍ଷିକୀ । ଏହି ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଲେ, ଫିଲ୍ମ ଜାନେ ଭି ଦୋ ୟାରୋ କଥା ମନେପଡିଯାଏ । ୮୦ ଦଶକରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଆଜି ସୋସିଆଲ୍ ମିଡିଆରେ ଛୋଟଛୋଟ କ୍ଲିପ୍ ଭାବେ ଦେଖିବାକୁ ମିଳେ । ତେବେ…

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ, ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ

ଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ବର୍ଷ ୨୦୨୨ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରସ ମହିଳା ମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବ ବୋଲି ଘୋଷଣା କରିଛି। ମହିଳା ମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା…

ରିଲିଜ୍ ଅପେକ୍ଷାରେ ଧାକଡ, ନୂଆ ଅବତାରରେ ଆସୁଛନ୍ତି କଙ୍ଗନା

ମୁମ୍ବାଇ: ବିବାଦୀୟ ମନ୍ତବ୍ୟକୁ ବାଦ୍ ଦେଲେ ୟୁନିକ୍ କାହାଣୀ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବା ନେଇ କଙ୍ଗନା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଫିଲ୍ମ ଥଲାଇଭିରେ କଙ୍ଗନାଙ୍କୁ ଜୟଲଲିଥାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କଙ୍ଗନା ଗୁପ୍ତଚର ଭୂମିକାରେ ଦର୍ଶକଙ୍କ…

ଅଜୟ ଦେବଗନଙ୍କ ପାଇଁ ଗୀତ ଗାଇବେ ଶ୍ରୀଲଙ୍କାର ଗାୟିକା ୟୋହାନୀ

ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସେସନାଲ୍ ସିଙ୍ଗର୍ ୟୋହାନୀ । “ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ ।…

ଗଭୀର ଅର୍ଥନୈତିକ ସଙ୍କଟରେ ପାକିସ୍ତାନ; ୨ ବର୍ଷରେ ଦରକାର ୫୧.୬ ବିଲିୟନ ଡଲାର

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ଏହାର ଆବଶ୍ୟକତା ପୂରଣ କରିବା ପାଇଁ ସେ ବ‌ାହ୍ୟ ଦେଶରୁ ଦୁଇ ବର୍ଷ ମଧ୍ୟରେ ୫୧.୬ ବିଲିୟନ ଡଲାରର ଆବଶ୍ୟକ କରୁଛି। ଆଇଏମ୍ଏଫ୍ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧-୨୨ ମସିହାରେ ପାକିସ୍ତାନର ମୋଟ ବାହ୍ୟ ଆର୍ଥିକ ଆବଶ୍ୟକତା…

ଭାରତରେ ପ୍ରଥମ, ୨୪ କ୍ୟାରେଟ୍ ଗୋଲ୍ଡ ବାହୁବଳୀ ମୋମୋ

ମୁମ୍ବାଇ: ଗୋଲ୍ଡ ବିରିଆନୀ ଓ ଗୋଲ୍ଡେନ୍ ବଡା ପାଓ ପରେ ଏବେ ଗୋଲ୍ଡେନ୍ ମୋମୋ ଚର୍ଚ୍ଚାକୁ ଆସିଛି । ଭାରତରେ ଷ୍ଟ୍ରିଟ୍ ଫୁଡ୍ ଭାବେ ମୋମୋ ର ବେଶ ଚାହିଦା ରହିଛି । ସେହି ଚାହିଦାକୁ ଆଖି ଆଗରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛି ୨୪ କ୍ୟାରେଟ୍ ଗୋଲ୍ଡ…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ : ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। ପ୍ରକୃତିର କରାଳ ରୂପ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଦୁଇ ଦିନ ଭିତରେ ପାଖାପାଖି ୧୬ ଜଣ ଲୋକଙ୍କ ଜୀବନ ଗଲାଣି।ଆଜି ୧୧ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।ରାସ୍ତାରେ…

ଅଜବ ନିୟମ; ପିଲା ଭୁଲ୍‌ କଲେ ଦଣ୍ଡ ପାଇବେ ପିତାମାତା

ନୂଆଦିଲ୍ଲୀ: ଚୀନ୍ ଏକ ଅଜବ ନିୟମ ଲାଗୁ କରିବାକୁ ନେଇ ପ୍ରସ୍ତୁତ ହେଉଛି। ଏହି ନିୟମ ହେଉଛି ପିଲାମାନଙ୍କର ଭୁଲ ପାଇଁ ପିତାମାତାଙ୍କୁ ଦାୟୀ କରିବ। ଚୀନ୍‌ର ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର ଅସଦାଚରଣ ପାଇଁ…

କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ପଛରେ ଷଡଯନ୍ତ୍ର; ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ମାମଲାର ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନୁସନ୍ଧାନ କରିବ। ସୂତ୍ର ଅନୁଯାୟୀ, ଏ ସମ୍ପର୍କରେ ଖୁବ ଶୀଘ୍ର ସରକାର ଯାଞ୍ଚର ନିର୍ଦ୍ଦେଶ ଦେଇପାରନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ…