Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୩ରେ ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ: ପିୟୁଷ ଗୋଏଲ

ଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଆୟୋଜନ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶ ଯୋଜନାକୁ ଆଗକୁ ବି ଦିଗ ଯୋଗାଇବ ଏବଂ ଏହା ପୁଞ୍ଜି…

ଆର୍ୟନ୍‌ଙ୍କ ଉପରେ ବଡ଼ ଅଭିଯୋଗ ଆଣିଲା ଏନ୍‌ସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋର୍ଟରେ ଏହାର ଉତ୍ତର ଦାଖଲ କରିଛି। ସେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କ ଜାମିନକୁ ବିରୋଧ କରିଛନ୍ତି। ଏନସିବି ଏହାର ଉତ୍ତରରେ କହିଛି ଯେ ଯଦିଓ ସେମାନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର…

ଶହେ ଲକ୍ଷ କୋଟି ଟଙ୍କାର ‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ‘ଗତିଶକ୍ତି’ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବାରେ…

ରୁମେସା ଦୁନିଆର ସବୁଠାରୁ ଉଚ୍ଚତମ ମହିଳା

ନୂଆଦିଲ୍ଲୀ: ତୁର୍କୀର ଜଣେ ମହିଳାଙ୍କୁ ଦୁନିଆର ସବୁଠାରୁ ଉଚ୍ଚତମ ମହିଳା ଭାବେ ଘୋଷିତ କରାଯାଇଛି। ଉକ୍ତ ମହିଳାଙ୍କ ଉଚ୍ଚତା  ପ୍ରାୟ ୭ଫୁଟ। ୨୪ ବର୍ଷିୟା ରୁମେସା ଗେଲଗୀଙ୍କୁ ଦୁନିଆର ସବୁଠୁ ଉଚ୍ଚତମ ମହିଳା ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାନିତ କରାଯାଇଛି। ଡାକ୍ତରୀ ବିଶେଷଜ୍ଞଙ୍କ…

ପାକିସ୍ତାନର ମୁଖା ଖୋଲିଲା ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ

ନୂଆଦିଲ୍ଲୀ: ପାକିସ୍ତାନର ପୋଲ୍‌ ଖୋଲିଲା ଗିରଫ ଆତଙ୍କୀ। ୨୦୦୯ ମସିହାରେ ଜାମ୍ମୁ ବସ୍ ଷ୍ଟାଣ୍ଡରେ ହୋଇଥିବା ବୋମା ବିସ୍ଫୋରଣରେ ପାକିସ୍ତାନର କୁଖ୍ୟାତ ଗୁପ୍ତଚର ସଂସ୍ଥା ଆଇଏସଆଇ ସମ୍ପୃକ୍ତ ଥିଲା। ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆଶ୍ରାଫ…

ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର। ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଓ ପିଏନ୍‌ଜି ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଯାହା ଅକ୍ଟୋବର ୧୩ ତାରିଖ ସକାଳ ୬ ଟାରୁ କାର୍ଯ୍ୟକାରୀ ହେବ। ଦିଲ୍ଲୀରେ ସିଏନ୍‌ଜି ମୂଲ୍ୟ ବର୍ତ୍ତମାନ ୪୯.୭୬ ଟଙ୍କା ଥିବାବେଳେ ପିଏନଜି…

ଦେଶରେ ୧୦୦ ସୈନିକ ସ୍କୁଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ଏଥିପାଇଁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିସନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ । ଜାତୀୟ ଶିକ୍ଷା ନୀତି (ଘଋଚ)…

ଟଳିବ ବିଜୁଳି ସଙ୍କଟ; ଦୈନିକ ହେବ ୨୦ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ!

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୋଇଲା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ବର୍ତ୍ତମାନର ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ, ବିଦ୍ୟୁତ୍ କମ୍ପାନୀ ଏବଂ ରେଳବାଇ ଦ୍ୱାରା କୋଇଲା ଚାହିଦା ପୂରଣ କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାର ଏହାର  ଦୈନିକ କୋଇଲା…

ଆଫଗାନିସ୍ତାନ ଯେପରି ଆତଙ୍କବାଦର ଉତ୍ସ ନହେବ; ପଦକ୍ଷେପ ନେବା ଜରୁରୀ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଗଜି-୨୦ ପ୍ରମୁଖ ଅର୍ଥନୀତିର ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ଆୟୋଜନ କରିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର…

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ…