Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଈର ଗୋବର ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ; ସିଏମ୍‌ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର କହିଛନ୍ତି ଯେ ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ। ସିଏମ୍‌ ଚୌହାନ କହିଛନ୍ତି ଯେ, "ଗାଈର ଗୋବର ଏବଂ ପରିସ୍ରା ରାଜ୍ୟ ତଥା ଦେଶର ଅର୍ଥନୀତିକୁ ମଜବୁତ କରିବାରେ…

ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଗ୍ରେଟର ନୋଏଡାର ବାସିନ୍ଦା ମହମ୍ମଦ ତାଲିବ ତାଙ୍କ ଗୋଟିଏ ଆଖିରୁ…

୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ହେବନି କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍‌-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ କୁହାଯାଇଛି। "ଭାରତ ଯାତ୍ରା କରୁଥିବା ୫ ବର୍ଷରୁ କମ୍ ବୟସରୁ ପିଲାମାନେ ଉଭୟ ପୂର୍ବ ଏବଂ ପରବର୍ତ୍ତୀ…

[ଭିଡ଼ିଓ] ରଙ୍ଗ ବଦଳାଉଥିବା ମା’ଧାରୀ ଦେବୀ ମୂର୍ତ୍ତି

ଜମ୍ମୁ: ଶୁଣିଲେ ଘଟଣା ବେଶ ଆଶ୍ଚର୍ଯ୍ୟ ଲାଗେ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଆମ ସାମନାରେ ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟିଚାଲିଛି। ଯାହାର ସତ୍ୟତା କିନ୍ତୁ ଆମକୁ ଅଗୋଚର ରହିଛି । ସେହିଭଳି ଏକ ମନ୍ଦିର ରହିଛି ଉତ୍ତରାଖଣ୍ଡରେ । ଶ୍ରୀନଗରଠାରୁ ପ୍ରାୟ…

ମହାରାଷ୍ଟ୍ରରେ ପୋଲିସ ମାଓବାଦୀ ମୁହାଁମୁହିଁ, ୨୬ ନକ୍ସଲ ନିହତ

ଭୁବନେଶ୍ୱର: ଆଜି ସକାଳୁସକାଳୁ ପୋଲିସ ଓ ମାଓବାଦୀଙ୍କ ଗୁଳିରେ ଗର୍ଜି ଉଠିଥିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା । ଜାରି ରହିଥିଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନବରତ ଗୁଳି ବିନିମୟ । ସଦ୍ୟ ସ୍ଥିତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି ।…

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି…

ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା । ଆସନ୍ତା ସୋମବାରରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରାଯାଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ…

ମଣିପୁରରେ ଆତଙ୍କବାଦୀଙ୍କ ରକ୍ତର ହୋଲି, କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ମୃତ

ଇମ୍ଫାଲ: କିଛି ବର୍ଷର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପୁଣି ଆତଙ୍କବାଦୀଙ୍କ ରକ୍ତର ହୋଲି । ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା । ସମୟ ସକାଳ ପ୍ରାୟ ୧୦ଟା ସୂଚନା ଅନୁସାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି…

ସୋନୀପତରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମହିଳା ବକ୍ସରଙ୍କ ଶବ

ସୋନୀପତ: ସୋନୀପତର ଖରଖୌଦା ଅଂଚଳରେ ଜଣେ ଉଦୀୟମାନ ମହିଳା ବକ୍ସରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉତରପ୍ରଦେଶର ବାଗପତ ଗ୍ରାମର ୨୧ ବର୍ଷୀୟ ଭାବନା ଖରଖୌଦା ବକ୍ସିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । କର୍ମବୀର ନାମକ ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ସେ ଭଡା ରହୁଥିଲେ । ସେ…