Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୩ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର।ବର୍ତ୍ତମାନ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ଯୋଗ୍ୟତା ହେବ ନାହିଁ। ମଙ୍ଗଳବାର (ୟୁଜିସି) ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ଆବେଦନ…

ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ

ଭୁବନେଶ୍ବର : ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ । ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ବା (IRCTC) ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ । ଏହି ପ୍ୟାକେଜ୍ ଦ୍ବାରା ସାଧାରଣ ଲୋକ ଗୁଜୁରାଟର ଗୁରୁତ୍ବପୂର୍ଣ୍ଣ…

ବୀର ସାୱରକରଙ୍କ ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରାଯିବ: ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଆଜି ବୀର ସାୱରକର ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଏହା ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ଆରମ୍ଭ ହେବ । ସାୱରକରଙ୍କୁ କଂଗ୍ରେସ ଏବଂ ଅନ୍ୟ କେତେକ ଦଳ ଟାର୍ଗେଟ କରୁଥିବାରୁ ସେ ଏହା କହିଛନ୍ତି ।…

ଭାରତକୁ ପରୋକ୍ଷରେ ଯୁଦ୍ଧ ଧମକ ଦେଲା ଚୀନର ଗ୍ଲୋବାଲ ଟାଇମ୍ସ

ନୂଆଦିଲ୍ଲୀ: ପୁନର୍ବାର ବିଷ ଓଗାଳିଛି ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ । ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ୧୩ତମ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି । ଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ ସହମତି ହୋଇପାରି ନାହାନ୍ତି । ଗ୍ଲୋବାଲ ଟାଇମ୍ସକୁ ଭାରତକୁ ଧମକ ଦେଇ ଲେଖିଛି ଯଦି…

ଆସନ୍ତୁ ଜାଣିବା କେଉଁଠାରେ ନବରାତ୍ରୀରେ ଖଡ ଖଡିଆ ୫ କୋଟି ଟଙ୍କାରେ ମାଆଙ୍କୁ ସଜାହେଲା

ନେଲ୍ଲୋର: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଉଛି । ତେବେ ଟଙ୍କାରେ ମାଆଙ୍କ ସାଜ୍ଜାସଜ୍ଜା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ପାଖାପାଖି ୫ କୋଟି ଟଙ୍କାରେ ମନ୍ଦିରକୁ ସଜାଯାଇଛି । ଦେବୀଙ୍କ ମୂର୍ତି ଓ ମନ୍ଦିର…

ଭୁବନେଶ୍ବରରେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ଟିମ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏନଏସଜି ବ୍ଲାକ କ୍ୟାଟ୍‌ କମାଣ୍ଡୋଙ୍କ ରାଲି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଜାଦୀ କା ଅମୃତ ମହୋତ୍ସବ ଅବସରରେ କାର୍ ରାଲିରେ ବାହାରିଛନ୍ତି ଏନଏସଜି କମାଣ୍ଡୋ । ଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଏନଏସଜି କାର୍‌ ରାଲି ଆଜି…

ଦିଲ୍ଲୀ ଏନସିଆର ଓ ଉତ୍ତରପ୍ରଦେଶରେ ଏନଆଇଏର ରେଡ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଆତଙ୍କବାଦୀ କାର୍ଯ୍ୟକଳାପ । ଖାସ କରି ଚିନ୍ତାର କାରଣ ପାଲଟିଛି ଜାମ୍ମୁ-କାଶ୍ମୀର । ଏଠାରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ଜାମ୍ମୁ-କାଶ୍ମୀର ସମେତ…

କେଜ୍ରିୱାଲଙ୍କ ଘର ବାହାରେ ପ୍ରଦର୍ଶନ କରୁଥିବା ବେଳେ ଆହତ ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଆନ୍ଦୋଳନ କରୁଥିବା ବେଳେ ବିଜେପି ଏମପି ମନୋଜ ତିୱାରୀ ଆହତ ହୋଇଛନ୍ତି । ତାଙ୍କୁ ସଫଦରଗଞ୍ଜ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଳିସ ପକ୍ଷରୁ ପାଣି ମାଡ କରାଯାଇଥିଲା । ଏଥିରେ…

ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାଫ୍‌ ଥିଲେ ଝଗଡା ଅଧିକ ହୁଏ; ଶିକ୍ଷା ମନ୍ତ୍ରୀ

ଜୟପୁର: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋତାସ୍ର ସୋମବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି।  ସେ ମହିଳା ଶିକ୍ଷକମାନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଅଧିକ ମହିଳା କର୍ମଚାରୀ ଅଛନ୍ତି, ବିଭିନ୍ନ କାରଣରୁ ଅଧିକ…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ଆଇଏଏସ୍ ଅମିତ ଖରେ

ନୂଆଦିଲ୍ଲୀ: ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବରେ କାର୍ଯ୍ୟ କରିଥିବା ଅମିତ ଖରେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅମିତ ଖରେ ସେପ୍ଟେମ୍ବର ୩୦ ରେ ଉଚ୍ଚଶିକ୍ଷା ସଚିବ ପଦରୁ ଅବସର…