Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ରୁଜ ଡ୍ରଗ୍ସ କେସରୁ ହଟିଲେ ସମୀର, ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏସଆଇଟି ଗଠନ

ନୂଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ କେସରୁ ନାର୍କୋଟିକ କଂଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀ ସମୀର ୱାଙ୍ଖେଡଙ୍କୁ ହଟାଇଛି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ସମୀର ଗିରଫ କରିବା ପରେ ଏହି ଘଟଣା ଚର୍ଚ୍ଚିତ ହୋଇ ପଡିଥିଲା । ଏନସିବି ଏବେ ସିନିୟର ପୋଲିସ ଅଫିସର ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏକ…

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍…

ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଚଣ୍ଡୀଗଡ: କଂଗ୍ରେସ ସଭାପତି ପଦରୁ ଦେଇଥିବା ଇସ୍ତଫା ପ୍ରତ୍ୟାହାର କରିଛନ୍ତି ପଞ୍ଜାବ ନେତା ନଭଜୋତ ସିଂ ସିଦ୍ଧୁ । ସବୁ କିଛି ଠିକ ଠାକ ହୋଇ ଯାଇଥିବ ବୋଲି ଆଶା କରାଯାଉଥିବା ବେଳେ ଇସ୍ତଫା ପରେ ପରେ ସିଦ୍ଧୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ…

କେଦାରନାଥର ପୁର୍ନବିକାଶ ପାଇଁ ଉଦ୍ୟମ ଜାରି ରହିବ : ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି। ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । ଭିତ୍ତିଭୂମି କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। କେଦାରନାଥ ମନ୍ଦିରରେ…

ମୁମ୍ବାଇ କାର୍ଗୋ କମ୍ପ୍ଲେକ୍ସରୁ ଧଳା ଜହର ଜବତ, ବ୍ୟବସାୟୀ ଗିରଫ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ୭୦୦ଗ୍ରାମ ହେରୋଇନ ବା ଧଳ ଜହର ଜବତ ହୋଇଛି। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁଜୁରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୭୦୦ଗ୍ରାମ ଧଳା ଜହରର ବଜାର ମୂଲ୍ୟ ୪କୋଟି ଟଙ୍କା ହେବ। ଏନସିବିର ଜୋନାଲ…

ମଗେଇଥିଲେ ପାସ୍‌ପୋର୍ଟ ପାଉଚ୍‌ ଆସିଲା ଅରିଜିନାଲ ପାସ୍‌ପୋର୍ଟ

ଏକ ରିପୋର୍ଟ ଅନୁଯାୟୀ, କେରଳର ୱାୟାନାଡ ଜିଲ୍ଲାର ଜଣେ ବ୍ୟକ୍ତି ଆମାଜନରେ ଏକ ପାସପୋର୍ଟ ପାଉଚ୍‌ ପାଇଁ ଅର୍ଡର ଦେଇଥିଲେ ଏବଂ ଅର୍ଡର ଡେଳଇଭରି ବେଳେ ପାସ୍‌ପୋର୍ଟ ପାଉଚ୍‌ ସହିତ ଏହା ଭିତରେ ପାସପୋର୍ଟ ମଧ୍ୟ ପାଇଥିଲେ। ରିପୋର୍ଟ ଅନୁଯାୟୀ ଯେ ୱାୟାନାଡର କାନିଆମ୍ବେଟା ଗାଁର ଜଣେ ବାସିନ୍ଦା…

ଚିନ୍ତା ବଢାଇଲାଣି ଜିକା ଭାଇରସ୍‌; ଆଉ ୩୦ ଆକ୍ରାନ୍ତ ଚିହ୍ନଟ

କାନପୁର: ଚିନ୍ତା ବଢାଇଲାଣି ଜିକା ଭାଇରସ୍‌। କାନପୁରରେ ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଆଉ ୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ,…

୯ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ନଭେମ୍ବର ୯ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଶୁକ୍ରବାର କହିଛି। ନଭେମ୍ବର ୭ରେ ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟାଗଡା ଏବଂ ନବରଙ୍ଗପୁରର ଗୋଟିଏ…

ଯାହା ୧୦୦ ବର୍ଷ ଭିତରେ ହେଇନି ତାହା ଆଗାମୀ ୧୦ ବର୍ଷରେ ହେବ; ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଉତ୍ତରପ୍ରଦେଶ ପାଇଁ ଅନେକ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରାଯାଇଛି ଯାହା ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ। "ଭକ୍ତମାନଙ୍କ ଲାଗି ସୁବିଧାଜନକ କରିବା ପାଇଁ ଚାର ଧାମ ସହିତ ସଡ଼କ ସଂଯୋଗ ଏବଂ ହିମକୁଣ୍ଡ ସାହିବ…

ଭାରତକୁ ଶକ୍ତ ଧକ୍କା, ସଫ୍ଟ ପାୱାର ଦେଶ ତାଲିକାରେ ୬ ସ୍ଥାନ ଖସିଲା

ନୂଆଦିଲ୍ଲୀ: ଭାରତକୁ ଶୁକ୍ରବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱରେ ପର୍ଯ୍ୟଟନଙ୍କ ପ୍ରିୟ ସ୍ଥାନ ପାଇଁ ସରକାର ଉଦ୍ୟମ ଜାରୀ ରଖିଥିଲେ ମଧ୍ୟ ଏ ନେଇ ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ଭାରତ ୬ ସ୍ଥାନକୁ ଖସି ଆସିଛି । ଓଭରାଲ ଭାରତ ୪୦ତମ ସ୍ଥାନରେ ରହିଛି । ଯାହାକି ସେତେଟା ଉତ୍ସାହଜନକ ନୁହେଁ ।…