Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ରୁଜ୍ ହ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ…

କୂଲଭୁଷଣଙ୍କୁ ଆଶ୍ବସ୍ତି; ଓକିଲ ନିଯୁକ୍ତ ପାଇଁ ଭାରତକୁ ମିିଳିଲା ଅଧିକ ଅବଧି

ନୂଆଦିଲ୍ଲୀ: ଅକ୍ଟୋବର ୫ ରେ ମୃତ୍ୟୁଦଣ୍ଡ ଦିଆଯାଇଥିବା କୂଲଭୁଷଣ ଯାଦବଙ୍କୁ ପାକିସ୍ତାନୀ କୋର୍ଟ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କୋର୍ଟ ଭାରତକୁ ଅଧିକ ସମୟ ଦେଇଛନ୍ତି। ଗୁଇନ୍ଦାଗିରି ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ…

ଚୀନ-ତାଇୱାନ ସ୍ଥିତି ଗମ୍ଭୀର, ଯୁଦ୍ଧ ହେବା ଆଶଙ୍କା !

ବେଜିଂ: ଚୀନର ପାଗଳାମୀ ଯୋଗୁ ପୁନର୍ବାର ଯୁଦ୍ଧଭରା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ତାଇୱାନ ସୀମାରେ ବାରମ୍ବାର ଯୁଦ୍ଧ ବିମାନ ପଠାଇ ଚୀନ ଉସୁକାଇବାରେ ଲାଗିଛି । ଆମେରିକା ଏ ନେଇ ମୁହଁ ଖୋଲିଛି । ଚୀନ ଯଦି ଦୁଃସାହସ କରେ ତାହାହେଲେ ଆମେ ତାଇୱାନ ସହିତ ରହିବୁ ବୋଲି ସ୍ପଷ୍ଟ କରିଛି ।…

ଜିଓ ନେଟ୍‌ୱାର୍କ ଡାଉନ୍‌; ପ୍ରଭାବିତ ୟୁଜର୍ସ

ନୂଆଦିଲ୍ଲୀ: ଭାରତରେ ଜିଓ ନେଟୱାର୍କ ବ୍ୟବହାର କରୁଥିବା ୟୁଜର୍ସ ସମସ୍ୟା ଉପୁଜିଥିବା ‌ରିପୋର୍ଟ ହୋଇଛି। ହ୍ବାଟସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଅଚଳ ହୋଇ ପୁଣି ଥରେ ସଚଳ ହେବାର କିଛି ଘଣ୍ଟା ପରେ, କିଛି ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ସେଲୁଲାର୍ ନେଟୱାର୍କ ଡାଉନ୍ ଥିବା…

ମେ ୨୦୧୯ରୁ ଚାଇନାରେ ଆରମ୍ଭ ହୋଇଥିଲା କରୋନା!

ବେଜିଂ: ଚାଇନାର ଉହାନରେ ମହାମାରୀ କରୋନାର ଉତ୍ପତ୍ତିକୁ ଅନେକ ମାସ ବିତିଗଲାଣି କିନ୍ତୁ ଏହା କିପରି ଆରମ୍ଭ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଅନୁସନ୍ଧାନକାରୀ ଗୋଷ୍ଠୀ କରୋନାଭାଇରସ୍ ର ଉତ୍ପତ୍ତି ବିଷୟରେ ଜାଣିବାକୁ ପ୍ରୟାସ କରୁଥିବା ବେଳେ…

ଚୀନ୍‌ ପରି ଭାରତରେ ଆସିବ କି ବିଜୁଳି ସଙ୍କଟ?

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶରେ କୋଇଲା ସଙ୍କଟ ବୃଦ୍ଧି ପାଉଛି। ଯଦି ଦେଶରେ କୋଇଲା ସଙ୍କଟ ଗମ୍ଭୀର ହୁଏ, ତେବେ ବିଜୁଳି ସମସ୍ୟା ମଧ୍ୟ ଉପୁଜିପାରେ। ବାସ୍ତବରେ, ଦେଶରେ ୬୪ ଟି ନନ୍‌-ପିଟ୍‌ହେଡ ପାୱାର୍ ପ୍ଲାଣ୍ଟରେ ଚାରି ଦିନରୁ କମ୍ କୋଇଲା ଭଣ୍ଡାର ବାକି ଅଛି। କୋଇଲା ଖଣିଠାରୁ…

୯୦ ପ୍ରତିଶତ ପ୍ରଭାବଶାଳୀ ଫାଇଜର ଟିକା

ନୂଆଦିଲ୍ଲୀ:ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫାଇଜର ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କାକୁ ୯୦ ପ୍ରତିଶତ ହ୍ରାସ କରିଥାଏ ଫାଇଜର ଟିକା। ଏହି ଟିକା ନେବାର ଛଅ ମାସ ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ହୋଇଥାଏ। ବୈଜ୍ଞାନିକମାନେ ଜାଣିବାକୁ…

ପର୍ଯ୍ୟଟନ ଆଣିବ ତୃତୀୟ ଲହର!

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଙ୍ଗଳବାର ଚେତାବନୀ ଦେଇଛି ଯେ ଯଦି ହିଲ୍‌ ଷ୍ଟେସନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ ନକରନ୍ତି ତେବେ ପର୍ଯ୍ୟଟନ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ସୃଷ୍ଟି କରିପାରେ।…

NCB ହେପାଜତରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ୍

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ୍ । ତାଙ୍କୁ ଆସନ୍ତାକାଲି ଯାଏ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ରିମାଣ୍ଡ ସମୟରେ ଆର୍ୟନଙ୍କୁ ଦିଆଯାଇଛି ବିଜ୍ଞାନ ବହି । କଷ୍ଟୋଡିରେ ସେ ବିଜ୍ଞାନ ବହି ପଢୁଥବା ସୂଚନା…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି!; ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିବ କି ହୁର ଅନୁମତି! ଏ ନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ଆସିପାରେ। ଆସନ୍ତା ସପ୍ତାହ ସୁଦ୍ଧା ଭାରତ ବାୟୋଟେକ୍ ର କୋଭାକ୍ସିନ ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ…