Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ଭିଡିଓ ଭାଇରାଲ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଏହି ଛାତିଥରା ଲୋମଟାଙ୍କୁରା ଦୃଶ୍ୟ ରହିଛି । କିଭଳି ନିରୀହ ଚାଷୀଙ୍କୁ ଜାଣିଶୁଣି ହତ୍ୟ। କରାଯାଉଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଗୋଟିଏ…

ଚାଲିଛି ଫେଷ୍ଟିଭ୍ ସିଜିନ୍ ସେଲ୍‌, ଅର୍ଡର୍ କଲେ ମିଳୁଛି ଇଟା ଓ ନଟ୍ ବୋଲ୍ଟ

ଭୁବନେଶ୍ୱର: ବର୍ତ୍ତମାନ ଏକାଧିକ ଅନ୍‌ଲାଇନ୍ ଇ-କମର୍ସ ସାଇଟ୍ ଫେଷ୍ଟିଭ୍ ସିଜିନ୍ ସେଲ୍ ଆରମ୍ଭ କରିଛନ୍ତି । ଲୋକେ ବି ମନଲୋଭା ଦେଖି ଅଫର ଦେଖି ଆକର୍ଷିତ ହୋଇ ସପିଂ କରିବାରେ ଲାଗିପଡିଛନ୍ତି । ହେଲେ ଲୋଭନୀୟ ଅଫର କିଛି ଲୋକଙ୍କ ମନ ଖଟା କରିଦେଇଛି । ନିକଟରେ କିଛି ସୋସିଆଲ୍ ମିଡିଆ ୟୁଜର୍ସ…

ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ କଷ୍ଟୋଡ଼ି ବଢ଼ାଇବା ପରେ ଶଶି ଥରୁରଙ୍କ ସହାନୁଭୂତି

କଂଗ୍ରେସ ନେତା ଶଶି ଥରୁର କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିବା ପରେ ଶାହାରୁଖ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ମୁଁ ଡ୍ରଗ୍ସ ସେବନ କରେନି କିମ୍ବା କୌଣସି ପ୍ରଶଂସକ ନୁହେଁ ଏବଂ କେବେବି ଚେଷ୍ଟା…

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍…

ଗିରଫ ହେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ସୂତ୍ରରୁ ପ୍ରକାଶ ଯେ ଆଜି ଆଇପିସି ଧାରା ୧୪୪ ଉଲ୍ଲଂଘନ…

ସିଏସ୍‌କେର ବିଜୟ ପାଇଁ ହାତଯୋଡି ପ୍ରାର୍ଥନା କରୁଛନ୍ତି ଧୋନୀଙ୍କ ଝିଅ ଜିଭା

ନୂଆଦିଲ୍ଲୀ: ଖେଳର ବାପା ଧୋନୀଙ୍କ ଟିମ୍‌ର ବିଜୟ ପାଇଁ ଝିଅ ଜିଭାଙ୍କ ହାତଯୋଡି ପ୍ରାର୍ଥନା କରୁଛନ୍ତି। ଏହା ଗତକାଲି ସିଏସ୍‌କେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଦୃଶ୍ୟ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ…

ରେଭ୍‌ ପାର୍ଟି ମାମଲା; ଆଉ ୨ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ମଙ୍ଗଳବାର କହିଛନ୍ତି। ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଶନିବାର ବିଳମ୍ବିତ ରାତିରେ ଚଢାଉ ପରେ ଏନ୍‌ସିବି ବଲିଉଡର ସୁପରଷ୍ଟାର ଶାହରୁଖ…

ମହାକାଶରେ ହେବ ପ୍ରଥମ ଫିଚର ଫିଲ୍ମର ସୁଟିଂ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମହାକାଶରେ ସୁଟିଂ ହେବ ଫିଲ୍ମ। ରୁଷ୍‌ର ଚଳଚ୍ଚିତ୍ର ନିର୍ମାତା ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ଏଥିପାଇଁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଏକ ସୋୟୁଜ୍ ମହାକାଶଯାନରେ ଲଞ୍ଚ କରିବାକୁ ଯାଉଛନ୍ତି। ଆଜିଠୁ…

ଗାଡି ହର୍ଣ୍ଣରେ ବ୍ୟବହାର କରାଯିବ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ!

ନାଶିକ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୋମବାର କହିଛନ୍ତି ଯେ ସେ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ଯେଉଁଥିରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଯାନବାହନ ହର୍ଣ୍ଣ ପାଇଁ ବ୍ୟବହାର କରାଯାଇପାରିବ। ନାଶିକରେ ଏକ ରାଜପଥ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ଗାଡକରୀ କହିଛନ୍ତି ଯେ…

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି! ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଅନୁମତି ପ୍ରଦାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ଏକ ବିଶେଷଜ୍ଞ ଦଳ ଏକ ବୈଠକ କରିବେ। ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା…