Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ପୁଣି ଥରେ ମହଙ୍ଗା ହୋଇଛି। ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଅକ୍ଟୋବର ୬ ଅର୍ଥାତ୍‌ ବୁଧବାର ଦିନ ପୁଣି ଥରେ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ ରେ ମାତ୍ର ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।…

ରାହୁଲ ଗାନ୍ଧିଙ୍କୁ ମିଳିଲାନି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଯିବାକୁ ଅନୁମତି

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତରପ୍ରଦେଶର ଲଖିମପୁରକୁ ନେଇ ରାଜନୀତି ଜୋର ଧରୁଛି । ବିବାଦ କମୁନି । ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଅନୁମତି ଦେବାକୁ ମନା କରିଛନ୍ତି ଉତ୍ତରପ୍ରଦେଶ…

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ…

କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି । ଯଦି ଏହି ଟିକାକୁ ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଯଦି ଅନୁମତି ମିଳେ ତେବେ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…

ଚିରାଗ ପାଇଲେ ହେଲିକପ୍ଟର ଆଉ ପଶୁପତିଙ୍କୁ ସିଲାଇ ମେସିନ ଚିହ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର…

ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି : ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ  ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଇନ୍ଦିରା ଗାନ୍ଧୀ…

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ସିୟୁକୁରୋ ମାନାବେ, କ୍ଲାଉସ୍ ହାସେଲମ୍ୟାନ୍, ଜିଓର୍ଜିଓ ପ୍ୟାରିସିଙ୍କୁ ମିଳିତ ଭାବରେ ପଦାର୍ଥ ବିଜ୍ଞାନରେ ୨୦୨୧ ନୋବେଲ ପୁରସ୍କାର ବିଜେତା ଘୋଷଣା କରାଯାଇଛି।…

ଫିଟୁଛି ଫ୍ରାନ୍ସ କ୍ୟାଥୋଲିକ୍ ଚର୍ଚ୍ଚର ଗୁମର;୧୯୫୦ ପରଠାରୁ ପ୍ରାୟ ୨୧୬,୦୦୦ ଶିଶୁ ହୋଇଛନ୍ତି ଯୌନ ଶୋଷଣର ଶିକାର

ନୂଆଦିଳ୍ଲୀ: ଖୋଲୁଛି ଫ୍ରେଞ୍ଚ କ୍ୟାଥୋଲିକ ଚର୍ଚ୍ଚର ଗୁମର। ୧୯୫୦ ପରଠାରୁ ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ। ଏଭଳି ଏକ ସାଙ୍ଘାତିକ ମାମଲାର ପର୍ଦ୍ଦାଫାସ କରାଯାଇଛି। ଚର୍ଚ୍ଚ ଭଳି ପବିତ୍ର ସ୍ଥାନରେ ଏଭଳି ଅନୈତିକ କାର୍ଯ୍ୟ ନିଶ୍ଚିତ ରୂପେ ନିନ୍ଦନୀୟ।…

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ଭିଡିଓ ଭାଇରାଲ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଏହି ଛାତିଥରା ଲୋମଟାଙ୍କୁରା ଦୃଶ୍ୟ ରହିଛି । କିଭଳି ନିରୀହ ଚାଷୀଙ୍କୁ ଜାଣିଶୁଣି ହତ୍ୟ। କରାଯାଉଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଗୋଟିଏ…