Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କ ସ୍ଥାନାନ୍ତର ଶେଷ କଲା ଆମେରିକା

ୱାଶିଂଟନ୍: ଆଫଗାନିସ୍ତାନରୁ ୧,୨୪,୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ସହିତ ଆମେରିକା ଇତିହାସର ସବୁଠାରୁ ବଡ ବିମାନ ଉଡ଼ାଣ ସମାପ୍ତ କରିଛି ବୋଲି ଜଣେ ସରକାରୀ ଅଧିକାରୀ ମଙ୍ଗଳବାର କହିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଏକ ଟ୍ୱିଟରେ କହିଛନ୍ତି ଯେ…

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ…

‘ମାସ୍କ’ ଆଉ କେତେ ଦିନ?

ନୂଆଦିଲ୍ଲୀ: କରୋନା ସମସ୍ତଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି କରୋନା ଉପଯୁକ୍ତ ଆଚରଣ, ଆମ ଜୀବନର ଏକ ଅଂଶ ପାଲଟିଯାଇଛି। କରୋନାରୁ ସୁରକ୍ଷା ପାଇବା ଲାଗି ଲୋକମାନେ କରୋନା ଟିକା ନେବା ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ…

ସେରୋ ସର୍ଭେରେ ୭୧% ପିଲାଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି; PGIMER

ନୂଆଦିଲ୍ଲୀ: ୨୭୦୦ ପିଲାଙ୍କ ମଧ୍ୟରେ PGIMER ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେ ଅନୁଯାୟୀ ୭୧ ପ୍ରତିଶତ ନମୁନା କୋଭିଡ -୧୯ ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛି। ଚଣ୍ଡିଗଡ଼, ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ବସ୍ତି ବାସିନ୍ଦାଙ୍କଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା। "ଆମେ କରୋନା…

ଦେଶରେ ୭୫ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ସାରା ଦେଶରେ ଜାରି ରହିଛି ମହାମାରୀ କରୋନାର ପ୍ରକୋପ । କରୋନାକୁ ମାତ୍ ଦେବାକୁ ଦେଶରେ ଜାରି ରହିଛି ଟିକାକରଣ । ଏଭଳି ସ୍ଥିତିରେ କରୋନା ବିରୋଧରେ ଦେଶକୁ ମିଳିଛି ସଫଳତା । ଏହାରି ଭିତରେ ଦେଶରେ ୭୫ କୋଟି ଟପିଛି ଟିକାକରଣ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର…

ୟୁଜର୍ସଙ୍କ ତଥ୍ୟ ଚୋରି କରୁଛି ଫେସବୁକ୍

ନୂଆଦିଲ୍ଲୀ : ୟୁଜର୍ସଙ୍କ ତଥ୍ୟ ଚୋରି କରୁଛି ଫେସବୁକ୍ । କମ୍ପାନୀର ପଲିସି ଅନୁସାରେ ବ୍ୟବହାରୀଙ୍କର ବ୍ୟକ୍ତିଗତ ଗୋପନୀୟତା ରକ୍ଷା କରୁନି ହ୍ବାଟସଆପ୍ । ମେସେଜିଂ ଆପ୍ ହ୍ବାଟସଆପ୍ ଓ ପ୍ୟାରେଣ୍ଟ କମ୍ପାନୀ ଫେସବୁକର ନୂତନ ପ୍ରାଇଭେସି ପଲିସିକୁ ନେଇ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିବା ବେଳେ…

ପେଗାସସ୍ ଜାସୁସି ମାମଲାରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ପେଗାସସ୍ ଜାସୁସି ମାମଲାରେ ସୁପ୍ରିମକୋର୍ଟ କ୍ଷୁବ୍ଧ । ଇସ୍ରାଏଲି ସ୍ପାଏ ଓ୍ବେର ପେଗାସସକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ଯାଞ୍ଚ ପାଇଁ ବିଭିନ୍ନ ଆଡୁ ପିଟିସନ ଦାଖଲ ପରେ କମିଟି ଗଠନ କରି ଏହାର ଯାଞ୍ଚ କରିବା ସହ କୋର୍ଟରେ ସତ୍ୟପାଠ…

ମରୁଭୂମି ମଝିରେ ୧୨ କୋଟି ଟଙ୍କା ମୂଲ୍ୟର କଳ୍ପନା ଘର

ଭୁବନେଶ୍ୱର: ଆମ ମଧ୍ୟରେ ଏମିତି ଅନେକ ଲୋକ ଥିବେ, ଯିଏ ସହରର ଗହଳୀପୂର୍ଣ୍ଣ ଜୀବନରୁ ବାହାରି ଏକାନ୍ତ ତଥା ଶାନ୍ତ ଓ ସରଳ ଜୀବନ ବିତାଇବାକୁ କଳ୍ପନା କରିଥିବେ । ତେବେ କରୋନା ମହାମାରୀ ସମୟରେ ଲୋକଙ୍କ ଏଭଳି ଚିନ୍ତାଧାରାରୁ ସତ ପ୍ରମାଣିତ କରିବା ଲାଗି ଏକ ଆମେରିକୀୟ କମ୍ପାନୀ ନେଇଛି ଚକିତର…

ଇନ୍ଦରଜିତଙ୍କ ମାରାତ୍ମକ ଅଭିଯୋଗ, ଜେଜେବାପା ଜ୍ଞାନୀ ଜୈଲ ସିଂଙ୍କ ମୃତ୍ୟୁ ପଛରେ ରଚାଯାଇଥିଲା ଷଡଯନ୍ତ୍ର!

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲୀ ସିଂଙ୍କ ନାତି ଇନ୍ଦରଜିତ ସିଂ । ସେ ବିଜେପିରେ ଯୋଗ ଦେବାର କିଛି ସମୟ ପରେ ତାଙ୍କ ଜେଜେବାପାଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ଥିଲା ବୋଲି ପରୋକ୍ଷରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ…

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି । ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର ।…