Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଲିବାନ ବିରୋଧରେ ଆଫଗାନୀ ମହିଳାଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ବିପଦପୂର୍ନ ଦେଶ ଭାବେ ପରିଗଣିତ ହେଉଛି । ମହିଳା ଓ ଯୁବତୀଙ୍କୁ ତାଲିବାନୀ ଶାସନର କଠୋର ନିୟମ କାନୁନର ସାମ୍ନା କରିବାକୁ ପଡୁଛି । ନୂତନ ଶାସନ ଅଧିନରେ ସର୍ବସାଧାରଣରେ ମହିଳାଙ୍କୁ ହିଜାବ, ଅବାୟା ଓ ନକାବ ପିନ୍ଧିବାକୁ…

ତୀବ୍ର ସମାଲୋଚନାର ଶିକାର ହେଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ନିଜ ଅଭିନୟ ତଥା ଅନନ୍ୟ ବ୍ୟକ୍ତିତ୍ୱ ପାଇଁ କୋଟିକୋଟି ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଫିଲ୍ମକୁ ବାଦ୍ ଦେଲେ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ । ହେଲେ ନିକଟରେ ଅମିତାଭ ବଚ୍ଚନ ଏମିତି ଏକ ବିଜ୍ଞାପନ କରିଛନ୍ତି, ଯାହାକୁ ନେଇ…

ଅଭିନୟ ଦୁନିଆରେ ନୂଆ ଇନିଂସ ଆରମ୍ଭ କରିବେ ଶିଳ୍ପା ସେଟ୍ଟି କୁନ୍ଦ୍ରା

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଓ ଡାନ୍ସିଂ ସୋ’ରୁ ତଡା ଖାଇବା ପରେ ଶିଳ୍ପା ଚର୍ଚ୍ଚାକୁ ଆସିଥିଲେ । ହେଲେ ଏବେ ପୁଣିଥରେ ଡାନ୍ସିଂ ରିଆଲିଟି ସୋ’ରେ କମ୍‌ବ୍ୟାକ୍ ଓ ଗଣେଶ ଚତୁର୍ଥୀ ସେଲିବ୍ରେସନ୍‌କୁ ନେଇ ସେ ମିଡିଆର ଲାଇମ୍ ଲାଇଟରେ ରହିଛନ୍ତି । ଆଗାମୀ ଦିନରେ ସେ ଓଟିଟି…

ବର୍ଷାରେ ବେହାଲ ସ୍ଥିତି, ଗୋଦାବରୀରେ ବଢୁଛି ଜଳ ସ୍ତର

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ବର୍ଷା ଯୋଗୁ ଚାରିଆଡେ ପାଣି ଜମି ରହିଛି । ଘର ଦ୍ୱାରରେ ମଧ୍ୟ ପାଣି ପଶିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାସିକରେ ପ୍ରବଳ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲୋକେ। ଘର ଦ୍ୱାରରେ ପାଣି ପଶି ଯାଇଥିବା ବେଳେ ପାଣି ଘେରରେ ବହୁ ଲୋକ…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଶ୍ରୀନଗର ରାସ୍ତାକଡରୁ ମିଳିଲା ୬ ଚାଇନିଜ ଗ୍ରେନେଡେ

ବେମିନା: ଶ୍ରୀନଗରର ବେମିନା ଅଂଚଳରେ ଆତଙ୍କବାଦୀମାନେ ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରି ଦେଇଛନ୍ତି । ସିଆରପିଏଫ ଟିମ୍ ଏକ ପବ୍ଲିକ ସ୍କୁଲ ନିକଟରୁ ରାସ୍ତା କଡରୁ ୬ଟି ଚାଇନିଜ ଗ୍ରେନେଡ ଜବତ କରିଛନ୍ତି । ରୋଡ ଡିଭାଇଡର ନିକଟରେ ଏହାକୁ ରଖା ଯାଇଥିଲା…

ଝିଅ ହେବା ଖୁସିରେ ଦୋକାନୀ ମାଗଣା ବାଂଟିଲେ ୫୦୦୦୦ ଗୁପଚୁପ

କୋଲାର: ପୁଅ-ଝିଅ ମଧ୍ୟରେ ତାରତମ୍ୟ ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଜଣେ ଗୁପଚୁପ ଦୋକାନୀ । ଭୋପାଳର କୋଲାର ଅଂଚଳରେ ଗୁପଚୁପ ବିକ୍ରୀ କରନ୍ତି ଅଂଚଲ ଗୁପ୍ତା । ତାଙ୍କ ଘରେ ଝିଅ ଜନ୍ମ ହେବାରୁ ସେ ଖୁସିରେ ୫୦୦୦୦ ଗୁପଚୁପ ମାଗଣା ଖାଇବାକୁ ଦେଇଥିଲେ । ଯାହାକି ଉପରୋକ୍ତ…

ଗ୍ରୋସରୀ ଡେଲିଭରି ସେବା ବନ୍ଦ କରିବ ଜୋ‌ମାଟୋ

ନୂଆଦିଲ୍ଲୀ: ଜମାଟୋ, ଦେଶର ବୃହତ୍‌ ଖାଦ୍ୟ ବିତରଣ ପ୍ଲାଟ୍‌ଫର୍ମ ନିକଟରେ ଘୋଷଣା କରିଛି ଯେ ଜୋମାଟୋର ଗ୍ରୋସରୀ ଡେଲିଭରି ସେବା ସେପ୍ଟେମ୍ବର ୧୭ରୁ ବନ୍ଦ ହୋଇଯିବ। ଅର୍ଡର ପୂରଣ ପ୍ରକ୍ରିୟା ପୂରଣ କରିବାରେ ସମସ୍ୟା ଉପୁଜିବାରୁ ଏଭଳି ପଦ‌କ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଠିକ୍‌ ସମୟରେ…

ବିଗ୍‌ ବାସ୍କେଟ୍‌ ଗୋଡାଉନରେ ଅଗ୍ନିକାଣ୍ଡ; ୨ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ପୁଣେ: ପୁଣେର ଏକ ବିଗ୍‌ ବାସ୍କେଟ୍‌ ଗ୍ରୋସରୀ ଷ୍ଟୋର୍‌ର ଗୋଡାଉନରେ ଅଗ୍ନିକାଣ୍ଡ ଘଟିଛି। ରବିବାର ଦିନ ରାତି ୧୧.୩୦ ସମୟରେ ପୁଣେର ବଭାନ୍ ବୁଡ୍ରୁକ୍ ଅଞ୍ଚଳରେ ଅବସ୍ଥିତ ବିଗ୍ ବାସ୍କେଟ୍ ଗୋଡାଉନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଗୋଡାଉନ୍‌ରେ ନିଆଁ ଲାଗିଯିବା ଫଳରେ ଶସ୍ୟ, ପନିପରିବା,…

ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ

ନୂଆଦିଲ୍ଲୀ: ସୋମବାର ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଭୁପେନ୍ଦ୍ର ଆଜି ଅପରାହ୍ନ ୨.୨୦ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗୃହମନ୍ତ୍ରୀ ଅମିତ ଶାହା ଏହି ଶପଥ ସମାରୋହରେ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି।…

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୂପେନ୍ଦ୍ର ପଟେଲ୍ । କାଲି ଅପରାହ୍ନରେ ବିଦ୍ଧିବଦ୍ଧ ଭାବେ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦଳ ମୋହର ମାରିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ…