Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ୧୯୮୩ରେ ଏକ ରାୟକୁ ଦୋହରାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି- ଯେଉଁ ରାୟ କ୍ଷେତ୍ରରେ ମୃତ୍ୟୁଦଣ୍ଡ ନଥାଏ, ସେକ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ସଶ୍ରମ କାରାଦଣ୍ଡ । ଏନେଇ କୌଣସି…

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ…

କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର; ‘ଦ ଇନ୍‌କାର୍‌ନେସନ୍‌ ସୀତା’

ମୁମ୍ବାଇ: କଙ୍ଗନା ରାଣାୱତ ଆଜି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ଫିଳ୍ମ ‘ଦ ଇନ୍‌କାର୍‌ନେସନ ସୀତା’ରେ ଅଭିନୟ କରିବେ। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ…

ଏଠାରେ ପିଲାଙ୍କୁ ‘ସୁପର୍‌ କିଡ୍‌’ କରିବା ପାଇଁ ଦିଆଯାଏ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’

ବେଜିଂ: ସବୁ ପିତାମାତା ଚାହାନ୍ତି ‌ସେମାନଙ୍କ ପିଲାମାନେ ସମସ୍ତ କ୍ଷେତ୍ରରେ ସଫଳ ହୁଅନ୍ତୁ। ତେବେ ଚାଇନାର ପିତାମାତା ନିଆରା ଢଙ୍ଗରେ ସେମାନଙ୍କ ପିଲାମାନଙ୍କୁ ସୁପର୍‌ କିଡ୍‌ କରିବାକୁ ପ୍ରୟାସ କରିଥାନ୍ତି। ଏଥିପାଇଁ ସେମାନେ ନିଜ ପିଲାମାନଙ୍କୁ 'ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌' ଦେଇଥାନ୍ତି।…

ଯୋଗୀଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସିଏମ୍‌ ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା। ମଙ୍ଗଳବାର ଦିନ ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ବେଳେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦୀ। ଆଲିଗଡ଼ ପାଇଁ ଏହା ଏକ ବଡ ଦିନ ବୋଲି…

ଆଗାମୀ ଦିନରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି; ୟୁଏନ୍‌ର ଚେତାବନୀ

ନୂଆଦିଲ୍ଲୀ: ଶୀତ ଋତୁ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଦେଖାଯାଇପାରେ ଫଳରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି। ଏ ନେଇ ମିଳିତ ଜାତିସଙ୍ଘର ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଯଦି ସେମାନଙ୍କର ତୁରନ୍ତ ଆବଶ୍ୟକତା ପୂରଣ ନହୁଏ ତେବେ ୧…

୧୫ ବର୍ଷ ଅପେକ୍ଷାର ହେଲା ଅନ୍ତ; ମିଳିଲା ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା

ନୂଆଦିଲ୍ଲୀ: ୧୫ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା। ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାର ଏକ ଖଣିରେ ୧୫ ବର୍ଷ ଅପେକ୍ଷା କରିବା ପରେ ଜଣେ ଶ୍ରମିକ ଏବଂ ତାଙ୍କର ତିନି ସହଯୋଗୀ ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା ପାଇଛନ୍ତି। ସ୍ଥାନୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ହୀରାର ମୂଲ୍ୟ ୪୦…

ସମ୍ପୂର୍ଣ୍ଣ ଟିକାକୃତ ଲୋକଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ଜରୁରୀ ନୁହେଁ

ନୂଆଦିଲ୍ଲୀ: କୋଭିଡ-୧୯ ର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟକୁ ନେଇ ଭୟ ମଧ୍ୟରେ କିଛି ଦେଶ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି। କିନ୍ତୁ ଦି ଲାନସେଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ଲାଗି…

ଏଲଜେପିର ପ୍ରିନ୍ସ ପାସୱାନଙ୍କ ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସାଂସଦ ଓ ଚିରାଗ ପାସୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ପାସୱାନଙ୍କ ବିରୋଧରେ ଆଜି କନ୍ନଟ ପ୍ଲେସ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଏହି ଏଫଆଇଆରରେ ଚିରାଗଙ୍କ ନାମ ମଧ୍ୟ ରହିଛି । ୩ ମାସ ତଳେ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ…

ବଢୁଛି ଡେଲ୍‌ଟା ଭୟ; ପୁଣି ହେଲା ଲକ୍‌ଡାଉନ୍‌

ବେଜିଂ: ଚୀନ୍‌ରେ ବଢୁଛି ଡେଲ୍‌ଟା ଭୟ। ଏକାଧିକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ଚୀନ୍ ଦକ୍ଷିଣ-ପୂର୍ବ ପ୍ରଦେଶର ଫୁଜିୟାନର ୪.୫ ନିୟୁତ ଲୋକ ବସବାସ କରୁଥିବା ସହରକୁ ଲକ୍‌ଡାଉନ୍‌ କରିଛନ୍ତି ଚୀନ ସରକାର। ପୁଣି ଥରେ ଡେଲ୍ଟା ବିସ୍ଫୋରଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ। ଏହାକୁ…