Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଜୟ ଦେବଗନଙ୍କ ପାଇଁ ଗୀତ ଗାଇବେ ଶ୍ରୀଲଙ୍କାର ଗାୟିକା ୟୋହାନୀ

ମୁମ୍ବାଇ: ଶ୍ରୀଲଙ୍କାର ସେନ୍ସେସନାଲ୍ ସିଙ୍ଗର୍ ୟୋହାନୀ । “ମାନିକେ ମାଗେ ହିଥେ” ଭଳି ଗୀତ ଜରିଆରେ ଏହି କଣ୍ଠଶିଳ୍ପୀ ଜଣକ ଭାରତରେ ହାସଲ କରିଛନ୍ତି ହ୍ୟୁଜ୍ ପପୁଲାରିଟି । ଗୀତଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ବିଗବସ୍ ଭଳି ରିୟାଲିଟି ସୋ’ରେ ୟୋହାନୀ ଗେଷ୍ଟ ଆପିରିଅନ୍ସ ଦେଇଥିଲେ ।…

ଗଭୀର ଅର୍ଥନୈତିକ ସଙ୍କଟରେ ପାକିସ୍ତାନ; ୨ ବର୍ଷରେ ଦରକାର ୫୧.୬ ବିଲିୟନ ଡଲାର

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ଏହାର ଆବଶ୍ୟକତା ପୂରଣ କରିବା ପାଇଁ ସେ ବ‌ାହ୍ୟ ଦେଶରୁ ଦୁଇ ବର୍ଷ ମଧ୍ୟରେ ୫୧.୬ ବିଲିୟନ ଡଲାରର ଆବଶ୍ୟକ କରୁଛି। ଆଇଏମ୍ଏଫ୍ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧-୨୨ ମସିହାରେ ପାକିସ୍ତାନର ମୋଟ ବାହ୍ୟ ଆର୍ଥିକ ଆବଶ୍ୟକତା…

ଭାରତରେ ପ୍ରଥମ, ୨୪ କ୍ୟାରେଟ୍ ଗୋଲ୍ଡ ବାହୁବଳୀ ମୋମୋ

ମୁମ୍ବାଇ: ଗୋଲ୍ଡ ବିରିଆନୀ ଓ ଗୋଲ୍ଡେନ୍ ବଡା ପାଓ ପରେ ଏବେ ଗୋଲ୍ଡେନ୍ ମୋମୋ ଚର୍ଚ୍ଚାକୁ ଆସିଛି । ଭାରତରେ ଷ୍ଟ୍ରିଟ୍ ଫୁଡ୍ ଭାବେ ମୋମୋ ର ବେଶ ଚାହିଦା ରହିଛି । ସେହି ଚାହିଦାକୁ ଆଖି ଆଗରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛି ୨୪ କ୍ୟାରେଟ୍ ଗୋଲ୍ଡ…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ : ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। ପ୍ରକୃତିର କରାଳ ରୂପ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଦୁଇ ଦିନ ଭିତରେ ପାଖାପାଖି ୧୬ ଜଣ ଲୋକଙ୍କ ଜୀବନ ଗଲାଣି।ଆଜି ୧୧ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।ରାସ୍ତାରେ…

ଅଜବ ନିୟମ; ପିଲା ଭୁଲ୍‌ କଲେ ଦଣ୍ଡ ପାଇବେ ପିତାମାତା

ନୂଆଦିଲ୍ଲୀ: ଚୀନ୍ ଏକ ଅଜବ ନିୟମ ଲାଗୁ କରିବାକୁ ନେଇ ପ୍ରସ୍ତୁତ ହେଉଛି। ଏହି ନିୟମ ହେଉଛି ପିଲାମାନଙ୍କର ଭୁଲ ପାଇଁ ପିତାମାତାଙ୍କୁ ଦାୟୀ କରିବ। ଚୀନ୍‌ର ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର ଅସଦାଚରଣ ପାଇଁ…

କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ପଛରେ ଷଡଯନ୍ତ୍ର; ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ମାମଲାର ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନୁସନ୍ଧାନ କରିବ। ସୂତ୍ର ଅନୁଯାୟୀ, ଏ ସମ୍ପର୍କରେ ଖୁବ ଶୀଘ୍ର ସରକାର ଯାଞ୍ଚର ନିର୍ଦ୍ଦେଶ ଦେଇପାରନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ…

ନୈନିତାଲରେ ବାଦଲଫଟା ବର୍ଷା; ମାଟି ତଳେ ଫସି ରହିଛନ୍ତି ଲୋକ!

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୈନିତାଲ ଜିଲ୍ଲାର ରାମଗଡର ଏକ ଗାଁରେ ଭୂସ୍ଖଳନ ହୋଇଛି। ଲୋକମାନେ ମାଟି ଅତଡା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି। ପୋଲିସ ଟିମ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ବୋଲି ଜଣାପଡ଼ିଛି। ନୈନିତାଲ ଏସଏସପିଙ୍କ କହିବା ଅନୁଯାୟୀ କିଛି…

ଆର୍ୟନଙ୍କୁ ବେଲ୍‌ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ତେବେ ସୂଚନା ଅନୁଯାୟୀ ଶୁଣାଣି ହେବା ପରେ ହିଁ ମା ଗୌରୀ ଖାଇବେ ବୋଲି ମାନସିକ ରଖିଛନ୍ତି। ଆର୍ୟନଙ୍କ ଜାମିନ ନହେବା ଯାଏ ସେ କୌଣସି ମିଠା ଖାଇବେ ନାହିଁ ବୋଲି କହିଛନ୍ତି। ଦିପାବଳୀ ପୂର୍ବରୁ…

ଭାରତ-ପାକ୍ ମ୍ୟାଚକୁ ବିରୋଧ କଲେ ଓୱାଇସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ତାରକିଶୋର ପ୍ରସାଦଙ୍କ ପରେ ଏବେ ଏଆଇଏମଆଇଏମ ସଭାପତି ଅସଦଉଦ୍ଦିନ ଓୱାଇସି ଏହାକୁ ବିରୋଧ କରିଛନ୍ତି । ଜମ୍ମୁ-କଶ୍ମୀରରେ ୯ ଯବାନ ନିହତ ହେଲେଣି, ଅନ୍ୟ ରାଜ୍ୟର ନିରୀହ…

ନିର୍ଯାତନାର ଶିକାର ହେଉଛନ୍ତି ହିନ୍ଦୁ; ୯ ବର୍ଷରେ ୩,୭୨୧ ଘର ଓ ମନ୍ଦିର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଦୁର୍ଗା ପୂଜା ଅବସରରେ ପେଣ୍ଡାଲ ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟାଇଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ଏହା ହିଂସାର ପ୍ରଥମ ଉଦାହରଣ ନୁହେଁ। ଏହାପୂର୍ବରୁ ବାଂଲାଦେଶୀ ହିନ୍ଦୁମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା ଦୃଷ୍ଟାନ୍ତ ରହିଛି। ରିପୋର୍ଟ ଅନୁଯାୟୀ, ଗତ ୯ ବର୍ଷ…