Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକା ନେଲେ ୧୨୦ ବର୍ଷିୟା ବୃଦ୍ଧା

ଶ୍ରୀନଗର: ଜାମ୍ମୁକାଶ୍ମୀରର ଜଣେ ୧୨୦ ବର୍ଷ ବୟସ୍କା ମହିଳା ନିକଟରେ ତାଙ୍କ ଘରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି। ସେ ସୁସ୍ଥ ମଧ୍ୟ ଅଛନ୍ତି। ଏହି ବୃଦ୍ଧ ମହିଳା ଜଣକ ହେଉଛନ୍ତି ଢୋଲି ଦେବୀ। ସେ ଉଦାମପୁର ଜିଲ୍ଲାର ଡୁଡୁ ପଞ୍ଚାୟତର ବାସିନ୍ଦା। କେନ୍ଦ୍ର ମନ୍ତ୍ରୀ ଡକ୍ଟର…

ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟି ଟିକାକରଣ; ଶୀର୍ଷରେ ୟୁପି

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୁଦ୍ଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି ଦେଶ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମ୍ୟା…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଭାଙ୍ଗିଲା ପୋଲ

ବର୍ଷାରେ ଭାସିଗଲା ପୋଲ । ଉତ୍ତରା ଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି।ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି। ଫଳରେ ଅନେକ ଗାଡି ଓ ଚାଳକ…

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…

କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

ନୁର-ସୁଲତାନ: କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି କାଜକସ୍ତାନ ଥରିଛି । ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି…

କାବୁଲ ବିମାନବନ୍ଦରରେ ଆକାଶଛୁଁଆ ପାଣି ଦର; ଗୋଟେ ବୋତଲକୁ ୪୦ ଡଲାର

କାବୁଲ: ଆଫଗାନିସ୍ତାନକୁ ଦଖଲକୁ ନେବା ପରେ କାବୁଲ ବିମାନବନ୍ଦର ବାହାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିମାନବନ୍ଦର ବାହାରେ ବିସ୍ଫୋରଣର ଗୋଟିଏ ଦିନ ପରେ ମଧ୍ୟ ହଜାର ହଜାର ଆଫଗାନିସ୍ତାନ ବିମାନବନ୍ଦରରେ ଦେଶ ଛାଡି ପଳାଇବା ପାଇଁ ଛିଡାହୋଇ ରହିଛନ୍ତି। କାବୁଲ ବିମାନବନ୍ଦର…

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀରରୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ…

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଶୁକ୍ରବାର ସକାଳେ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।…

ବଦଳିଯିବ ଉତ୍ତରପ୍ରଦେଶର ଏହି ସହରର ନାଁ!

ଲକ୍ଷ୍ନୌ: ବଦଳିଯିବ ଉତ୍ତରପ୍ରଦେଶର ଏହି ସହରର ନାଁ। ୟୁପି ସରକାର ସୁଲତାନପୁର ସହରର ନାଁ ପରିବର୍ତ୍ତନ କରି କୁଶ ଭବନପୁର ନାମରେ ନାମିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୁଶ ହେଉଛି ପ୍ରଭୁ ରାମଙ୍କ ପୁଅର ନାମ। ରାଜସ୍ୱ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏଥିପାଇଁ ଏକ…

କାବୁଲ ସିରିଜ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣରେ ଅତି କମ୍‌ରେ ୯୦ ଜଣ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଯାହା ଏବେ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ରୁ ଅଧିକ ପ୍ରାଣ ହାନି ହୋଇଥିବା…