Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ…

ମାଓ ଦମନ ରଣନୀତି ବୈଠକରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉଠାଇଛନ୍ତି ।…

ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ…

ବଦଳିବ ଆଫଗାନୀଙ୍କ ପାସପୋର୍ଟ ଓ ପରିଚୟ ପତ୍ର

ନୂଆଦିଲ୍ଲୀ: ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଲୋକଙ୍କ ପାସପୋର୍ଟ ଏବଂ ପରିଚୟ ପତ୍ର ବଦଳାଇବ। ତାଲିବାନ ଘୋଷଣା କରିଛି ଯେ ସେମାନେ ପୂର୍ବ ସରକାର ଦେଇଥିବା ଆଫଗାନିସ୍ତାନ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ବଦଳାଇବେ। ଏହା ମଧ୍ୟ କହିଛି ଯେ ଏହି…

ମୋଦୀ ନଆସିଲେ ଟିକା ନେବେନି; ବ୍ୟକ୍ତିଙ୍କ ଅଜବ ଦାବି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ବଦଳରେ ଏମିତି ଏକ ଦାବି ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକର ଅଦ୍ଭୁତ ଦାବିରେ ଟିକାକରଣ କରୁଥିବା ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ଜଣକ ଟିକା…

୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ମିଳିଲା ଗର୍ଭପାତର ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଗର୍ଭସ୍ଥ ଶିଶୁର ଏକ ନିର୍ଦ୍ଦିଷ୍ଟ ଜନ୍ମଗତ ସମସ୍ୟା ଚିହ୍ନଟ ହେବାପରେ ଡାକ୍ତରୀ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ବାସ୍ତବରେ, ଗର୍ଭସ୍ଥ ଶିଶୁର ଜନ୍ମଗତ ଏକ…

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍…

୨୭ରୁ ଭାରତରୁ କାନାଡାକୁ ବିମାନ ଉଡ଼ାଣ ଆରମ୍ଭ

ଓଟାୱା: ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଏକ ମାସ ଧରି ଲାଗିଥିବା ପ୍ରତିବନ୍ଧକକୁ ହଟାଇଲା କାନାଡା। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଲାଗୁ କରାଯାଇଥିଲା। କାନାଡା ସରକାର କହିଛନ୍ତି ଯେ, “ସେପ୍ଟେମ୍ବର ୨୭, ୨୦୨୧ରୁ ଭାରତରୁ କାନାଡାକୁ ସିଧାସଳଖ ବିମାନ ଉଡ଼ାଣ…

ଭାରତ ସୀମା ନିକଟରେ ଚୀନ ତିଆରି କଲାଣି ୬୮୦ ଗ୍ରାମ !

ନୂଆଦିଲ୍ଲୀ: ଭାରତକୁ ହଇରାଣ କରିବା ପାଇଁ ଚୀନ ତାର କୂଟନୀତି ପଦକ୍ଷେପରୁ ବାଦ୍ ପଡୁନି । ଏବେ ଭାରତ ସୀମା ନିକଟରେ ଚୀନ ୬୮୦ଟି ଗ୍ରାମ ତିଆରି କରି ସରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି ।…

ଅନ୍ତିମ ପର୍ଯ୍ୟାୟରେ ଭାରତର ପ୍ରଥମ mRNA ଟିକା; ମୋଦୀ

ନୂଆଦିଲ୍ଲୀ: ଶନିବାର ୭୬ ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରଥମ mRNA ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ପୁଣେ ଭିତ୍ତିକ ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ଏକ ସହାୟକ କମ୍ପାନୀ ଜେନୋଭା ବାୟୋ…