Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌

କାବୁଲ: ଆଫଗାନିସ୍ତାନ ଉପରେ ଏବେ ତାଲିବାନର ରାଜ୍‌। ଏଭଳି ଏକ ସଙ୍କଟ ସମୟରେ ତାଲିବାନ ସରକାରକୁ କେତେକ ଦେଶ ସ୍ବୀକୃତି ଦେଇନଥିବା ବେଳେ କିଛି ତାଲିବାନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖିବା କଥା ଖୋଲାଖୋଲି ଭାବେ କହିସାରିଛନ୍ତି। ଫେସ୍‌ବୁକ୍‌ ମଙ୍ଗଳବାର ତାଲିବାନ ଉପରେ ପ୍ରତିବନ୍ଧକ…

ନ୍ୟୁଜିଲାଣ୍ଡ୍‌ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ: ତିନି ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନ୍ୟୁଜିଲାଣ୍ଡ। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତିନି ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ୱେଲିଙ୍ଗଟନ୍‌ରେ ଏକ ସାମ୍ବାଦିକ…

ତାଲିବାନୀଙ୍କ ଆତଙ୍କରେ ସାମିଲ୍‌ ୨ ଭାରତୀୟ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନୀଙ୍କ ମଧ୍ୟରେ ୨ ଭାରତୀୟ ସାମିଲ୍‌ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଉଭୟ ବ୍ୟକ୍ତି କେରଳ ପ୍ରଦେଶର ବାସିନ୍ଦା ବୋଲି କୁହାଯାଉଛି। ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏକ ଭିଡିଓ ଟ୍ୱିଟ୍…

ପୂର୍ବତନ ଗୃହମନ୍ତ୍ରୀଙ୍କୁ ଇଡିର ପୁଣି ସମନ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ତାଜା ସମନ ‌ଜାରି କରିଛି ଇଡି। ବୁଧବାର ଦିନ ହାଜର ହେବା ପାଇଁ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ଇଡି ନିର୍ଦ୍ଦେଶନାମା ଜାରି କରିଛି। ପଞ୍ଚମ ଥର ପାଇଁ ଦେଶମୁଖଙ୍କୁ ଇଡି ସମନ…

ଦିନକରେ ଦିଆଗଲା ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣରେ ଭାରତରେ ଆଉ ଏକ ମାଇଲଖୁଣ୍ଟ । ଦିନକରେ ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ଟିକାକରଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଗତକାଲି…

ତାଲିବାନ ପ୍ରଭାବ… ୨୪ ଘଂଟାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବଦଳିଗଲା ଶୈଳୀ

କାବୁଲ: ଆଫଗାନିସ୍ତାନ ହାତମୁଠାକୁ ନେବା ପରେ ଦେଶରେ ଧିରେ ଧିରେ ତାଲିବାନ ପ୍ରଭାବ ଦେଖିବାକୁ ମିଳିଛି । ଅଗଷ୍ଟ ୧୫ରେ ସିଏନଏନ ଚିଫ ଇଂଟରନାଶନାଲ ରିପୋର୍ଟର କ୍ଲେରିସା ୱାର୍ଡ ଆଧୁନିକ ପୋଷାକରେ ରିପୋର୍ଟିଂ କରୁଥିଲେ । ତେବେ ୧୬ ତାରିଖ ପରଠାରୁ ସେ ସମ୍ପୂର୍ଣ୍ଣ ମୁସଲମାନ ଶୈଳୀ ବୁରଖା ପିନ୍ଧି…

କାବୁଲରେ ବନ୍ଦ ହେଲା ଭାରତୀୟ ଦୂତାବସ, ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମଙ୍ଗଳବାର କାବୁଲରେ ଥିବା ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ…

ଖୁବ୍‌ ଶୀଘ୍ର ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିପାରେ ଡେଲ୍‌ଟା ପ୍ରଜାତି; ‘ହୁ’

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ ଶୀଘ୍ର ଏହା ସମଗ୍ର ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଚେତାବନୀ ଦେଇଛି। ବଢୁଥିବା ସଂକ୍ରମଣ ହାର ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ହୁ…

ମରିଗଲାଣି ମାନବିକତା; ଦୁଷ୍କର୍ମର ଶିକାର ହେଲେ ୬୦ ବର୍ଷିୟା ମହିଳା

ଭୋପାଳ: ମରିଗଲାଣି ମାନବିକତା। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ। ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ୧୮ ବର୍ଷରୁ କମ୍ ବୟସ୍କ ୨…

ଆଫଗାନିସ୍ତାନ ସଙ୍କଟ; ତୁରନ୍ତ ପଦକ୍ଷେପ ନେବାକୁ ମଲାଲା ୟୁସୁଫଜାଇଙ୍କ ଆହ୍ବାନ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଆଫଗାନିସ୍ତାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ସେ ଗଭୀର ଚିନ୍ତିତ ଅଛନ୍ତି ଏବଂ ବିଶ୍ୱ ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ…