Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍‌ କୁନ୍ଦ୍ରାଙ୍କ ଆବେଦନ ପ୍ରତ୍ୟାଖାନ କଲେ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଶିଲ୍ପପତି ରାଜ୍‌ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେ। ବମ୍ବେ ହାଇକୋର୍ଟ ଆଜି ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କ ଆବେଦନକୁ ଖାରଜ କରିଛନ୍ତି। ସମ୍ପ୍ରତି ଉଭୟ ଅଶ୍ଳୀଳ ଭିଡିଓ ଏବଂ…

ଅମିତାଭଙ୍କ ବଙ୍ଗଳା ସମେତ ମୁମ୍ବାଇର ୩ ପ୍ରମୁଖ ରେଳ ଷ୍ଟେସନ ଉପରେ ବୋମା ମାଡ ଧମକ

ମୁମ୍ବାଇ: ମୁମ୍ବାଇର ୩ଟି ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ବିଷୟରେ ସୂଚନା ମିଳିବା ପରେ ମୁମ୍ବାଇ ପୋଲିସ ଭୟଭୀତ ହୋଇପଡିଥିଲା। କେହି ଜଣେ ବ୍ୟକ୍ତି ଫୋନ କରି ଏ ସଂକ୍ରାନ୍ତରେ ମୁମ୍ବାଇ ପୋଲିସକୁ ସୂଚନା ଦେବା ପରେ ହଇଚଇ ସୃଷ୍ଡି ହୋଇଛି। ବର୍ତ୍ତମାନ…

ଚକ୍ ଦେ ଇଣ୍ଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ହକି ଟିମ୍ । ୪୧ବର୍ଷ ପରେ ଭାରତକୁ ମିଳିଛି ଅଲିମ୍ପିକ୍ସ ପଦକ । ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପଦକ ହାତେଇ ନେଇଛି ଟିମ୍ ଇଣ୍ଡିଆ । ସେପଟେ ମହିଳା ହକି ଟିମ୍‌ର ଭଲ ପ୍ରଦର୍ଶନ ଥିଲେ ବି…

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ସିପିଏମ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଟିପାରେ ବଡ ଧରଣର ପରିବର୍ତ୍ତନ । ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ଥିବା ସିପିଏମ । ଏନେଇ ସୂଚନା ଦେଇଛନ୍ତି ସିପିଏମ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର । ଏପରିକି ବିଜେପି ସହ ଟିଏମସିକୁ ତୁଳନା କରିବା…

ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ, ଚୀନ

ଲଦାଖ: ଲଦାଖର ଗୋଗ୍ରା ଶିଖରରୁ ଆଜି ଭାରତ ଏବଂ ଚୀନ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଶନିବାର ୧୨ତମ କୋର କମାଣ୍ଡରସ୍ତରୀୟ ବୈଠକରେ ଏ ନେଇ ନିଷ୍ପତି ନିଆ ଯାଇଥିଲା । ୪ ତାରିଖରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଉଭୟ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସୈନ୍ୟ…

ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ…

ନେପାଳ ସୀମା ନିକଟରୁ ଜବତ ହେଲା ୬୮୬ କୋଟି ଟଙ୍କାର ନିଶା ଦ୍ରବ୍ୟ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସ ଏବଂ ସୀମା ସୁରକ୍ଷା ବଳକୁ ଆଜି ବଡ ସଫଳତା ହାତ ଲାଗିଛି । ନେପାଳ ସୀମା ନିକଟରେ ଥିବା ମହାରାଜଗଂଜ ଜିଲ୍ଲାରେ ୬୮୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ଆନ୍ତର୍ଜାତୀୟ ତସ୍କରଙ୍କ ପର୍ଦ୍ଦାଫାସ ହୋଇଛି । ଏହି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ନେପାଳକୁ…

ବିଗ୍‌ ବସ୍‌ ଓଟିଟିରେ ନଜର ଆସିବେ ଅଭିନେତ୍ରୀ ଶମିତା

ନୂଆଦିଲ୍ଲୀ: ଟେଲିଭିଜନ ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ 'ବିଗ୍ ବସ୍ ୧୫' କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ଶୋ ପୂର୍ବପରି ଟିଭିରେ ସିଧାସଳଖ ଷ୍ଟ୍ରିମ୍ ହେବ ନାହିଁ। ଏହା ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।…

ସେପ୍ଟେମ୍ବର ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ରୋକିବାକୁ ‘ହୁ’ର ପରାମର୍ଶ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଧନୀ ଦେଶମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଟିକାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି। ଏହା ଗରିବ ଦେଶମାନଙ୍କୁ ଏହାର ଡୋଜ ପାଇବାରେ ସାହାଯ୍ୟ କରିବ। ହୁ ମୁଖ୍ୟ କହିଛନ୍ତି ଯେ, ଶହ ଶହ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜକୁ…