Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକା ନେଇଥିବା ଲୋକଙ୍କୁ ସପିଂ ଓ ପିଜା ଅର୍ଡର୍‌ ବେଳେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ଏସବୁ ଉଚ୍ଚମାନର ସୁବିଧା। ଟିକା ନେଇଥିବା ଲୋକଙ୍କୁ ସପିଂ ଭାଉଚର୍‌ଠୁ ଆରମ୍ଭ କରି ପିଜା ରିହାତି ଉବର ରିମାଇଣ୍ଡର୍ ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ପ୍ରଦାନ କରାଯିବ। ବ୍ରିଟେନରେ ଟିକା ନେଇଥିବା ଲୋକଙ୍କୁ ମିଳିବ ଏସବୁ ସୁବିଧା। ବ୍ରିଟେନ “ ଭାଉଚର୍‌ ଫର୍‌…

ଅଗଷ୍ଟରେ ଭାରତକୁ ହିଟ୍‌ କରିପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ମହାମାରୀ ତୃତୀୟ ତରଙ୍ଗ ଅଗଷ୍ଟରେ ଭାରତରକୁ ଛୁଇଁପାରେ ଏବଂ ଅକ୍ଟୋବରରେ ଶିଖର ଛୁଇଁପାରେ ବୋଲି ଆକଳନ କରାଯାଇଛି। ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ପ୍ରଫେସର ମଥୁକୁମାଲ୍ଲୀ ବିଦ୍ୟାସାଗର ଏବଂ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସୁପାରିସ

ରାଞ୍ଚି : ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ତଦନ୍ତ ଲାଗି ସୁପାରିସ କରିଛନ୍ତି । ଏହି ଘଟଣା ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ…

ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କ୍ବାର୍ଟର ଫାଇନାଲରେ ଭାରତୀୟ ପୁରୁଷ ହକି ଟିମର ଦମଦାର ବିଜୟ । ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ତେବେ ଭାରତୀୟ ପୁରୁଷ ଟିମର ବିଜୟରେ ଖୁସି ମନାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି…

ସେମିରେ ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା କ୍ବାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିପାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଭାରତ ମୁକାବିଲା ବେଲଜିୟମ ସହ ହେବ । ଆସନ୍ତା ବୁଧବାର ଏହି ମ୍ୟାଚ…

ଆସନ୍ତାକାଲିଠୁ ପଞ୍ଜାବ, ଉତ୍ତରାଖଣ୍ଡ ଓ ଛତିଶଗଡରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ଅନେକ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି କ୍ରମରେ ଆସନ୍ତାକାଲିଠୁ ପଞ୍ଜାବ, ଉତ୍ତରାଖଣ୍ଡ ଓ ଛତିଶଗଡରେ ଖୋଲିବ ସ୍କୁଲ । ଏ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ଏହି ତିନି ରାଜ୍ୟର ସରକାର । ପଞ୍ଜାବ ସରକାରଙ୍କ…

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ…

ସ୍ପୁନ୍‌ର ଦାମ୍‌ ୨ ଲକ୍ଷ!

ଲଣ୍ଡନ: ନିକଟରେ ଲଣ୍ଡନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣେ ବ୍ୟକ୍ତିଙ୍କ ଜୀବନ ରାତାରାତି ବଦଳେଇଦେଇଛି। ନିକଟରେ ଜଣେ ବ୍ୟକ୍ତି ଲଣ୍ଡନ ରାସ୍ତାରେ ଏକ କାର୍ ବୁଟ୍ ବିକ୍ରୟରୁ ମାତ୍ର ୯୦ ପଇସା ଦେଇ ଏକ ପୁରୁଣା ପତଳା ଚାମଚ କିଣିଥିଲେ ଏବଂ ପରେ ଏହାକୁ ଅନଲାଇନ୍…

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁଏନଏସସି ବୈଠକରେ ଅଧ୍ୟକ୍ଷତା କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା କରିପାରନ୍ତି। ଏ ନେଇ ଜାତିସଂଘରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ସୟଦ ଆକବରଉଦ୍ଦିନ କହିଛନ୍ତି। ପ୍ରଧାନମନ୍ତ୍ରୀ ବୋଧହୁଏ ୯ ଅଗଷ୍ଟ ୨୦୨୧ ରେ…