Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ମାନସମନ୍ଥନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା…

ତୁଳସୀକୁ ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର

ଜାମସେଦପୁର : ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା । ରାସ୍ତା କଡରେ ବସି ଆମ୍ବ ବିକ୍ରି କରୁଥିବା ୮ବର୍ଷର ଝିଅ ତୁଳସୀକୁ ମିଳିଛି ୧୨ଟି ଆମ୍ବର ଅ।କ।ଶଛୁଆଁ ମୂଲ୍ୟ । ଖାଲି ସେତିକିି ନୁହେଁ ଅର୍ଥ ସହିତ ଗୋଟିଏ ମୋବାଇଲ ଆଉ ୨ ବର୍ଷର ମାଗଣା ଇଣ୍ଟରନେଟ ବି ଦିଆଯାଇଛି । ସୋସିଆଲ ମିଡିଆ…

ବେଙ୍ଗଲରେ ଏନଏଚଆରସି ଟିମ ଉପରେ ଆକ୍ରମଣ

କୋଲକାତା: ନିର୍ବାଚନ ପରବର୍ତୀ ହିଂସା ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ଜାତୀୟ ମାନବଧିକାର କମିଶନ (ଏନଏଚଆରସି) ଟିମ ଉପରେ ପଶ୍ଚିମବଙ୍ଗରେ ଆକ୍ରମଣ ହୋଇଛି । ଯାଦବପୁର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିର୍ବାଚନ ପରେ ଏଠାରେ ୪୦ରୁ ଊର୍ଦ୍ଧ୍ୱ ଘର ଧ୍ୱଂସ ପାଇଥିଲା । ଏହାକୁ…

ବାହାଘର ପୋଷାକ ପିନ୍ଧି ଭାନେସା ଦୌଡିଲେ ୨୮୫ କିମି, କାରଣ ଜାଣିଲେ ପ୍ରଶଂସା କରିବ !

ନ୍ୟୁୟର୍କ: ନ୍ୟୁୟର୍କର ୪୭ ବର୍ଷୀୟା ଭାନେସା ବାହାଘରର ପୋଷାକ ପିନ୍ଧି ୨୮୫ କିଲୋମିଟର ଦୌଡୁଛନ୍ତି । ଏହି ରେସ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୨ ସପ୍ତାହ ସମୟ ଲାଗିଥିଲା । । ଘରୋଇ ହିଂସାର ପ୍ରତାଡିତ ଲୋକଙ୍କ ସାହାଯ୍ୟ ଏବଂ ଏଥିନେଇ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି ନିଆରା ଶୈଳୀ…

ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ

ଜାମ୍ମୁ : ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ । ଡ୍ରୋନ ସହାୟତାରେ ଯେଉଁଭଳି ଭାବେ ଅସ୍ତ୍ରଶସ୍ତ୍ର ପରିବହନ କରାଯାଇ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି, ସେଥିପ୍ରତି କଡା ଦୃଷ୍ଟି ଦେବାକୁ ଜାତିସଂଘରେ ଦାବି କରିଛି ଭାରତ । ଗୃହ ବ୍ୟାପାର…

ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢାଇଲାଣି ସାଇଟୋମେଗାଲୋ ଭାଇରସ୍‌

ନୂଆଦିଲ୍ଲୀ: ବ୍ଲାକ୍‌ ଫଙ୍ଗସ ପରେ ଏବେ ଚିନ୍ତା ବଢାଇଲାଣି ଆଉ ଏକ ନୂଆ ସଂକ୍ରମଣ। ବ୍ଲାକ୍‌ ଫଙ୍ଗସ ପରେ ଏବେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସାଇଟୋମେଗାଲୋ ନାମକ ନୂଆ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ କୋଭିଡ ରୋଗୀଙ୍କଠାରେ ସାଇଟୋମେଗାଲୋ ଭାଇରସର (ସିଏମ୍‌ଭି)…

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ମାସ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଗ୍ରାଫ୍ଟ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ମନା କରିବା ପରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଯାକୋବ ଜୁମାଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ୧୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି କହିଛନ୍ତି, “ଶ୍ରୀ ଜୁମା କୋର୍ଟର…

ଏହି ରାଜ୍ୟରେ ଜୁଲାଇ ୧୦ ଯାଏ ବଢିଲା କରୋନା କଟକଣା

ନୂଆଦିଲ୍ଲୀ: ଭୟ ବଢାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଙ୍ଗଳବାର ଦିନ କରୋନା କର୍ଫୁଁକୁ ଜୁଲାଇ ୧୦ ଯାଏ ବୃଦ୍ଧି କରିଛନ୍ତି। ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟର ଅଧିକ ମାମଲା ରୁଜୁ ହୋଇଛି। ତେବେ ସିଏମ୍‌ ଅମରିନ୍ଦର ସିଂ କିଛିଟା ‌କୋହଳ ମଧ୍ୟ…

କୋଭିଶିଲ୍ଡ ନେଇଥିବା ଭାରତୀୟ ଯାଇପାରିବେ ସ୍ୱିଜରଲ୍ୟାଣ୍ଡ!

ନୂଆଦିଲ୍ଲୀ: ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକକୁ ହଟାଇବାକୁ ଘୋଷଣା କରିଛି ସ୍ୱିଜରଲ୍ୟାଣ୍ଡ। କିଛି ସର୍ତ୍ତାବଳୀକୁ ଅନୁସରଣ କରି ବିଦେଶକୁ ଯାଇପାରିବେ ଭାରତୀୟ। ଏ ନେଇ ସ୍ୱିସ୍ ସରକାରଙ୍କ ଦ୍ବାରା  ଜାରି ଏକ ବିବୃତ୍ତିରେ କୁହାଯାଇଛି। ସେହି ବର୍ଗର ଲୋକ ସ୍ୱିଜରଲ୍ୟାଣ୍ଡ  ଯାଇପାରିବେ…

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ। ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ…