Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ହୁ’ର ଚେତାବନୀ; ତୃତୀୟ ତରଙ୍ଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନା ତୃତୀୟ ତରଙ୍ଗକୁ ଲୋକେ ଗମ୍ଭୀରତାର ସହ ନେଉନାହାନ୍ତି। ସାମାଜିକ ମିଳାମିଶା କରୁଛନ୍ତି, ମାସ୍କ ପିନ୍ଧୁନାହାନ୍ତି, କରୋନା ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହେଉଥିବା ବେଳେ ଏ ନେଇ ନିକଟରେ କେନ୍ଦ୍ରସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଏହାରି ଭିତରେ ହୁର ଆଉ ଏକ…

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ…

ଦାନ୍ତ ପାଇଁ ଗଲା ମହିଳାଙ୍କ ଜୀବନ

ଚେନ୍ନାଇ: ନିଜ ଦାନ୍ତକୁ ଗିଳି ମୃତ୍ୟୁମୁଖରେ ପଡ଼ିଲେ ମହିଳା। ପାଣି ପିଇବା ସମୟରେ ଭୁଲରେ ନିଜର କୃତ୍ରିମ ଦାନ୍ତକୁ ଗିଳି ଦେବା ପରେ ଗତ ସପ୍ତାହରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଚେନ୍ନାଇରୁ ଏଭଳି ଏକ ବିଚଳିତ କଲା ଭଳି ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ…

ବଢୁଛି ଜିକା ଭାଇରସ୍‌ ଭୟ; ଆଉ ୫ ମାମଲା ଚିହ୍ନଟ

ଥିରୁଅନନ୍ତପୁରମ୍‌: କରୋନାର ଭିନ୍ନ ଭିନ୍ନ ରୂପ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ କେରଳରେ ଦେଖାଦେଇଥିବା ଜିକା ଭାଇରସ୍‌ ଲୋକଙ୍କ ମନରେ ଭୟ ସଂଚାର କରିଛି। ଗୁରୁବାର ଦିନ କେରଳରୁ ଆଉ ୫ଟି ଜିକା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ…

ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଡେଲ୍‌ଟା ପ୍ରଜାତି ହିଁ ଦେଶରେ ଏକମାତ୍ର ଚିନ୍ତାର କାରଣ; ରିପୋର୍ଟ

ନୂଆଦିଲ୍ଲୀ:ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଡେଲ୍‌ଟା ପ୍ରଜାତି ଶକ୍ତିଶାଳୀ ହୋଇଚାଲିଥିବା ବେଳେ ଏହାପରେ ଡେଲଟା ପ୍ଲସ୍‌ ପ୍ରଜାତିକୁ ନେଇ ଚିନ୍ତା ବଢିଯାଇଛି। ତେବେ କରୋନାର ଡେଲ୍‌ଟା ପ୍ରଜାତିକୁ ନେଇ ଏବେ ଏକ ଆଶ୍ବସ୍ତକର ଖବର ଆସିଛି। ଡେଲଟା…

ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ

ନୂଆଦିଲ୍ଲୀ: ମାଳଦ୍ୱୀପ ଭ୍ରମଣରେ ଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଖୁସି ଖବର। ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ। ମାଳଦ୍ୱୀପ ଭାରତୀୟ ପର୍ଯ୍ୟଟକଙ୍କ ଏକ ପ୍ରିୟ ପର୍ଯ୍ୟଟନ ସ୍ଥଳୀ। ନିଜ ଖାଲି ସମୟ କଟାଇବା ଲାଗି ଏହି ସ୍ଥାନ ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ।…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା । ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଆସନ୍ତା ୧୮ ତାରିଖରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା…

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି…

ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାରୀ ନଳିନୀ

ତାମିଲନାଡୁ : ଦୀର୍ଘକାଳୀନ ପାରୋଲରେ ଯିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ସଜା ଭୋଗୁଥିବା ନଳିନୀ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନିକଟକୁ ପତ୍ର ଲେଖିଛନ୍ତି ନଳିନୀ । ସେ କହିଛନ୍ତି, ତାଙ୍କ ସହ ସ୍ବାମୀ ତଥା ଅନ୍ୟତମ ଦୋଷୀ…

ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୮ ତାରିଖରେ ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ…