Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭାକ୍ସିନ ଟିକା ୭୮% ପ୍ରଭାବୀ, ଡେଲଟା ଭାରିଆଣ୍ଟ ଉପରେ ୬୫.୨% କାମ କରୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ୭୮ ପ୍ରତିଶତ ପ୍ରଭାବୀ କୋଭାକ୍ସିନ ଟିକା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ସାମନାକୁ ଆସିଛି । କରୋନା ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଟିକା ୭୭.୮ ପ୍ରତିଶତ ପ୍ରଭାବୀ । ସେହିପରି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଖତରନାକ୍ ଡେଲଟା…

କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ସତପାଲ ମହାରାଜ

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାଓ୍ୱତଙ୍କ ଇସ୍ତଫା ଦେଇଛନ୍ତି । କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ବହୁ ନେତାଙ୍କ ନାଁ ଆସୁଛି । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏବେ ବାହାରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ…

୧୧୫ ଦିନର CM: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତୀରଥ ସିଂହ ରାଓ୍ୱତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାଓ୍ୱତ । ମାତ୍ର ୧୧୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଗତକାଲି ରାତି ୧୧ଟା ବେଳେ ସେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟଙ୍କୁ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ନିଜ…

ଉତରାଖଣ୍ଡରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂ

ଡେରାଡୁନ: ଉତରାଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି । ୪ମାସ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ନ ଥିବା ମୁଖ୍ୟମନ୍ତ୍ରୀ ତୀରଥ ସିଂ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଥିପାଇଁ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରିବା ପରେ ସେ ଏହି…

ପଞ୍ଜାବରେ ତୀବ୍ର ସଙ୍କଟ ସୃଷ୍ଟି କଲା ବିଦ୍ୟୁତ ଅଭାବ

ପଞ୍ଜାବ : ପଞ୍ଜାବରେ ବିଦ୍ୟୁତ ଅଭାବ ସୃଷ୍ଟି କରିଛି ତୀବ୍ର ସଙ୍କଟ । ପ୍ରବଳ ଗରମ ଓ ବିଦ୍ୟୁତ ଅଭାବ ଯୋଗୁ ନୂଆ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏଣିକି ସରକାରୀ ଅଫିସ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଏହି…

ଏଣିକି ଗର୍ଭବତୀ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନାର ଭୟାବହତା ଭିତରେ ଗର୍ଭବତୀଙ୍କୁ ଆଶ୍ବସ୍ତି । ଏବେ କରୋନା ଟିକା ନେବେ ଗର୍ଭବତୀ । ଏନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ବିଭିନ୍ନ ଆଲୋଚନା ଓ ତର୍ଜମା ପରେ…

ଏମଏସଏମଇରେ ସାମିଲ ହେଲେ ରିଟେଲର ଓ ହୋଲସେଲ୍ ବ୍ୟବସାୟୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭଳି ବିପତ୍ତି ସମୟରେ ଅଧିକ ପ୍ରଭାବିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଆଉ ଏବେ ଏହି କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରିଟେଲର ଓ ହୋଲସେଲ୍ ବ୍ୟବସାୟୀଙ୍କୁ ଏମଏସଏମଇରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି…

ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ!

ନୂଆଦିଲ୍ଲୀ: ଏଣିକି ସ୍କୁଲ୍‌ରେ ବି କରାଯିବ କରୋନା ଟେଷ୍ଟ! ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ୍‌ କରିଛି। 'ହୁ' କହିଛି ଯେ ରିମୋଟ୍ ଶିକ୍ଷାର “କ୍ଷତିକାରକ” ପ୍ରଭାବକୁ ଏଡାଇବା ପାଇଁ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯିବା ଉଚିତ। କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ଟେଷ୍ଟର…

କୋଭିଡ ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : କରୋନା ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଓଡ଼ିଶା ସମେତ ୬ଟି ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟ ଯେଉଁ ରାଜ୍ୟକୁ ଏହି ଟିମ ଯିବ ସେଗୁଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର । କୋଭିଡ ସ୍ଥିତିର ସମୀକ୍ଷା…

ପାକିସ୍ତାନରେ ବ୍ୟାନ୍‌ ହେଲା ଟିକ୍‌ଟକ୍‌!

ଇସଲାମାବାଦ: ପାକିସ୍ତାନର ଏକ ହାଇକୋର୍ଟ ସୋମବାର ଚାଇନାର ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍‌ଟକ୍‌କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଲୋକମାନଙ୍କ ମଦ୍ୟରେ ଅନୈତିକତା ବିସ୍ତାର କରୁଥିବା କହିଛନ୍ତି କୋର୍ଟ। ସିନ୍ଧ ହାଇକୋର୍ଟ ପାକିସ୍ତାନ…