Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି

କୋଲକାତା : ମମତା ବନାମ ମୋଦି । ବାତ୍ୟା ୟାସ୍‌ ପ୍ରଭାବରେ କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଲାଇକୁଣ୍ଡାରେ ଡକାଯାଇଥିବା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି । ପ୍ରଧାନମନ୍ତ୍ରୀ ୩୦…

ମ୍ୟୁଜିକ ଥେରାପୀ: ରଫୀଙ୍କ ଗୀତ ଶୁଣିବା ପରେ ଫେରିଲା ସ୍ମରଣଶକ୍ତି

ରାଜକୋଟ: ସଙ୍ଗୀତ ଶୁଣିବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ଅନେକ ସ୍ଥାନରେ ମ୍ୟୁଜିକ ଥେରାପୀ ବ୍ୟବହାର କରାଯାଇ ମାନସିକ ଚାପଗ୍ରସ୍ତଙ୍କୁ ସୁସ୍ଥ କରା ଯାଇଥାଏ । ରାଜକୋଟରେ ୮୦ ବର୍ଷୀୟ ତୁଳସୀଦାସ କରୋନା ସଂକ୍ରମଣ ହେବା ସହ…

CMS ର ବ୍ରାଣ୍ଡ୍‌ ଆମ୍ବାସାଡାର ପଦରୁ ହଟିଲେ ଅଭିନେତା ରଣଦୀପ ହୁଡା

ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍‌ଜର୍‌ଭେସନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପେସିଶ୍‌ ଅଫ୍‌ ୱାଇଲ୍ଡ ଆନିମଲ୍‌ସ (CMS)ର ବ୍ରାଣ୍ଡ୍‌…

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ…

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୧ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭାଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର…

ଜୁନ୍‌ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ DGCA ଶୁକ୍ରବାର ଦିନ ଘୋଷଣା କରିଛି ଯେ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନ ୩୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ…

ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ହେଲା ମୂଲ୍ୟ ଧାର୍ଯ୍ୟ; ଜୁନ୍‌ରେ ହୋଇପାରେ ଲଞ୍ଚ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ଫାର୍ମା ପ୍ରମୁଖ ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ନିର୍ଦ୍ଧାରଣ କରାଯାଇଛି। ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ସରକାରୀ ଡାକ୍ତରଖାନା ଦ୍ୱାରା ରିହାତି ମୂଲ୍ୟରେ ଏହି ଔଷଧ ଯୋଗାଇ ଦିଆଯିବ…

ମେ ୩୧ରୁ ଦିଲ୍ଲୀରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: କରୋନା ମାମଲା ମାମଲା ହ୍ରାସ ପାଉଥିବାରୁ ଆସନ୍ତା ସୋମବାର ଅର୍ଥାତ୍‌ ମେ ୩୧ରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନଲକ୍ ପର୍ଯ୍ୟାୟକ୍ରମେ କରାଯିବ। ସୋମବାର ଠାରୁ ଜାତୀୟ ରାଜଧାନୀର…

ନାରଦା ସ୍କାମ; ଗିରଫ ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଏଚ୍‌ସି

କୋଲକାତା: କଲିକତା ହାଇକୋର୍ଟ ଚାରିଜଣ ରାଜନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏଥିରେ ନାରଦା ମାମଲାରେ ଗିରଫ ହୋଇଥିବା ଦୁଇଜଣ ବଙ୍ଗୀୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ଚାରିଜଣ ବଙ୍ଗୀୟ ନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁକ୍ରବାର…

ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି। ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ…