Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ ସେଥିରୁ ୯୫ ପ୍ରତିଶତ ନିଜ ରୋଗକୁ ନେଇ ଅଜ୍ଞ । ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧…

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…

କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀକୁ ସ୍ଥଗିତ ରଖିଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ଭରତ ବାୟୋଟେକ୍‌ କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରସ୍ତାବିତ କ୍ଲିନିକାଲ୍ ପରୀକ୍ଷା ଏବଂ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଅନୁରୋଧ ସ୍ଥଗିତ ରଖିବା ପରେ ବ୍ରାଜିଲ ବର୍ତ୍ତମାନ କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ବ୍ରାଜିଲର…

୧୩୨ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ଜେନେଭା: ୧୩୨ ଦେଶକୁ ବ୍ୟାପିଲାଣି କୋଭିଡ୍‌ ପ୍ରମୁଖ ପ୍ରଜାତି ଡେଲ୍‌ଟା। ଗତ ସପ୍ତାହରେ ସମଗ୍ର ବିଶ୍ବରେ କୋଭିଡ୍‌ ମାମଲା ରିପୋର୍ଟ ୩.୮ ନିୟୁତରୁ ଅଧିକ ଥିଲା। ଯାହା ପୂର୍ବ ସପ୍ତାହ ତୁଳନାରେ ୮% ବୃଦ୍ଧି ହୋଇଛି ବୋଲି ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ରିପୋର୍ଟ କରିଛି। ବିଶ୍ୱ…

କେରଳରେ କରୋନା ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: କେରଳରେ କ‌ୋଭିଡ୍‌ ସ୍ଥିତି ଉଦ୍‌ବେଗଜନକ। ଦେଶରେ ଅଧା ମାମଲା କେରଳରୁ ଆସୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧି ହେତୁ ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବା ନେଇ ସରକାର ଘୋଷଣା କରିଛନ୍ତି। ନ୍ୟାସନାଲ…

ଏବେ ବି ରେଡ୍‌ ଲିଷ୍ଟରେ ଭାରତ; ଭାରତୀୟ ଯାତ୍ରୀଙ୍କ ପାଇଁ କୋହଳ ହେବନି ନିୟମ

ନୂଆଦିଲ୍ଲୀ: ୟୁଏସ୍‌ ଏବଂ ୟୁରୋପୀୟ ୟୁନିଅନ୍ (ଇୟୁ) ଦେଶଗୁଡିକର ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପରେ ୧୦ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରୁ ଦୂରେଇ ରହିପାରିବେ। କିନ୍ତୁ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଭାରତ ଏବେ ବି ରେଡ୍‌…

୩ ଲକ୍ଷ ଫାଇନ୍‌ ଦେବେ ରାଜ୍‌ ଓ ଶିଳ୍ପା

ମୁମ୍ବାଇ: ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ୩ ଲକ୍ଷ ଫାଇନ୍‌ ଦେବେ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଏହାର ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଅଭିଯୋଗରେ…

ଟିକା ନେଲେ ମିଳିବ ୧୦୦ ଡଲାର

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭୪୦୦ ଟଙ୍କା। ଆମେରିକା ସରକାର ଆମେରିକାର ଏକ ନିଦ୍ଦିଷ୍ଟ ସହରର ନାଗରିକଙ୍କ ପାଇଁ ଏମିତି ଏକ ଅଫର୍‌ ଆଣିଦେଇଛନ୍ତି। ନ୍ୟୁୟର୍କ ସିଟି ବାସିନ୍ଦାଙ୍କୁ ପ୍ରତି ଟିକାକରଣ ପାଇଁ ୧୦୦ ଡଲାର ପ୍ରଦାନ କରାଯିବ। କରୋନାର…

୭୦ ନିୟୁତ ପାର୍‌ କଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ:ରେକର୍ଡ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏକ ସଫଳତା ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବୁଧବାର ପିଏମ୍‌ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ୭୦ ନିୟୁତ ଫଲୋଅର୍ସ ଅତିକ୍ରମ କରିଛି। ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ସକ୍ରିୟ ରାଜନେତା ଭାବରେ…

ଆସନ୍ତାକାଲି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣାକୁ ପୂରିଲା ଏକ ବର୍ଷ । ଏହି ଅବସରରେ ଆସନ୍ତାକାଲି ଶିକ୍ଷା ଓ କୌଶଳ ବିକାଶର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ କେତେକ…