Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଲିମ୍ପିକ୍ସ ୧୦୦ ମିଟର ହିଟରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଭଲ ପ୍ରଦର୍ଶନ ସତ୍ତ୍ୱେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ ଚାନ୍ଦ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ନେଇଥିଲେ ୧୧.୫୪…

ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଲଭଲିନା

ଟୋକିଓ: ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକଠାରୁ ପାଦେ ଦୂରରେ ମହିଳା ବକ୍ସର ଲଭଲିନା ବୋରଗୋହେନ । ୬୪-୬୯ କିଲୋ ବର୍ଗ କ୍ୱାର୍ଟର ଫାଇନାଲରେ ତାଇପେଇର ପୂର୍ବତନ ବିଶ୍ୱ ଚାମ୍ପିଅନ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଲଭଲିନା ।…

ଆଉ କେଇ ମିନିଟରେ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକକୁ ଓହ୍ଲାଇବେ ଦୂତୀ

ଟୋକିଓ: ଆଉ କିଛି ମିନିଟର ଅପେକ୍ଷା । ଟୋକିଓ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭାରତୀୟ ସମୟ ସକାଳ ୯ଟା ୧୭ ମିନିଟରେ ଶହେ ମିଟର ଟ୍ରାକରେ ଭାଗ୍ୟ ପରୀକ୍ଷା କରାଇବେ ଦୂତୀ ଚାନ୍ଦ । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା,…

ଅଲିମ୍ପିକ୍ସ ତୀରନ୍ଦାଜ: ପଦକ ଅଭିମୁଖେ ପାଦ ବଢ଼ାଉଛନ୍ତି ଦୀପିକା କୁମାରୀ

ଟୋକିଓ: ତୀରନ୍ଦାଜରେ ପଦକ ଆଶା ଦେଖାଇଲେ ଭାରତୀୟ ତୀରାନ୍ଦାଜୀ ଦୀପିକା କୁମାରୀ । ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ୱର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ତୀରନ୍ଦାଜୀ । ମହିଳା ଏକକ ବର୍ଗର ରାଉଣ୍ଡା ୧୬ରେ ରୁଷିଆର ସେନିଆ ପେରୋଭାଙ୍କୁ ସୁଟଆଉଟରେ ୬-୫ରେ ପରାସ୍ତ କରି…

ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ପରେ ଭୂସ୍ଖଳନ

ଭୁବନେଶ୍ୱର : ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା । ପ୍ରବଳ ବର୍ଷା ଯୋଗୁ ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ଆସିଛି । ପରିସ୍ଥିତି ଏପରି ଭୟଙ୍କର ହୋଇଛି ଯେ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜତ କରାଯାଇଛି । ବନ୍ୟା ବିଭୀଷିକାର ଭିଡ଼ିଓ ସୋସିଆଲ ମିଡିଆରେ…

ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବି ନିର୍ଦ୍ଦେଶକ ଦାୟିତ୍ବ

ନୂଆଦିଲ୍ଲୀ : ଓଡିଆ ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ନୂଆ ଦାୟିତ୍ବ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ୍…

ମେଡିକାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ, ଓବିସିଙ୍କୁ ୨୭% ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ୧୦%

ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ କେନ୍ଦ୍ର ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ । ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅନ୍ୟାନ୍ୟ ଅନଗ୍ରସର ଶ୍ରଣୀ ବା ଓବିସିଙ୍କ ନାଇଁ ୨୭ ପ୍ରତିତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ…

କେରଳରେ ଚିନ୍ତା ବଢ଼ାଇଲା ଭାଇରସ, ଘୋଷଣା ହେଲା ଲକଡାଉନ୍

କେରଳ : କେରଳରେ ବଢ଼ିଲା କଟକଣା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି…

କୈଳାଶ ମନ୍ଦିରରେ ଏଲିଆନ୍ସ ରହସ୍ୟ

ଭୁବନେଶ୍ୱର : ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ…

ଚର୍ଚ୍ଚାରେ ଭରେନିକା ଆଉ ବିଶାଳକାୟ ଭାଲୁର ବନ୍ଧୁତା

ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି ।…