Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦର୍ଶନ କରିବି କାଳିଆକୁ .. ..

ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି…

ଆଫ୍‌ଗାନ ହାସ୍ୟ ଅଭିନେତାଙ୍କୁ ହତ୍ୟା; ତାଲିବାନକୁ ଦାୟୀ କଲା ପରିବାର

ନୂଆଦିଲ୍ଲୀ: ତାଲିବାନ ଓ ଆଫ୍‌ଗାନିସ୍ତାନରେ ମଧ୍ୟରେ ବିବାଦ ଚରମ ସ୍ତରରେ ପହଞ୍ଚିଛି। ଏହା ଭିତରେ ଆଫ୍‌ଗାନର ଜଣେ ହାସ୍ୟ ଅଭିନେତା ନାଜର ମହମ୍ମଦ ଆକା ଖଶା ଜୱାନଙ୍କୁ ତାଲିବାନ ହତ୍ୟା କରିଥିବା ସୂଚନା ମିଳିଛି। କିନ୍ତୁ ତାଲିବାନ ଏହି ଅଭିଯୋଗ ପ୍ରତ୍ୟାଖାନ କରିଛି। ହାସ୍ୟ ଅଭିନେତାଙ୍କ…

ଲୋକ ସଭାରେ ହଟ୍ଟଗୋଳ, କାଗଜଫିଙ୍ଗା ଯୋଗୁ ନିଲମ୍ବିତ ହୋଇପାରନ୍ତି ୧୦ ଏମପି !

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ଏପରିକି କେତେକ କଂଗ୍ରେସ ଏମପି ଗୃହରେ କାଗଜ ଚିରି ଫିଙ୍ଗିଥିଲେ । ଗୃହରେ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ…

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…

ଆଷ୍ଟ୍ରାଜେନେକା ଟିକାରେ ରକ୍ତ ଜମାଟ ବାନ୍ଧିବାର ବିପଦ ନାହିଁ; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟିଶ-ସ୍ୱିଡେନ ଔଷଧ ନିର୍ମାତା ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ଏକ ଅଧ୍ୟୟନ ଅନୁଯାୟୀ, ଆଷ୍ଟ୍ରାଜେନେକା କରୋନା ଟିକା ପ୍ରଥମ ଡୋଜ ପରେ ବିରଳ ରକ୍ତ ଜମାଟ ବାନ୍ଧିବାର ବିପଦ ରହିଛି କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କୌଣସି ରକ୍ତ ଜମାଟ ବାନ୍ଧୁଥିବା ସଦ୍ୟ ତଥ୍ୟରୁ…

ଚୀନର ଆଉ ଏକ ଆଣବିକ ମିସାଇଲ ବେସ ଠାବ କଲା ଏଫଏଏସ

ୱାଶିଂଟନ: ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟ (ଏଫଏଏସ) ଚୀନର ଏକ ନ୍ୟୁକ୍ଲିୟର ମିସାଇଲ ବେସ ଠାବ କରିବାରେ ସଫଳ ହୋଇଛି । ସୁପର ପାୱାର ହେବା ଲକ୍ଷ୍ୟରେ ଚୀନ ଆଣବିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଲାଗିଛି । ଚୀନର ପୂର୍ବ ସିଜିଆଙ୍ଗ ପ୍ରଦେଶର ହାମିଠାରେ ଉପଗ୍ରହ ଫଟୋ ମାଧ୍ୟମରେ ଏହି…

୪୮% ଅଭିଭାବକ ପିଲାମାନଙ୍କୁ ସ୍କୁଲ୍‌ ପଠାଇବାକୁ ଚାହୁଁନାହାନ୍ତି

ନୂଆଦିଲ୍ଲୀ: ଅନେକ ସ୍ଥାନରେ କୋଭିଡ୍‌ ସଂକ୍ରମଣ ମାମଲା ହ୍ରାସ ପାଇଛି। ତଥାପି କିଛି ରାଜ୍ୟରେ ସ୍ଥିତି ଉଦ୍‌ବେଗକଜନକ ରହିଛି। କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଅନିଶ୍ଚିତତା ସ୍କୁଲ ଖୋଲିଛି। ସ୍କୁଲ୍‌ରେ ପିଲାମାନଙ୍କ ଉପସ୍ଥାନ କମ୍‌ ରହିଛି। ଅନ୍‌ଲାଇନ୍‌ ପ୍ଲାଟଫର୍ମ ଦ୍ୱାରା…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ବୁଧବାର ଅଶ୍ଳୀଳ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ଅଶ୍ଳୀଳତା ମାମଲାରେ…

ଚର୍ଚ୍ଚାରେ କେରଳର ଏହି ଚର୍ଚ୍ଚର ଘୋଷଣା

ନୂଆଦିଲ୍ଲୀ: ୟୁପି ଏବଂ ଆସାମ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଉଠାଉଥିବା ବେଳେ କେରଳ ଏକ ଚର୍ଚ୍ଚର ଘୋଷଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ସିରୋ ମାଲାବାର କ୍ୟାଥଲିକ ଚର୍ଚ୍ଚ ୫ରୁ ଅଧିକ ସନ୍ତାନ ଥିବା ଖ୍ରୀଷ୍ଟିଆନ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରାଯିବ ।…