Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଷ୍ଟେରଏଡର ଅପବ୍ୟବହାର ମ୍ୟୁକରମାଇକୋସିସ୍ ସଂକ୍ରମଣର କାରଣ: ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବଢ଼ିଛି । ଏହି ସମୟରେ ଫଙ୍ଗାଲ୍ ଓ ବ୍ୟାକ୍ଚେରିଆଲ୍ ସଂକ୍ରମଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ମହାମାରୀ କରୋନା ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ ଭୂତାଣୁ…

ବାତ୍ୟା ତାଉ’ତେ; ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ମେ ୧୬ ଯାଏ ବନ୍ଦ

ମୁମ୍ବାଇ: ସୂଚନା ଅନୁଯାୟୀ ମୁମ୍ବାଇରେ ବାତ୍ୟା ତାଉ'ତେ ପ୍ରଭାବର ଆଶଙ୍କା ନେଇ ବିଏମସି କରୋନା ଟିକାକରଣ ଅଭିଯାନକୁ ସ୍ଥଗିତ ରଖିଛି। ମେ ୧୫ ଏବଂ ୧୬ ରେ ସରକାରୀ ଟିକାକରଣ କେନ୍ଦ୍ର ବନ୍ଦ ରହିବ। “୨ରୁ୩ ଟି ବେସରକାରୀ କେନ୍ଦ୍ର ସେମାନଙ୍କ ଟିକାକରଣ ଜାରି ରଖିଛନ୍ତି କିନ୍ତୁ ଆଜି ଏବଂ…

ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।…

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ…

ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି; ମେ ୧୬ରୁ ୩୦ ସମ୍ପୂର୍ଣ୍ଣ ବନ୍ଦ

ପଶ୍ଚିମବଙ୍ଗ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବଢାଇସାରିଲେଣି। ଏହାଭିତରେ ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଶନିବାର ଲକ୍‌ଡାଉନ୍‌ ବୃଦ୍ଧି ନେଇ…

କରୋନାରେ ସିଏମ୍‌ ମମତା ବାନାର୍ଜୀଙ୍କ ଭାଇ ଅଶିମ୍ ବନ୍ଦୋପାଧ୍ୟାୟଙ୍କ ପରଲୋକ

ପଶ୍ଚିମବଙ୍ଗ: କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅଶିମ୍ ବନ୍ଦୋପାଧ୍ୟାୟ। କରୋନା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପାରିବାରିକ ସୂତ୍ର ଅନୁଯାୟୀ, ଗତ ଏକ ମାସ ଧରି ଅଶିମ୍‌ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।…

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତ୍ରୀ ସଞ୍ଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ସଞ୍ଜନା ସାଙ୍ଘି ମଧ୍ୟ ଏହି ସମୟରେ ସମାଜ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି। ସେ ଏକ ଏନଜିଓ, ସେଭ୍ ଦି ଚାଇଲ୍ଡ୍ ସହିତ ହାତ ମିଳାଇଛନ୍ତି। ଯାହା…

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି…

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…

ଶବଦାହର କିଛି କ୍ଷଣ ପୂର୍ବରୁ ଜିଇଁ ଉଠିଲେ ୭୬ ବର୍ଷିୟା ବୃଦ୍ଧା

ବାରମତୀ: ୭୬ ବର୍ଷିୟା ଜଣେ କୋଭିଡ ପଜିଟିଭ ମହିଳା ଶବଦାହର କିଛି ମିନିଟ ପୂର୍ବରୁ ପୁଣି ଥରେ ଜିଇଁ ଉଠିଛନ୍ତି। ଏମିତି ଏକ ବିଚିତ୍ର ଘଟଣା ଘଟିଛି ବାରମତୀର ମୁଦାଲେ ଗ୍ରାମରେ। ବାରମତୀରେ ଉକ୍ତ ମହିଳାଙ୍କ ପରିବାର ସଦସ୍ୟମାନେ ତାଙ୍କର ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ହେବାପରେ ତାଙ୍କୁ…