Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠା ସାମ୍ବାଦିକ ତଥା ଫାଇନାନସିଆଲ୍ ଏକ୍ସପ୍ରେସର ମ୍ୟାନେଜିଂ ଏଡିଟର ସୁନୀଲ ଜୈନ୍ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ହୋଇଥିଲେ ସୁନୀଲ ଜୈନ୍ ।…

କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ

ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ। କଂଗ୍ରେସର ବରିଷ୍ଠ ନେତା…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ ହଜାର ପଜିଟିଭ୍, ସୁସ୍ଥ ହେଲେ ୩ଲକ୍ଷ ୬୨ହଜାର

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୧ହଜାର ୧୭୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ । ଅର୍ଥାତ୍ ଆକ୍ରାନ୍ତଙ୍କ ଅପେକ୍ଷା ଆଜି ୫୦ହଜାର ଅଧିକ…

ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ତାଉ’ତେ

ନୂଆଦିଲ୍ଲୀ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ତାଉ’ତେ । ଅଧିକ ଘନୀଭୂତ ହେଉଛି । ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏବେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ପାଞ୍ଜିମ-ଗୋଈ ଉପକୂଳରୁ ୧୩୦…

ମଙ୍ଗଳରେ ଅବତରଣ କଲା ଚୀନର ଝୁରୋଙ୍ଗ ରୋଭର

ବେଜିଂ: ଚୀନର ଝୁରୋଙ୍ଗ ରୋଭର ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ ହୋଇଛି । ଏଥିସହ ଚୀନ ଦ୍ୱିତୀୟ ଦେଶ ଭାବେ ମଙ୍ଗଳରେ ପାଦ ଥାପିଛି । ଏହା ପୂର୍ବରୁ ଆମେରିକା କେବଳ ଏହି ସଫଳତା ହାସଲ କରିଥିଲା । ୭ ମାସ ଯାତ୍ରା ପରେ ଝୁରୋଙ୍ଗ ମଙ୍ଗଳ କକ୍ଷପଥରେ ଘୁରି ବୁଲିଥିଲା । ଏହାର ଓଜନ ୨୪୦ କିଲୋଗ୍ରାମ,…

ଗାଜାରେ ଥିବା ଆନ୍ତର୍ଜାତୀୟ ମିଡିଆ ହାଉସକୁ ଉଡାଇଲା ଇସ୍ରାଏଲ

ଜେରୁଜୋଲମ: ଇସ୍ରାଏଲ ଶନିବାର ସନ୍ଧ୍ୟାରେ ଗାଜାର ଏକ ୧୩ ମହଲା କୋଠାରେ ଥିବା କେତେକ ଅନ୍ତର୍ଜାତୀୟ ମିଡିଆ ହାଉସକୁ ଏୟାର ଷ୍ଟ୍ରାଇକ କରି ଉଡାଇ ଦେଇଛି । ଏଥିରେ ଅଲ ଜଜୀରା, ଏପି ଏବଂ ଅନ୍ୟ କେତେକ ଦେଶର ନ୍ୟୁଜ ଏଜେନ୍ସି କାର୍ଯ୍ୟ ଚାଲିଥିଲା । ଇସ୍ରାଏଲ କଣ ପାଇଁ ଏହି ମିଡିଆ ହାଉସ ଉଡାଇଲା…

ଯୁଦ୍ଧ ଆଡେ ମୁହାଁଉଛି ଇସ୍ରାଏଲ-ହମାସ ସଂଘର୍ଷ: ୧୨୬ ମୃତ, ୯୫୦ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଉପୁଜିଥିବା ସଂଘର୍ଷ ଏବେ ଧିରେ ଧିରେ ଯୁଦ୍ଧ ଆଡେ ମୁହାଁଇବାରେ ଲାଗିଛି । ଶନିବାର ସୁଦ୍ଧା ଏହି ଲଢ଼େଇରେ ୩୧ ଛୋଟ ପିଲାଙ୍କ ସମେତ ୧୨୬ ମୃତ୍ୟୁବରଣ କରିଥିବା ବେଳେ ୯୫୦ ଜଣ ଆହତ ହୋଇଛନ୍ତି । ଇସ୍ରାଏଲର ମାଇଣ୍ଡ ଗେମ୍‌: ଇସ୍ରାଏଲ ହମାସ ପ୍ରମୁଖ…

ଛତିଶଗଡ଼ ମେ ୩୧ ଯାଏ ଲକ୍‌ଡାଉନ୍‌

ଛତିଶଗଡ଼: ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଯୋଗୁ ଛତିଶଗଡର ରାୟପୁର ଜିଲ୍ଲାରେ ଲକ୍‌ଡାଉନ୍‌କୁ ପୁଣି ବଢାଇଦିଆଯାଇଛି। ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ମେ ୩୧ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏହି…

ଗୋଟିଏ ଗାଁର ୧୪୧ ବାସିନ୍ଦାଙ୍କ ମଧ୍ୟରୁ ୫୧ କରୋନା ପଜିଟିଭ

ଉତ୍ତରାଖଣ୍ଡ: ସୂଚନାଯୋଗ୍ୟ ଶନିବାର ଉତ୍ତରାଖଣ୍ଡର ପଉରୀ ଜିଲ୍ଲାର ଏକ ଗ୍ରାମରେ ରହୁଥିବା ୧୪୧ ଜଣ ବାସିନ୍ଦାଙ୍କ ମଧ୍ୟରୁ ୫୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଗାଁକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ଏବଂ ଗ୍ରାମବାସୀଙ୍କୁ ପୃଥକ୍‌ ଭାବେ ରଖାଯାଇଛି। ପଉରୀର ଏକେଶ୍ୱର…

ଷ୍ଟେରଏଡର ଅପବ୍ୟବହାର ମ୍ୟୁକରମାଇକୋସିସ୍ ସଂକ୍ରମଣର କାରଣ: ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବଢ଼ିଛି । ଏହି ସମୟରେ ଫଙ୍ଗାଲ୍ ଓ ବ୍ୟାକ୍ଚେରିଆଲ୍ ସଂକ୍ରମଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ମହାମାରୀ କରୋନା ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ ଭୂତାଣୁ…