Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମରେ ଲାଗିଲା କଡ଼ା କଟକଣା; ଆସନ୍ତା ୧୫ ଦିନ ଯାଏ ସହରାଞ୍ଚଳରେ ସମସ୍ତ କାର୍ଯ୍ୟାଳୟ ବନ୍ଦ

ଆସାମ: ରାଜ୍ୟରେ କୋଭିଡ୍‌ ମାମଲା ବୃଦ୍ଧି ପାଉଥିବା ବେଳେ ଆସାମ ସରକାର ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବୁଧବାର ଏକ ନୂଆ ଏବଂ କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆସାମ ମୁଖ୍ୟ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥାନ ଏବଂ…

ଦିଲ୍ଲୀ ସରକାର ବନାମ ଭାରତ ବାୟୋଟେକ

ନୂଆଦିଲ୍ଲୀ: ଭାରତ ବାୟୋଟେକ ନିଜସ୍ବ ପ୍ରସ୍ତୁତ କରୁଥିବା କୋଭିଡ୍-୧୯ ଟିକା କୋଭାକ୍ସିନ୍‌ର ଆବଶ୍ୟକୀୟ ମାତ୍ରା ଦିଲ୍ଲୀ ଯୋଗାଇବାକୁ ମନା କରିଦେଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ କହିଛନ୍ତି ଯେ…

ମରିଗଲାଣି ମାନବିକତା; ଅଧା ରାସ୍ତାରେ କରୋନା ରୋଗୀଙ୍କ ମୃତ ହେଦକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଏକ ଗାଁ ସୀମାରେ ଜଣେ କରୋନା ରୋଗୀଙ୍କ ମୃତଦେହକୁ ଛାଡି ଚାଲିଯାଇଥିବାରୁ ସରକାରୀ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମୃତକଙ୍କ ପତ୍ନୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆର୍ଥିକ…

ବ୍ଲାକ୍ ଫଙ୍ଗସ୍ ନେଉଛି ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଜୀବନ, ମହାରାଷ୍ଟ୍ର ଓ ଗୁଜରାଟ ବେଶି ପ୍ରଭାବିତ

ନୂଆଦିଲ୍ଲୀ: ଦେଶ କରୋନା ସହ ଲଢ଼ୁଛି । ଏବେ ଦେଶରେ ୩୦ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି । କରୋନା ମହାମାରୀ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ ପାଲଟିଛି । କରୋନା ଲକ୍ଷଣ ଥିବା ଲୋକଙ୍କ ଠାରେ ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଲକ୍ଷଣ ଦେଖାଯାଉଛି । ମହାରାଷ୍ଟ୍ର, ଗୁଜରାଟ ଓ…

ମହାରାଷ୍ଟ୍ରରେ ବଢିପାରେ ଲକ୍‌ଡାଉନ ଅବଧି; ଆଜି ନିଷ୍ପତ୍ତି

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଜାରି କରିବାକୁ ଚିନ୍ତା କରୁଛନ୍ତି ମହା ସରକାର। ଏ ନେଇ ଆଜି ଆସିପାରେ ନିଷ୍ପତ୍ତି। କରୋନା ସଂକ୍ରମଣକୁ ଭାଙ୍ଗିବା ଲାଗି ଲକ୍‌ଡାଉନ ଅବଧିକୁ ବୃଦ୍ଧି…

ଜେଲ୍‌ର ୫୬ କଏଦୀ କରୋନା ପଜିଟିଭ

ହରିୟାଣା: କର୍ଣ୍ଣଲ ଜିଲ୍ଲାରେ ଥିବା ଜେଲ୍‌ରେ ଚାରିଜଣ ମହିଳାଙ୍କ ସମେତ ଅତି କମରେ ୫୬ ଜଣ ଜେଲ ଅନ୍ତେବାସୀ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍‌ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାରୀଙ୍କ କହିବା ମୁତାବକ ଆକ୍ରାନ୍ତ କଏଦୀଙ୍କୁ ଜେଲର କୋଭିଡ ୱାର୍ଡରେ…

ପରିବାର ଲୋକଙ୍କୁ ଭେଟିବା ପାଇଁ ଲକଡାଉନରେ ବସ୍ ଚୋରୀ କଲେ ଯୁବକ

ତିରୁବନ୍ତପୁରମ: କରୋନା ମହାମାରୀ ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଲକଡାଉନ କରାଯାଇଛି । ପରିବାର ଲୋକଙ୍କୁ ଭେଟିବା ପାଇଁ ୩୦ ବର୍ଷୀୟ ଯୁବକ ଦିନୁପ ଏତେ ମାତ୍ର ବ୍ୟଗ୍ର ହୋଇପଡିଲେ ଯେ, ଶେଷରେ ବସ୍ ଚୋରୀ କରି ଘର ଅଭିମୁଖେ ବାହାରିଥିଲେ । ଅବଶ୍ୟ ବାଟରେ ପୋଲିସ ତାଙ୍କୁ ଗିରଫ କରିଥିଲେ ।…

କରୋନାର କରୁଣ ଚିତ୍ର, ଗୋଟିଏ ପୁଅର ଶବ ସତ୍କାର କରି ଫେରିବା ବେଳକୁ ଆଉ ଏକ ପୁଅ ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଏବେ ସହରରେ ସୀମିତ ନାହିଁ । ଗାଁରେ ପାଦ ଥାପିଥିବା କରୋନାର କରୁଣ ଚିତ୍ର ହୃଦୟକୁ ଭାଙ୍ଗି ଦେଉଛି । ସ୍ଥିତି ଏମିତି ସଙ୍ଗୀନ ହୋଇଛି କି, ଗାଁରେ ଏକାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏମିତି ଏକ ମାମଲା ଆସିଛି ପଶ୍ଚିମ ନୋଏଡ଼ାର ଜଲାଲପୁର ଗାଁରୁ । ଯେଉଁଠି…

ଓଡ଼ିଶା ସମେତ ୮ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ଧିମା ପଡ଼ିଛି ଟିକାକରଣ । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ…

ନୂଆ ରେକର୍ଡ ସୃଷ୍ଟି କରିବ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଏହି ପେଣ୍ଟିଙ୍ଗ୍‌; ୧୬ ମିଲିୟନ ଡଲାର୍‌ରେ ହୋଇପାରେ ନିଲାମ

ନୂଆଦିଲ୍ଲୀ: ଲିଓନାର୍ଡୋ ଡା ଭିନ୍‌ସି ଦ୍ୱାରା ଅଙ୍କାଯାଇଥିବା ଏକ ବିୟର୍‌ ହେଡ୍‌ ଅର୍ଥାତ୍‌ ଭାଲୁର ଚିତ୍ରକୁ ୧୬.୭ ମିଲିୟନ୍‌ ଡଲାର୍‌ରେ ନିଲାମ କରାଯିବ ବୋଲି ଆକଳନ କରାଯାଇଛି। ଏହି ବିୟର୍‌ ହେଡ୍‌ ଚିତ୍ରଟି ଜୁଲାଇରେ ନିଲାମ ହେବ। ଲିଓନାର୍ଡୋଙ୍କ ଏହି ପେଣ୍ଟିଙ୍ଗ୍‌ ଏକ ରେକର୍ଡ ସୃଷ୍ଟି…