Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ରେକର୍ଡ ସୃଷ୍ଟି କରିବ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଏହି ପେଣ୍ଟିଙ୍ଗ୍‌; ୧୬ ମିଲିୟନ ଡଲାର୍‌ରେ ହୋଇପାରେ ନିଲାମ

ନୂଆଦିଲ୍ଲୀ: ଲିଓନାର୍ଡୋ ଡା ଭିନ୍‌ସି ଦ୍ୱାରା ଅଙ୍କାଯାଇଥିବା ଏକ ବିୟର୍‌ ହେଡ୍‌ ଅର୍ଥାତ୍‌ ଭାଲୁର ଚିତ୍ରକୁ ୧୬.୭ ମିଲିୟନ୍‌ ଡଲାର୍‌ରେ ନିଲାମ କରାଯିବ ବୋଲି ଆକଳନ କରାଯାଇଛି। ଏହି ବିୟର୍‌ ହେଡ୍‌ ଚିତ୍ରଟି ଜୁଲାଇରେ ନିଲାମ ହେବ। ଲିଓନାର୍ଡୋଙ୍କ ଏହି ପେଣ୍ଟିଙ୍ଗ୍‌ ଏକ ରେକର୍ଡ ସୃଷ୍ଟି…

କରୋନା ଦ୍ୱିତୀୟ ଲହରୀର ପ୍ରଭାବ କମିବା ସଙ୍କେତ ମନୋବଳ ବଢ଼ାଉଛି !

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ କମିବା ଆରମ୍ଭ ହେଉଛି । ଏହି ସବୁ ସତ୍ୱେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ବଢ଼ିବା ସାମାନ୍ୟ ଚିନ୍ତାର କାରଣ ହୋଇଛି । ଏବେଠାରୁ ଆଉ ଅଧିକ ସତର୍କତା ଅବଳମ୍ବନ କଲେ ଏହି ବିପଦ ଆମଠାରୁ ଦୂରେଇ ଯିବ । ନୂତନ କେସ ତୁଳନାରେ ଅଧିକ ରୋଗୀ ସୁସ୍ଥ…

ଦେଶରେ ଦୈନିକ କରୋନା ମୃତ୍ୟୁ ମାମଲାରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪୨୦୫ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥର ବଢ଼ିଛି । ସୋମବାର ଦେଶରେ ୩ ଲକ୍ଷ ୨୯ ହଜାର ସଂକ୍ରମଣ ମାମଲା ଆସିଥିଲା । ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୩ ଲକ୍ଷ ୪୮ ହଜାର ୪୨୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪…

୪୪ ଦେଶରୁ ଚିହ୍ନଟ ହେଲାଣି କରୋନାର ଭାରତ ଷ୍ଟ୍ରେନ୍ B.1.617

ନୂଆଦିଲ୍ଲୀ: ଭାରତରେ ସେକେଣ୍ଡ ଓ୍ୱେଭରେ ଦ୍ରୁତ ମାଡୁଛି କରୋନା । ଭାରତର ଭାରିଆଣ୍ଟ B.1.617 ଅଧିକ ମାରାତ୍ମକ ଓ ସଂକ୍ରାମକ । ଏକଥା ସ୍ପଷ୍ଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବର୍ତ୍ତମାନ ସୁଦ୍ଧା କରୋନାର ଏହି ନୂଆ ଭାରତ ମ୍ୟୁଟାଣ୍ଟ ବିଶ୍ୱର ୪୪ଟି ଦେଶରୁ ଚିହ୍ନଟ ହେଲାଣି । ବିଶ୍ୱରେ ୪୫…

୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କରୋନାର କାଳରେ ଟିକାକରଣ ନେଇ ଆଉ ଏକ ଆଶ୍ୱସ୍ତିକର ଖବର ସାମନାକୁ ଆସଛି । ଖୁବଶୀଘ୍ର ଭାରତରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକାର କ୍ରିନିକାଲ୍ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍ । ଏହି ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରିନିକାଲ୍…

ଇସ୍ରାଏଲ୍ ଉପରେ ରକେଟ୍ ମାଡ଼, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ନୂଆଦିଲ୍ଲୀ: ଅଶାନ୍ତ ଇସ୍ରାଏଲ୍ । ଫଲସ୍ତିନି ଉଗ୍ରବାଦୀ ଇସ୍ରାଏଲ୍ ସହର ତେଲ ଅବିବରେ ୧୩୦ଟି ମିସାଇଲ୍ ମାଡ଼ କରିଛନ୍ତି । ଗଜା ପଟ୍ଟିରେ ଏକ କୋଠା ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣର ଜବାବରେ ଉଗ୍ରବାଦୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଜଦୂତଙ୍କ…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ବେଟ୍ଟି ଭୀମା । ଗତକାଲି ସେ ଗାଁକୁ ଯାଇଥିଲେ । ରାତିରେ ଘରେ…

ଖଣି ଅଞ୍ଚଳରେ ସଂସ୍କାର

ବେଙ୍ଗାଲୁରୁ: କରୋନା ସ୍ଥିତି ବେଶ୍ ଭୟଙ୍କର ହେବାରେ ଲାଗଛି । ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।ସବୁଠୁ ବଡ଼ ଦୟନୀୟ ଚିତ୍ର ହେଉଛି ମୃତ ଦେହ ଦାହ ପାଇଁ ମିଳୁନି ଜାଗା । ଦେଶର କିଛି ରାଜ୍ୟରେ ମୃତ ଦେହ ସତ୍କାର କରିବାରୁ ଶ୍ମଶାନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ ସରକାର ଏହି ନିୟମ କରିଛନ୍ତି । ଯାତ୍ରୀ ମାନେ ଗୋଆରେ ପ୍ରବେଶ କରିବାର ୭୨ଘଣ୍ଟା ମଧ୍ୟରେ…

ମୁମ୍ବାଇ ପୋଲିସରୁ ସଚ୍ଚିନ ଭାଜେ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେ । ଆଜି ମୁମ୍ବାଇ ପୋଲିସ ତାଙ୍କୁ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ ।…