Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଜା ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ଗଲା ଇସ୍ରାଏଲ୍

ଜେରୁଜେଲମ୍: ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ବିମାନରୁ ଆକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରିଛି ଇସ୍ରାଏଲ୍ ସେନା । ଆଜି ସକାଳେ ଗାଜା ଷ୍ଟ୍ରିପରେ ଥିବା ହମାସ ଆତଙ୍କୀ ସଂଗଠନର ସାମରିକ କମ୍ପ୍ଲେକ୍ସ ଓ ସମ୍ମିଳନୀ କକ୍ଷରେ ଲଢୁଆ ବିମାନ ଯୋଗେ ହମଲା ହୋଇଥିଲା । ଏଥିରେ ମୃତାହ…

କରୋନା ମାଡରେ ଘାଇଲା, ଆତ୍ମସର୍ପଣ କଲେ ୧୯ ମାଓବାଦୀ

ମାଲକାନଗିରି: ଧ୍ୱସ୍ତ ହେବାରେ ଲାଗିଛି ମାଓବାଦୀଙ୍କ ମିଛ ଦମ୍ଭ । ମାଓ ଶିବିରରୁ ଛତ୍ରଭଙ୍ଗ ଦେଲେଣି ମାଓବାଦୀ । କିଛି କରୋନା ସଂକ୍ରମଣକୁ ଡରି ତ ଆଉ କିଛି ସତ୍ୟତା ହୃଦୟଙ୍ଗମ କରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ମାଓବାଦୀ ଆଖ୍ୟାକୁ ଆଡେଇ ଆଜି ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ…

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର…

ଅଖିଳେଶଙ୍କୁ ଭେଟିଲେ ବିଏସପିର ବିଦ୍ରୋହୀ ବିଧାୟକ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି)ରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି । ଫଳରେ ଦଳ ଦୁଇ ଫାଳ ହେବାକୁ ବସିଛି । ଉତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ସମସ୍ତ ପାର୍ଟି ଏବେଠାରୁ ସେମାନଙ୍କ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ବିଏସପିର ୯ ବିଧାୟକ ମାୟାବତୀଙ୍କ…

ବିହାରରେ କୋହଳ ହେଲା ଲକଡାଉନ୍ କଟକଣା, ସଂଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ପାଟନା : ଦେଶରେ କମୁଛି କରୋନା ସଂକ୍ରମଣ । ପ୍ରତିଦନ ମାମଲା ହ୍ରାସ ପାଉଥିବାରୁ ଏବେ ବିହାରରେ କୋହଳ ହୋଇଛି କରୋନା କଟକଣା । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ସପ୍ତାହକ ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୂଆ ନିଷ୍ପତ୍ତି ଅନୁଯାୟୀ ଏଣିକି…

ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗୁଛି ଭାରତ ବାୟୋଟେକ

ହାଇଦ୍ରାବାଦ : କରୋନା ମହାମାରୀ ଭିତରେ ସାରା ଦେଶାରେ ଜାରି ରହିଛି ଟିକାକରଣ । ସଂକ୍ରମରକୁ ମାତ ଦେବାକୁ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଦେଶରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ଏବେ କେନ୍ଦ୍ର ସରକାରଙ୍କୁ ଅଧିକ ଙଟ୍କା ମାଗିଛି…

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି…

ଚୀନ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ଲିକ୍ !

ବେଜିଂ: ଚୀନର ଏକ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ପଦାର୍ଥ ଲିକ୍ ହୋଇଛି । ଏ ନେଇ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ପାଇଥିବା ବେଳେ ଚୀନ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଚୀନ ଏବଂ ଫ୍ରାନ୍ସର ଇଡିଏଫ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର ପରିଚାଳନା…

ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହଜ୍‌କୁ ବାତିଲ କରାଯାଇଛି। ଏ ନେଇ ମଙ୍ଗଳବାର ଦିନ ହଜ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି। ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ କରାଯାଇଛି। ମହାମାରୀ କାରଣରୁ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ହଜ୍‌ ପାଇଁ ଅନୁମତି ଦିଆଯିବ।…

ବିଶ୍ୱର ସବୁଠାରୁ ବଡ ପରିବାର ମୁଖିଆଙ୍କ ଅନ୍ତିମ ସଂସ୍କାର ହୋଇପାରୁନି !

ଆଇଜଲ: ବିଶ୍ୱର ସବୁଠାରୁ ବଡ ପରିବାରର ମୁଖିଆ ଜିଓନା ଚାନାଙ୍କ ଅନ୍ତିମ ସଂସ୍କାର ହୋଇପାରୁ ନାହିଁ । ମିଜୋରମର ଏହି ବ୍ୟକ୍ତିଙ୍କ ପରିବାବର୍ଗ ସେ ବଂଚିଥିବା ଦାବୀ କରୁଛନ୍ତି । ସେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ଏବଂ ଶରୀର ଗରମ ରହିଥିବା କହିଛନ୍ତି । ଚାନାଙ୍କ ବାପା ପାବଲ ସମ୍ପ୍ରଦାୟର ଗଠନ…