Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଆସାମ ମଙ୍ଗ ଧରିବେ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଗୌହାଟୀ: ଆସାମରେ ଆଜିଠୁ ହିମନ୍ତ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ଆଜି ଅପରାହ୍ଣ ୧୨ଟାରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଜଗଜୀଶ ମୁଖି । ତାଙ୍କ ସହ…

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ, ଯୋଗୀଙ୍କୁ ଲେଖିଲେ ଚିଠି

ଉତ୍ତରପ୍ରଦେଶ : କରୋନା ମହାମାରୀ ମଧ୍ୟରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି ବୋଲି କହି ଆସୁଥିବା ଯୋଗୀ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ବିଜେପି ନେତା ଓ ସରକାରୀ ସିଷ୍ଟମର…

୬ ବର୍ଷ ତଳୁ ଚୀନ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା !

ବେଜିଂ: କରୋନା ମହାମାରୀ କମିବାର ନାମ ନେଉ ନାହିଁ । ପୂର୍ବରୁ ଏହା ପଛରେ ଚୀନର ଭୂମିକା ଥିବା ଅନୁମାନ କରାଯାଉଥିଲା । ଏବେ ଆଉ ଏକ ପ୍ରମାଣ ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି । ରିପୋର୍ଟ ମୁତାବକ ଚୀନ ୬ ବର୍ଷ ତଳୁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା । ଆବଶ୍ୟକ ପଡିଲେ…

ହରିୟାଣାର ରେବାଡିରୁ କରୋନା ସଂକ୍ରମିତ ୧୩ କୈଦୀ ଫେରାର

ରେବାଡୀ: ହରିୟାଣାର ରେବାଡୀରେ କରାଯାଇଥିବା କରୋନା ଜେଲରୁ ରବିବାର ୧୩ କୈଦୀ ଫେରାର ହୋଇ ଯାଇଛନ୍ତି । ସଂକ୍ରମିତ ୪୫୦ କୈଦୀଙ୍କୁ ଏଠାରେ ରଖା ଯାଉଥିଲା । ଶନିବାର ବିଳମ୍ବିତ ରାତିରେ ଗ୍ରୀଲ କାଟିବା ସହ ଚାଦରକୁ ରସି ଭାବେ ବ୍ୟବହାର କରି ଖସି ପଳାଇଛନ୍ତି । ଏସପି ଅଭିଷେକ ଜୋରୱାଲ ଘଟଣାସ୍ଥଳରେ…

ଗିରଫ ହେଲେ ଫଳ ବ୍ୟବସାୟରୁ କରୋନା ଚିକିତ୍ସା କରୁଥିବା ନକଲି ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜଣେ ଫଳ ବ୍ୟବସାୟୀଙ୍କୁ ଡାକ୍ତର ହେବାର ମିଛ ବାହାନା କରି କରୋନା ରୋଗୀଙ୍କ ଚିକିତ୍ସା କରିବା ଅଭିଯୋଗରେ ଗିରଫ କରାଯାଇଛି। ନାଗପୁରର କାମ୍‌ଠି ଅଞ୍ଚଳର ଚନ୍ଦନ ନରେଶ ଚୌଧୁରୀ ଫଳ ଏବଂ ଆଇସ୍କ୍ରିମ୍ ବିକ୍ରି କରନ୍ତି। ପରେ ସେ ଜଣେ ଇଲେକ୍ଟ୍ରିସିଆନ…

ହାରିଲା କରୋନା; ଜିତିଲେ ୧୦୩ ବର୍ଷୀୟ ବୃଦ୍ଧ

ନାଗପୁର: କରୋନାର କହର ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ସବୁ ବର୍ଗର ଲୋକଙ୍କ ପାଇଁ କରୋନାର ଦ୍ବିତୀୟ ତରଙ୍ଗ ଘାତକ ସାଜିଥିବା ବେଳେ ଜଣେ ୧୦୩ ବର୍ଷୀୟ ବୃଦ୍ଧି କରୋନାକୁ ହରାଇବାରେ ସଫଳ…

ଅନଲାଇନ ମାଧ୍ୟମରେ ଓମାନ ଓଡ଼ିଆଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ

ମସକଟ : ଓମାନରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ୮୫ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓମାନ ରାଜଧାନୀ ମସକଟ ସ୍ଥିତ ଇଣ୍ଡିଆନ ସୋସିଆଲ କ୍ଳବ(ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଭରଚୁଆଲ ଉତ୍ସବରେ ବିଭିନ୍ନ ଓଡ଼ିଆ ସମାଜର କର୍ମକର୍ତ୍ତା ,…

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ହିମନ୍ତ ବିଶ୍ବ ଶର୍ମା ଆସାମ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା। ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ…

ୟୁପିରେ ପୁଣି ସପ୍ତାହେ ବଢିଲା ଳକ୍‌ଡାଉନ

ଉତ୍ତରପ୍ରଦେଶ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି। ଅନେକ ରାଜ୍ୟ ନିଜର କର୍ଫ୍ୟୁ ଅବଧିକୁ ମଧ୍ୟ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ…