Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୦%ରୁ ଅଧିକ ହେବନି ସଂରକ୍ଷଣ, ମରାଠା ସଂରକ୍ଷଣ ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ସଂରକ୍ଷଣ । ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ଅସାମ୍ବିଧାନିକ କହିଛନ୍ତି…

ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

ପଶ୍ଚିମବଙ୍ଗ: ଟିଏମସି ମୁଖ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ସେ ଆଜି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ଶପଥ ପାଠ କରାଇଥିଲେ।

୨୨ କୋଭିଡ୍‌ ରୋଗୀଙ୍କ ଜୀବନ ବଞ୍ଚାଇଲେ ସୋନୁ

ବେଙ୍ଗାଲୁରୁ: ମଙ୍ଗଳବାର ଦିନ ବେଙ୍ଗାଲୁରୁର ସୋନୁ ସୁଦ ଏବଂ ତାଙ୍କ ସ୍ୱେଚ୍ଛାସେବୀ ଦଳ ସହରର ଏକ ଡାକ୍ତରଖାନାକୁ ୧୬ରୁ ଅଧିକ ଅମ୍ଳଜାନ ସିଲିଣ୍ଡର ଯୋଗାଇ ପ୍ରାୟ ୨୦ରୁ ୨୨ ଜଣ କୋଭିଡ୍‌ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ସୋନୁ ସୁଦ ଚାରିଟି ଫାଉଣ୍ଡେସନର କର୍ଣ୍ଣାଟକ ଦଳ ଆରଏକ…

ତାମିଲନାଡୁ ସରକାରୀ ଡାକ୍ତରଖାନାରେ ୧୧ ରୋଗୀଙ୍କ ମୃତ୍ୟୁ

ତାମିଲନାଡୁ: ମଙ୍ଗଳବାର ରାତିରେ ତାମିଲନାଡୁର ଚେଙ୍ଗଲପାଟ୍ଟୁସ୍ଥିତ ଚେଙ୍ଗଲପାଟ୍ଟୁ ସରକାରୀ ଡାକ୍ତରଖାନାରେ ଅତି କମରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଣ ଥିବା ଡିନ୍ ଜନ୍ ଲୁଇସ୍ କହିଛନ୍ତି। ରୋଗୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ…

ପ୍ରାଣଘାତୀ କରୋନା: ଦିନକରେ ଦେଶରୁ ରେକର୍ଡ ୩୭୮୦ ମୃତ, ସାଢ଼େ ୩ଲକ୍ଷରୁ ଖସୁନି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଛି । ଅଧିକ ଜୀବନ ନେଉଛି । ଦେଶରେ ସାଢ଼େ ୩ହଜାର ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ସେହିପରି ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ କରୋନା ଦିନକରେ ରେକର୍ଡ ୩ହଜାର ୭୮୦ ଜୀବନ ନେଇଛି ।…

ଜୁଲାଇ ୪ ସୁଦ୍ଧା ୭୦ ପ୍ରତିଶତ ଆମେରିକୀୟ ଯୁବ ବର୍ଗଙ୍କୁ ଟିକାକରଣ ଲକ୍ଷ୍ୟ; ବାଇଡେନ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ୪ ତାରିଖ ସୁଦ୍ଧା ଅତି କମରେ ୭୦ ପ୍ରତିଶତ ଆମେରିକୀୟ ଯୁବବର୍ଗଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନ କରୋନା ମହାମାରୀ ସହ ଲଢିବାକୁ ପ୍ରମୁଖ ପ୍ରାଥମିକତା…

ବଙ୍ଗରେ ଦିଦିଙ୍କ ରାଜ: ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଟ୍ରିକ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଆଜି ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଅପରାହ୍ଣରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ…

ମେଘାଳୟରୁ ମିଳିଲା ୧୦ କୋଟି ବର୍ଷ ତଳର ସରାପୋଡ ଡାଇନସୋରର ଅଂଶବିଶେଷ

ନୂଆଦିଲ୍ଲୀ: ମେଘାଳୟର ପଶ୍ଚିମ ଖାସୀ ହିଲ୍ସ ଜିଲାର ଏକ ଅଂଚଳରୁ ୧୦ କୋଟି ବର୍ଷ ତଳର ସରାପୋଡ ଡାଇନୋସରର ଅଂଶବିଶେଷ ମିଳିଛି । ତେବେ ଏ ନେଇ ଗବେଷଣା କରୁଥିବା ଭୂବୈଜ୍ଞାନିକମାନେ ବିଧିବଦ୍ଧ ଭାବେ ଏହାର ଘୋଷଣା କରୁ ନାହାନ୍ତି । ପ୍ରାରମ୍ଭିକ ଗବେଷଣାରେ ଏ ନେଇ ସମ୍ଭାବନା ବ୍ୟକ୍ତ କରାଯାଉଥିଲେ…

ଅମ୍ଳଜାନ ଅଭାବ ହେତୁ ୬ କରୋନା ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର କିଛି ଅଂଶରେ ଅମ୍ଳଜାନ ସଙ୍କଟ ଆହୁରି ଗଭୀର ହେଉଛି ଏବଂ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଯୋଗାଣର ବ୍ୟବଧାନକୁ ନେଇ ଚିନ୍ତା ମଧ୍ୟ ବଢିଛି। ଅମ୍ଳଜାନ ଅଭାବ ହେତୁ ଚାମରାଜନଗର ଜିଲ୍ଲାରେ ୨୪ ଜଣଙ୍କର ମୃତ୍ୟୁ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଦିନ…

ଘୁଞ୍ଚିଲା ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍‌ (ମେ ସେସନ୍‌) ଘୁଞ୍ଚାଇଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମେ ୨୪, ୨୫, ୨୬, ୨୭ ଏବଂ ୨୮ ରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ର ମେ ସେସନ୍‌କୁ (NTA) ସ୍ଥଗିତ ରଖିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି…